"ଭି.ସୁଜ୍ଞାନୀ କୁମାରୀ ଦେଓ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେNo edit summary
୩୬ କ ଧାଡ଼ି:
== ରାଜନୀତି ଜୀବନ ==
ଭି.ସୁଜ୍ଞାନୀ କୁମାର ଦେଓ ୧୯୬୧ ମସିହାରେ ତାଙ୍କର ରାଜନୀତି ଜୀବନ ଆରମ୍ଭ କରିଥିଲେ । ଭି.ସୁଜ୍ଞାନୀ କୁମାରୀ ଦେଓ ଲଗାତାର ଭାବେ ୧୯୭୪, ୧୯୭୭, ୧୯୮୫, ୧୯୯୦, ୧୦୯୫, ୨୦୦୦,୨୦୦୪,୨୦୦୯ ଓ ୨୦୧୪ ରେ ବିଧାୟିକା ନିର୍ବାଚିତ ହୋଇଛନ୍ତି । ପ୍ରଥମ ଥର ପାଇଁ ସେ ୧୯୬୧-୬୭ ପର୍ଯ୍ୟନ୍ତ ଖଲ୍ଲିକେ।ଟ ନିର୍ବାଚନ ମଣ୍ଡଳୀରୁ କଂଗ୍ରେସ ତରଫରୁ ବିଧାୟିକା ନିର୍ବାଚିତ ହୋଇଥିଲେ । ଦ୍ୱିତୀୟ ଥର ପାଇଁ ପୁଣି ଥରେ ଉତ୍କଳ କଂଗ୍ରେସ ତରଫରୁ ୧୯୭୪-୧୦୭୭ ପର୍ଯ୍ୟନ୍ତ ବିଧାୟିକା ନିର୍ବାଚିତ ହୋଇଥିଲେ । ତୃତୀୟ ଥର ପାଇଁ ଜନତାର ପ୍ରାର୍ଥୀ ରୂପେ୧୯୭୭-୧୯୮୦ ପର୍ଯ୍ୟନ୍ତ ସେ ଖଲ୍ଲିେକୋଟର ବିଧାୟିକା ନିର୍ବାଚିତ ହୋଇଥିଲେ । ଚତୁର୍ଥ ଥର ପାଇଁ ଜନତା ପାର୍ଟି ତରଫରୁ ୧୯୮୫-୯୦ ପର୍ଯ୍ୟନ୍ତ ବିଧାୟିକା ନିର୍ବାଚିତ ହୋଇଥିଲେ । ସେ ୧୯୯୦-୯୫ ପର୍ଯ୍ୟନ୍ତ ଜନତା ଦଳ ତରଫରୁ ଖଲ୍ଲିକୋରୁ ଚତୁର୍ଥ ଥର ପାଇଁ ବିଧାୟିକା ନର୍ବ।ଚିତ ହୋଇଥିଲେ । ସେ ୧୯୯୫-୨୦୦୦ ପର୍ଯ୍ୟନ୍ତ ପୁଣି ଥରେ ଜନତା ଦଳ ତରଫରୁ ନିର୍ବାଚନ ଲଢି ବିଧାୟିକା ନିର୍ବ।ଚିତ ହୋଇଥିଲେ । ବିଜୁ ଜନତା ଦଳ ତରଫରୁ ୨୦୦୦ରୁ ୨୦୧୪ ଥର ପାଇଁ ବିଧାୟିକା ନିର୍ବାଚିତ ହୋଇଛନ୍ତି । ଶେଷ ଦୁଇ ଥର ପାଇଁ ସେ କବିସୂର୍ଯନଗର ନିର୍ବାଚନ ମଣ୍ଡଳୀରୁ ବିଧାୟିକା ନିର୍ବାଚିତ ହୋଇଥିଲେ । ଏହାସହ ସେ ବିଧାନ ସଭାର ବିଭିନ୍ନ କମିଟିରେ ସେ ସଦସ୍ୟ ମଧ୍ୟ ହୋଇଛନ୍ତି । ଏହାସହ ସେ କେବେ ମନ୍ତ୍ରୀ ହେବା ପାଇଁ ଆଗ୍ରହ ପ୍ରକାଶ କରିନାହାନ୍ତି ।
 
=== ବିଧାନ ସଭା ସଭ୍ୟ ବିବରଣୀ ===
