"ଭାରତୀୟ ଜନତା ପାର୍ଟି" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଲୁଚାଯାଇଥିବା ଅଦରକାରୀ ତଥ୍ୟ କଢ଼ାଗଲା । ଛାଞ୍ଚର ସ୍ଥାନ ବଦଳ କରାଗଲା
ଅଧିକ ତଥ୍ୟ + ଆଧାର ଇଂରାଜୀ ଉଇକିପିଡ଼ିଆରୁ ଅନୂଦିତ
୩୩ କ ଧାଡ଼ି:
{{BJPSegmentsUnderInfoBox}}
'''ଭାରତୀୟ ଜନତା ପାର୍ଟି''' ('''ବିଜେପି''') [[ଭାରତ]]ର ଶାସକ ରାଜନୈତିକ ଦଳ ।<ref>{{cite news |title=Lok Sabha Election results 2019: EC declares results of all 542 seats, BJP wins 303 |url=https://zeenews.india.com/india/live-updates/lok-sabha-election-results-2019-live-updates-bjp-narendra-modi-nda-2205806 |accessdate=30 March 2020 |work=Zee News |date=25 May 2019 |language=en}}</ref> ଏହା [[ଭାରତୀୟ ଜାତୀୟ କଂଗ୍ରେସ]] ସହିତ ଭାରତର ଦୁଇଟି ପ୍ରମୁଖ [[ଭାରତର ରାଜନୈତିକ ଦଳସମୂହ|ରାଜନୈତିକ ଦଳ]] ମଧ୍ୟରୁ ଅନ୍ୟତମ ।<ref>{{cite news|url=http://timesofindia.indiatimes.com/india/-In-Numbers-The-Rise-of-BJP-and-decline-of-Congress/articleshow/52341190.cms|title=In Numbers: The Rise of BJP and decline of Congress|work=The Times of India|date=19 May 2016|accessdate=29 June 2017|url-status=live|archiveurl=https://web.archive.org/web/20171105170102/https://timesofindia.indiatimes.com/india/-In-Numbers-The-Rise-of-BJP-and-decline-of-Congress/articleshow/52341190.cms|archivedate=5 November 2017}}</ref> <!--{{As of|2019}}-->୨୦୧୯ ସୁଦ୍ଧା ଏହା [[ଭାରତୀୟ ସଂସଦ|ଜାତୀୟ ସଂସଦ]] ତଥା [[ରାଜ୍ୟସଭା]]ରେ ପ୍ରତିନିଧିତ୍ୱ ଦୃଷ୍ଟିରୁ ଦେଶର ସର୍ବବୃହତ ରାଜନୈତିକ ଦଳ ଏବଂ ପ୍ରାଥମିକ ସଦସ୍ୟତା ଦୃଷ୍ଟିରୁ ଏହା ବିଶ୍ୱର ସର୍ବବୃହତ ଦଳ ।<ref name = "IndiaToday">{{cite news|url = https://www.indiatoday.in/india/story/bjp-inducts-7-crore-new-members-creates-membership-drive-record-1593164-2019-08-29|title =BJP inducts 7 crore new members, creates membership drive record|date = 29 August 2019 |accessdate = 29 August 2019 |work=[[India Today]] }}</ref> ବିଜେପି ଏକ ଦକ୍ଷିଣପନ୍ଥୀ ଦଳ ଏବଂ ଏହାର ନୀତି ଐତିହାସିକ ଭାବରେ [[ହିନ୍ଦୁ ଜାତୀୟତାବାଦୀ]] ସ୍ଥିତିକୁ ପ୍ରତିଫଳିତ କରିଛି ।