"ସମଲେଶ୍ୱରୀ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
Fixed typo
ଟ୍ୟାଗସବୁ: ମୋବାଇଲ ସମ୍ପାଦନା ମୋବାଇଲ ୱେବ ବଦଳ
ଟ୍ୟାଗସବୁ: ମୋବାଇଲ ସମ୍ପାଦନା ମୋବାଇଲ ୱେବ ବଦଳ
୧୭ କ ଧାଡ଼ି:
== ବେଶ ==
=== ସମଲେଶ୍ୱରୀଙ୍କ ଧବଳମୁଖୀ ବେଶ ===
ସମଲେଇ ପଶ୍ଚିମ ଓଡ଼ିଶାରେ ଆରାଧ୍ୟ ଦେବୀ ରୂପେ ପୂଜା ପାଇଥାନ୍ତି । ସେ ସିନ୍ଦୂର ମଣ୍ଡିତା ହୋଇଥାନ୍ତି ଓ ଗେରୁଆ ଲୁଗାରେ ଭୂଷିତ ହୋଇଥାନ୍ତି । [[ଆଶ୍ୱିନ]] [[ମାସ]] [[ଅମାବାସ୍ୟା]] (ମହାଳୟା) ଦିନ ଦେବୀ ସମଲେଇଙ୍କୁ ଶ୍ୱେତ ରୂପରେ ସଜ୍ଜିତ କରାଯାଇଥାଏ । ସମଲେଇଙ୍କର ଏହି ନିଆରା ବାର୍ଷିକ ରୂପକୁ "ଧବଳମୁଖୀ ବେଶ" ବା "ଗଙ୍ଗା ଦର୍ଶନ ବେଶ" କୁହାଯାଏ । [[ପୁଅଜିଉଁତିଆ]] ପାର୍ବଣ ଠାରୁ ସମଲେଇଙ୍କର ଷୋହଳ ପୂଜା ଆରମ୍ଭ ହୁଏ । ମହାଳୟା ପୂର୍ବ ଦିନ ସମଲେଇ ସତୀ ବେଶରେ ଭକ୍ତଙ୍କୁ ଦର୍ଶନ ଦିଅନ୍ତି । ସେହି ଦିନ ମଧ୍ୟରାତ୍ରରେ ପୂଜକମାନେ ମନ୍ଦିର ଦ୍ୱାର ବନ୍ଦ କରି ଦେବୀଙ୍କୁ କର୍ପୁର ମିଶ୍ରିତ ଗଙ୍ଗାଜଳରେ ସ୍ନାନ କରାଇ ଚନ୍ଦନ, ଅଗୁର ପ୍ରଲେପ ଦେଇ ସମଲେଇଙ୍କୁ ଧବଳମୁଖୀ ବେଶରେ ସଜାଇଥାନ୍ତି । ସମଲେଇଙ୍କୁ ଦୁଇଦିନ ଧରି ଧବଳମୁଖୀ ବେଶରେ ରଖାଯାଏ । {{citation needed|date=August 2020}}
 
== ମନ୍ଦିର ==