"ଉଇକିପିଡ଼ିଆ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେ + ଆଧାର
No edit summary
୨୪ କ ଧାଡ଼ି:
'''ଉଇକିପିଡ଼ିଆ''' ({{IPAc-en|audio=En-uk-Wikipedia.ogg|ˌ|w|ɪ|k|ᵻ|ˈ|p|iː|d|i|ə}} {{respell|wik|ih|PEE|dee|ə}} or {{IPAc-en|audio=en-us-Wikipedia.ogg|ˌ|w|ɪ|k|i|ˈ|p|iː|d|i|ə}} {{respell|wik|ee|PEE|dee|ə}}; {{IPA-or|uikipiɽiaː|lang|Or-ଉଇକିପିଡ଼ିଆ.wav}}) ଏକ [[ଖୋଲା କଣ୍ଟେଣ୍ଟ|ଖୋଲା]]<!-- [[Free content|free]]-->, [[ଓର୍ଲ୍ଡ଼ ବାଇଡ଼ ୱେବ|ୱେବକୁ ନେଇ ତିଆରି]] <!--[[World Wide Web|web-based]]-->, [[ମିଳିତ ଲେଖାଲେଖି|ମିଳିତ]] <!--[[collaborative writing|collaborative]]-->, [[ବହୁଭାଷୀ]] [[ଜ୍ଞାନକୋଷ]] ଯାହା ଏକ ଅଣଲାଭକାରୀ ସଙ୍ଘ [[ଉଇକିମିଡ଼ିଆ ଫାଉଣ୍ଡେସନ]] ଦେଇ ଚଳାଯାଇଥାଏ ।
ଏଥିରେ ୫.୪ କୋଟି ପ୍ରସଙ୍ଗ (ଯେଉଁଥିରୁ କେବଳ ୬୧ ଲକ୍ଷ ପ୍ରସଙ୍ଗ ଇଂରାଜୀ ଉଇକିପିଡ଼ିଆରେ ଅଛି) ମିଳିତ ଭାବରେ ବିଶ୍ୱର [[ଉଇକିପିଡ଼ିଆ ସଙ୍ଘ|ଉଇକିଆଳି]]ମାନଙ୍କ ଦେଇ ଲେଖାଯାଇଛି ।।<ref>In some parts of the world, the access to Wikipedia had been blocked.</ref> ଉଇକିପିଡ଼ିଆ ୧୫ ଜାନୁଆରୀ ୨୦୦୧ରେ [[ଜିମି ୱେଲ୍ସ]] ଓ [[ଲାରି ସାଙ୍ଗର]]ଙ୍କ ଦ୍ୱାରା ଆରମ୍ଭ କରାଯାଇଥିଲା <ref name=MiliardWho>{{Cite news|url=http://www.cityweekly.net/utah/article-5129-feature-wikipediots-who-are-these-devoted-even-obsessive-contributors-to-wikipedia.html|author=Mike Miliard|title=Wikipediots: Who Are These Devoted, Even Obsessive Contributors to Wikipedia?|work=Salt Lake City Weekly|date=2008-03-01|accessdate=2008-12-18}}</ref> ଓ [[ଇଣ୍ଟରନେଟ]]<!--[[Internet]]-->ରେ ସବୁଠୁ ବେଶି [[ଆଧାର ଦେବା]]ରେ ବ୍ୟବହାର କରାଯାଇଥାଏ ।<!--[[reference work]]-->,<ref name="AlexaStats">{{cite web|url=http://www.alexa.com/data/details/traffic_details/wikipedia.org?range=5y&size=large&y=t|title=Five-year Traffic Statistics for Wikipedia.org|publisher=Alexa Internet|accessdate=2011-05-24 }}</ref><ref name=Tancer>{{Cite news|url=http://www.time.com/time/business/article/0,8599,1595184,00.html|title=Look Who's Using Wikipedia|author=Bill Tancer|date=2007-05-01|publisher=Time (magazine)|accessdate=2007-12-01|quote=The sheer volume of content [...] is partly responsible for the