{{sfn|Banerjee|2005|p=3118}}{{sfn|Malik|Singh|1992|p=318}} ଏହାଠାରୁ ବେଶୀ ପୁରୁଣା [[ରାଷ୍ଟ୍ରୀୟ ସ୍ୱୟଂସେବକ ସଂଗଠନ]] (ଆରଏସଏସ) ସହିତ ଏହାର ଘନିଷ୍ଠ ଆଦର୍ଶ ଏବଂ ସାଂଗଠନିକ ସମ୍ବନ୍ଧ ରହିଛି ।<ref>{{cite news |title=Men, machinery and mind of RSS behind BJP's poll power punch |url=https://www.business-standard.com/article/news-ians/men-machinery-and-mind-of-rss-behind-bjp-s-poll-power-punch-119031700304_1.html |accessdate=18 March 2020 |work=Business Standard |date=17 March 2019 |language=en}}</ref>
 
ବିଜେପିର ଉତ୍ପତ୍ତି ୧୯୫୧ ମସିହାରେ [[ଶ୍ୟାମା ପ୍ରସାଦ ମୁଖାର୍ଜୀ]]ଙ୍କ ସ୍ଥାପିତ [[ଭାରତୀୟ ଜନ ସଂଘ]]ରୁ ହୋଇଥିଲା ।<ref>{{Cite book|url=https://books.google.com/books?id=7Gk1Wz4k_xUC|title=Bharatiya Janata Party: Profile and Performance|last=Swain|first=Pratap Chandra|date=2001|publisher=APH Publishing|isbn=9788176482578|language=en|page=60}}</ref> ୧୯୭୭ରେ [[ଭାରତୀୟ ଜରୁରୀକାଳୀନ ପରିସ୍ଥିତି|ଜରୁରୀକାଳୀନ ପରିସ୍ଥିତି]] ପରେ ଜନ ସଂଘ ଅନ୍ୟାନ୍ୟ ଦଳ ସହ ମିଶି [[ଜନତା ପାର୍ଟି]] ଗଠନ କଲା ଓ [[୧୯୭୭ ଭାରତୀୟ ସାଧାରଣ ନିର୍ବାଚନ|୧୯୭୭ ସାଧାରଣ ନିର୍ବାଚନ]]ରେ ଏହା ବର୍ତ୍ତମାନର କଂଗ୍ରେସ ଦଳକୁ ପରାସ୍ତ କରିଥିଲା । ତିନି ବର୍ଷ କ୍ଷମତାରେ ରହିବା ପରେ ଜନତା ଦଳ ୧୯୮୦ରେ ବିଭାଜିତ ହୋଇ ଜନସଂଘର ସଭ୍ୟମାନଙ୍କ ସହ ପୁନର୍ବାର ମିଶି ବିଜେପି ଗଠନ କରିଥିଲା । ଏହା ପ୍ରାରମ୍ଭରେ ଅସଫଳ ହୋଇ [[୧୯୮୪ ଭାରତୀୟ ସାଧାରଣ ନିର୍ବାଚନ|୧୯୮୪ ସାଧାରଣ ନିର୍ବାଚନ]]ରେ କେବଳ ଦୁଇଟି ଆସନ ଜିତିଥିଲା । କିନ୍ତୁ ଏହା ପରେ [[ରାମ ଜନ୍ମଭୂମି|ରାମ ଜନ୍ମଭୂମି ଆନ୍ଦୋଳନ]]କୁ ଧରି ବଢ଼ିଥିଲା । ଅନେକ ରାଜ୍ୟ ନିର୍ବାଚନରେ ବିଜୟ ଏବଂ ଜାତୀୟ ନିର୍ବାଚନରେ ଭଲ ପ୍ରଦର୍ଶନ ପରେ ବିଜେପି ୧୯୯୬ରେ ସଂସଦର ସବୁଠାରୁ ବଡ଼ ଦଳରେ ପରିଣତ ହୋଇଥିଲା । ତେବେ ସଂସଦର ନିମ୍ନ ଗୃହରେ ଏହାର ସଂଖ୍ୟାଗରିଷ୍ଠତା ନଥିଲା ଏବଂ ଏହାର ସରକାର ମାତ୍ର ୧୩ ଦିନ ଧରି ଚାଲିଥିଲା ।{{sfn|Guha|2007|p=633}}
 
== ଆଧାର ==