{| class="wikitable sortable"
!ଆରମ୍ଭ
!ଶେଷ
!ପଦବୀ
!ନିର୍ବାଚନ ମଣ୍ଡଳୀ
!ଦଳ
|-
|୧୯୬୧
|୧୯୬୭
|ସଭ୍ୟ, [[୩ୟ ଓଡ଼ିଶା ବିଧାନ ସଭା]]
|[[ଖଲ୍ଲିକୋଟ (ବିଧାନ ସଭା ନିର୍ବାଚନ ମଣ୍ଡଳୀ)|ଖଲ୍ଲିକୋଟ]] (ଉପ)
|[[ଭାରତୀୟ ଜାତୀୟ କଂଗ୍ରେସ]]
|-
|୧୯୭୪
|୧୯୭୭
|ସଭ୍ୟ, [[୬ଷ୍ଠ ଓଡ଼ିଶା ବିଧାନ ସଭା]]
|ଖଲ୍ଲିକୋଟ
|[[ଉତ୍କଳ କଂଗ୍ରେସ]]
|-
|୧୯୭୭
|୧୯୮୦
|ସଭ୍ୟ, [[୭ମ ଓଡ଼ିଶା ବିଧାନ ସଭା]]
|ଖଲ୍ଲିକୋଟ
|[[ଜନତା ପାର୍ଟି]]
|-
|୧୯୮୫
|୧୯୯୦
|ସଭ୍ୟ, [[୯ମ ଓଡ଼ିଶା ବିଧାନ ସଭା]]
|ଖଲ୍ଲିକୋଟ
|ଜନତା ପାର୍ଟି
|-
|୧୯୯୦
|୧୯୯୫
|ସଭ୍ୟ, [[୧୦ମ ଓଡ଼ିଶା ବିଧାନ ସଭା]]
|ଖଲ୍ଲିକୋଟ
|[[ଜନତା ଦଳ]]
|-
|୧୯୯୫
|୨୦୦୦
|ସଭ୍ୟ, [[୧୧ଶ ଓଡ଼ିଶା ବିଧାନ ସଭା]]
|ଖଲ୍ଲିକୋଟ
|ଜନତା ଦଳ
|-
|୨୦୦୦
|୨୦୦୪
|ସଭ୍ୟ, [[୧୨ଶ ଓଡ଼ିଶା ବିଧାନ ସଭା]]
|ଖଲ୍ଲିକୋଟ
|[[ବିଜୁ ଜନତା ଦଳ]]
|-
|୨୦୦୪
|୨୦୦୯
|ସଭ୍ୟ, [[୧୩ଶ ଓଡ଼ିଶା ବିଧାନ ସଭା]]
|[[ନୟାଗଡ଼ (ବିଧାନ ସଭା ନିର୍ବାଚନ ମଣ୍ଡଳୀ)|ଖଲ୍ଲିକୋଟ]]
|ବିଜୁ ଜନତା ଦଳ
|-
|୨୦୦୯
|୨୦୧୪
|ସଭ୍ୟ, [[୧୪ଶ ଓଡ଼ିଶା ବିଧାନ ସଭା]]
|[[କବିସୂର୍ଯ୍ୟ ନଗର (ବିଧାନ ସଭା ନିର୍ବାଚନ ମଣ୍ଡଳୀ)|କବିସୂର୍ଯ୍ୟ ନଗର]]
|ବିଜୁ ଜନତା ଦଳ
|-
|୨୦୧୪
|୨୦୧୯
|ସଭ୍ୟ, [[୧୫ଶ ଓଡ଼ିଶା ବିଧାନ ସଭା]]
|କବିସୂର୍ଯ୍ୟ ନଗର
|ବିଜୁ ଜନତା ଦଳ
|}
 
==ଅନ୍ୟାନ୍ୟ ସୂଚନା==
ଭି.ସୁଜ୍ଞାନୀ କୁମାର ଦେଓ ବ୍ରହ୍ମପୁର ବିଶ୍ୱବିଦ୍ୟାଳୟର ଜଣେ ସଦସ୍ୟ ମଧ୍ୟ ରହିଛନ୍ତି । ଏହାସହ ୧୯୫୫-୮୬ ପର୍ଯ୍ୟନ୍ତ ଖଲ୍ଲିକୋଟର Regional Co-Operative Marketing Societyର ସଭାପତି କାର୍ଯ୍ୟ ମଧ୍ୟ ତୁଲାଇଛନ୍ତି ।