site's dominance as an online reference. When compared to the top 3,200 educational reference sites in the U.S., Wikipedia is #1, capturing 24.3% of all visits to the category}} [[Cf.]] Bill Tancer (Global Manager, Hitwise), [http://weblogs.hitwise.com/bill-tancer/2007/03/wikipedia_search_and_school_ho.html "Wikipedia, Search and School Homework"], ''[[Hitwise]]'': An [[Experian]] Company ([[Blog]]), 2007-03-01. Retrieved 2008-12-18.</ref><ref name=Woodson>{{Cite news|url=http://www.reuters.com/article/internetNews/idUSN0819429120070708 |title=Wikipedia remains go-to site for online news |date=2007-07-08|author=Alex Woodson |work=Reuters |accessdate=2007-12-16|quote=Online encyclopedia Wikipedia has added about 20 million unique monthly visitors in the past year, making it the top online news and information destination, according to Nielsen//NetRatings.}}</ref><ref>http://www.alexa.com/siteinfo/wikipedia.org?range=5y&size=large&y=t</ref> ଅଲେକ୍ସା ଇଣ୍ଟରନେଟ କ୍ରମ ଅନୁସାରେ ଏହା ବିଶ୍ୱର ୧୫ଟି ଲୋକପ୍ରିୟ ୱେବସାଇଟ ମଧ୍ୟରେ ସ୍ଥାନପାଇଛି ।<ref name="AlexaStats"/><ref name="365M">[http://upload.wikimedia.org/wikipedia/meta/3/3a/TED2010%2C_Stuart_West_full_presentation_updated_with_January_data.pdf ''Wikipedia's Evolving Impact''], by Stuart West, slideshow presentation at TED2010</ref>
ଇଣ୍ଟରନେଟ ସହାୟତାରେ ବିଶ୍ୱର ବିଭିନ୍ନ ସ୍ଥାନରୁ ସ୍ୱେଚ୍ଛାସେବକ ମାନଙ୍କ ଅବଦାନଦ୍ୱାରା ଏହି ପ୍ରକଳ୍ପ କାର୍ଯ୍ୟକାରୀ ହେଉଛି । "ଉଇକି" (Wiki-ଏହା ବିଭିନ୍ନ ସହଯୋଗୀ ୱେବସାଇଟ ଗୁଡ଼ିକର ନିର୍ମାଣ କରିବାର ଏକ ଶୈଳୀ ଅଟେ,ହାୱାଇ ଭାଷାରେ "ଉଇକି"ର ଅର୍ଥ "ଶୀଘ୍ର"କୁ ବୁଝାଇଥାଏ) ଏବଂ "ଏନସାଇକ୍ଳୋପିଡ଼ିଆ" (Encyclopedia-ଜ୍ଞାନକୋଷ), ଦୁଇଟି ଶବ୍ଦକୂ ନେଇ ଏହାର ନାମକରଣ କରାଯାଇଥିଲା, ଯେହେତୁ ଶୀଘ୍ର ଓ ସହଜରେ ସମସ୍ତଙ୍କ ପାଖରେ ଆବଶ୍ୟକୀୟ ତଥ୍ୟ ପହଞ୍ଚାଇବା ଏହି ପ୍ରକଳ୍ପର ମୁଖ୍ୟ ଉଦ୍ଦେଶ୍ୟ ଥିଲା । ଏହି ୱେବସାଇଟକୁ ବ୍ୟବହାର କରୁଥିବା ଯେକୌଣସି ବ୍ୟକ୍ତି ଏଥିରେ ଥିବା ପ୍ରସଙ୍ଗ ଗୁଡ଼ିକର ତଥ୍ୟ ଗୁଡ଼ିକୁ ବ୍ୟବହାର ତଥା ସମ୍ପାଦନା କରିପାରିବେ । ଏକଦା [[ଟାଇମ୍ସ]] ପତ୍ରିକାରେ ପ୍ରକାଶିତ ଏକ ସ୍ତମ୍ଭଲେଖରେ, ଉଇକିପିଡ଼ିଆର ଏଭଳି ମୁକ୍ତ ଭାବରେ ସମ୍ପାଦନା କରିବା ଶୈଳୀ (Open-Door policy)କୁ ପ୍ରଶଂସା କରାଯାଇଥିଲା ଓ ଜିମି ୱେଲ୍ସଙ୍କର ଏହି ଦୂରଦର୍ଶିତା ପାଇଁ "ଉଇକିପିଡ଼ିଆ" ବିଶ୍ୱର ଅନ୍ୟ ଏନସାଇକ୍ଳୋପିଡ଼ିଆ ମାନଙ୍କ ଠାରୁ ଉନ୍ନତ ଓ ବୃହତ ହୋଇପାରିଛି ବୋଲି ଦର୍ଶା ଯାଇଥିଲା ।