"ଅଗ୍ନ୍ୟାଶୟ ଅକ୍ଷମତା" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେ ବ/ୱ ଫଳା ବଦଳ
ଟିକେ ମାଛ ଲିଙ୍କ
୫୨ କ ଧାଡ଼ି:
* ପ୍ରଚୁର ମାତ୍ରାରେ ସବୁଜ ପରିବା ଏବଂ ଶାଗ (ପାଳଙ୍ଗ, ମେଥିଶାଗ, କଣ୍ଟା ମାରିଶ, ପିତାଗୁମା ,ପୁନର୍ନଭା) ଖାଆନ୍ତୁ । କ୍ଷୟରୋଧି ଖାଦ୍ୟ ଏବଂ ଫଳ ଯଥା ଜାମୁ, ଲେମ୍ବୁ, ଅଙ୍ଗୁର, କମଳା, ଟମାଟୋ, ଚେରୀ, ଲିଚୁ, କାପ୍ସିକମ ଇତ୍ୟାଦି ଖାଇବା ଉଚ୍ଚିତ ।
* ସ୍ୱାସ୍ଥ୍ୟ ଉପଯୋଗୀ ତୈଳ ଯଥା ବନସ୍ପତି ତୈଳ ଏବଂ ଓଲିଭ ତୈଳ ବ୍ୟବହାର କରନ୍ତୁ ।
* ପ୍ରୋଟିନ ବା ପୃଷ୍ଟିସାର ପାଇଁ ଛତୁ,ଶିମ୍ବ ଜାତୀୟ ଖାଦ୍ୟ ବିନ୍ସ ଏବଂ ଡାଲି ଜାତୀୟ ଖାଦ୍ୟ ଯଥା ମୁଗ ,କୋଳଥ ଖାଇବା ଉଚ୍ଚିତ । ଲୋହିତ ମାଂସ ଏବଂ ଚର୍ବି ଜାତୀୟ ମାଂସ ବର୍ଜନ କରିବା ଉଚ୍ଚିତ । ବସାରହିତ ମାଂସ, ମଧୁର ଜଳ ମତ୍ସ୍ୟ ଯଥା ରୋହି[[ରୋହୀ]](ଦେଶୀ), [[ଭାକୁର]],[[ମାଗୁର]],ଚୂନା ମାଛ ଖାଇବା ଉଚ୍ଚିତ ।
* ରିଫାଇନଡ୍ ଖାଦ୍ୟ ଯଥା ପାସ୍ତା,ଧଳା ପାଉଁରୁଟି,ଚିନି ସମୁର୍ଣ୍ଣ ଭାବେ ତ୍ୟାଗ କରିବା ଉଚ୍ଚିତ । ଫାଷ୍ଟ ଫୁଡ ଗୁଡିକୁ ସର୍ବଦା ମନା କରିବା ହିଁ ବୁଦ୍ଧିମାନିର ନିର୍ଣ୍ଣୟ । ବାକେରୀ ଉତ୍ପାଦିତ ଖାଦ୍ୟ ସମୂହ; କେକ,ବନ,କୂକିଜ,ପେଟିସ ଇତ୍ୟାଦି ଖାଦ୍ୟ ତାଳିକାରୁ ସର୍ବଦା ବାହାରେ ରଖିବା ଉଚ୍ଚିତ ।
* ଚାହା, କଫି, କୋଲ୍ଡ ଡ୍ରିଂକ୍ସ ଇତ୍ୟାଦି ଯଥା ସମ୍ଭବ କମାଇ ଦିଅନ୍ତୁ ବା ପରିତ୍ୟାଗ କରନ୍ତୁ ।