"ଦେବେନ ମିଶ୍ର" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେ Lead Section ଶେଷହେଲା ।
୨୧ କ ଧାଡ଼ି:
}}
 
'''ଦେବେନ ମିଶ୍ର''', ଜଣେ ଓଡ଼ିଆ କଥାଚିତ୍ର ସମ୍ପାଦକ ଥିଲେ । ସେ ୧୯୮୬ ମସିହାରେ ଓଡ଼ିଆ କଥାଚିତ୍ର ଜଗତରେ ଚଳଚ୍ଚିତ୍ର ସମ୍ପାଦନା କାର୍ଯ୍ୟ ଆରମ୍ଭ କରିଥିଲେ । ତାଙ୍କ ସମ୍ପାଦନାରେ ପ୍ରଥମ ଓଡ଼ିଆ ଚଳଚ୍ଚିତ୍ର ଥିଲା ଜୋର ଯା'ର ମୁଲକ ତା'ର । ଏହାପରେ ସେ ପୁଅ ମୋର କଳାଠାକୁର, ପରଦେଶୀ ଚଢ଼େଇ, କାଶିଆ କପିଳା, ଉଦଣ୍ଡି ସୀତା, ରଣଭୂମି ଭଳି ଅନେକ ଲୋକପ୍ରିୟ ଚଳଚ୍ଚିତ୍ରର ସମ୍ପାଦନା କରିଥିଲେ । ତାଙ୍କ ସମ୍ପାଦନାରେ ଶେଷ ଓଡ଼ିଆ କଥାଚିତ୍ର ଥିଲା ଜୀବନର ଚଲାପଥେ, ଯାହାକି ଡିସେମ୍ବର ୨୦୧୮ରେ ମୁକ୍ତିଲାଭ କରିଥିଲା । ସେ ୧୫ ଅଗଷ୍ଟ ୨୦୨୦ରେ ହୃଦଘାତରେ ମୃତ୍ୟୁବରଣ କରିଥିଲେ ।
 
== ଚଳଚ୍ଚିତ୍ର ସମ୍ପାଦନା ==