"ଭୁଟାନ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
Replacing Bhutan_emblem.svg with File:Emblem_of_Bhutan.svg (by CommonsDelinker because: file renamed or replaced on Commons).
ଟିକେ →‎କୃଷି
୮୧ କ ଧାଡ଼ି:
ଭୂଟାନରୁ ଉତ୍ତର ଆମେରିକା ଓ ଇୟୁରୋପକୁ ବହୁଳ ମାତ୍ରାରେ ନାଲି ଚାଉଳ ରପ୍ତାନୀ ହୋଇଥାଏ। ବାଂଲାଦେଶ ଭୂଟାନର ସେଓ ଓ କମଳା ପାଇଁ ଏକ ବୃହତ୍ ବଜାର ଅଟେ।
 
ଭୂଟାନରେ ମୁଖ୍ୟତଃ ସାଲ୍‌ମନ୍‌ ଜାତୀୟ ମାଛ ଓ [[ଭାକୁର|ଭାକୁର ମାଛ]] ଚାଷ ହୋଇଥାଏ।
==ବାଣିଜ୍ୟ==
ଭୂଟାନର ଅର୍ଥନୀତିର ୨୨ ପ୍ରତିଶତ ଅର୍ଥ ଏହି ବାଣିଜ୍ୟ କ୍ଷେତ୍ରରୁ ମିଳିଥାଏ।।ଭୂଟାନରେ ମୁଖ୍ୟତଃ ଫେରୋଆଲୋୟେ, ସିମେଣ୍ଟ,ମେଟାଲ ପୋଲ,ଲୁହା,ନନାଆଲୋୟେ ଷ୍ଟିଲ୍ ଓ ଗ୍ରାଫାଇଟ୍,ତମ୍ବା ଆଦି ମିଳିଥାଏ।
"https://or.wikipedia.org/wiki/ଭୁଟାନ"ରୁ ଅଣାଯାଇଅଛି