<ref>{{cite web |url = http://content.time.com/time/specials/packages/article/0,28804,1975813_1975844_1976488,00.html |title=The 2006 Time 100 |publisher=[[Time (magazine)|Time]] |work=Chris Anderson |date= May 8, 2006 |accessdate=November 11, 2017 }}</ref> ପ୍ରଥମେ ଏହା କେବଳ ଇଂରାଜୀ ଭାଷାରେ ଆରମ୍ଭ କରଯାଇଥିଲା । କିନ୍ତୁ ପରେ ଏହାକୁ ବିଭିନ୍ନ ଦେଶରେ ୨୯୦ରୁ ଅଧିକ ଭାଷାରେ ତିଆରି କରଯାଇଛି । ବିଭିନ୍ନ ଭାଷାର ଉଇକିପିଡ଼ିଆରେ ରଖାଯାଇଥିବା ପ୍ରସଙ୍ଗ ଗୁଡ଼ିକର ତଥ୍ୟ ଓ ସାମ୍ପାଦନା ଶୈଳୀ କିଛି କ୍ଷେତ୍ରରେ ଅଲଗା ଅଲଗା ହୋଇଥିବା ଦେଖିବାକୁ ମିଳେ । ବର୍ତ୍ତମାନ ପୁରା ବିଶ୍ୱରେ ୩୦୦ରୁ ଅଧିକ ଭାଷାରେ ଉଇକିପିଡ଼ିଆ ପ୍ରକଳ୍ପ କାର୍ଯ୍ୟକାରୀ ହେଉଛି ଏବଂ ଭିନ୍ନ ଭିନ୍ନ ଭାଷାରେ ପାଖାପାଖି ୫୦ ମିଲିୟନରୁ ଅଧିକ ପ୍ରସଙ୍ଗ ଉଇକିଆଳି ମାନଙ୍କଦ୍ୱାରା ଗଢାସରିଲାଣି । ଏବେ ଏହା ଇଣ୍ଟରନେଟରେ ସବୁଠାରୁ ଲୋକପ୍ରିୟ ୱେବସାଇଟ ମାନଙ୍କ ମଧ୍ୟରୁ ଏକ ଭାବରେ ପରିଗଣିତ ହେଉଛି । ଏଥିରେ ରହିଥିବା ପ୍ରସଙ୍ଗ ତଥା ତଥ୍ୟ ଗୁଡ଼ିକର ସତ୍ୟତା ଓ ବିଶ୍ୱାସନୀୟତା ପାଇଁ ଏହା ଲୋକପ୍ରିୟ ଅଟେ । <ref>{{cite web|url=http://www.bbc.com/hindi/international/2016/01/160115_wikipedia_rajiv_lochan_fma|title='विकिपीडिया ने ज्ञान तक पहुंच आसान किया'}}</ref><ref name="Who">{{cite web | url = http://www.guardian.co.uk/technology/2004/oct/26/g2.onlinesupplement |title=Who knows?|author=Simon Waldman|work=[[Guardian.co.uk]]|date=2004-10-26 |accessdate=2007-02-11}}</ref> ଅନ୍ୟ କିଛି ଆଲୋଚନାରୁ ଜଣାଯାଏ ଯେ ଉଇକି ପ୍ରସଙ୍ଗ ଗୁଡ଼ିକରେ ନକଲି ତଥା ଅସତ୍ୟ ସୂଚନା ଗୁଡ଼ିକୁ ଲେଖିବା (vandalism) ଏକ ପ୍ରକାର ଦୋଷ <ref name="DeathByWikipedia"/> ଅଟେ ଏବଂ ଏହାକୁ ନିୟନ୍ତ୍ରଣ କରିବା ପାଇଁ ବିଭିନ୍ନ ଉଇକି ପ୍ରକଳ୍ପରେ ପରିଚାଳକ ମାନଙ୍କୁ ରଖାଯାଇଥାଏ । ପ୍ରସଙ୍ଗ ଗୁଡ଼ିକର ମାନ ସୁଧାରିବା, ସେଗୁଡ଼ିକର ସତ୍ୟତା ପରଖିବା ଇତ୍ୟାଦି କାର୍ଯ୍ୟ ଏହି ପରିଚାଳକ ମାନଙ୍କ ଉପରେ ନ୍ୟସ୍ତ ଥାଏ । <ref name="MIT_IBM_study">{{cite journal|author=Fernanda B. Viégas, Martin Wattenberg, and Kushal Dave|url=http://alumni.media.mit.edu/~fviegas/papers/history_flow.pdf|title=Studying Cooperation and Conflict between Authors with History Flow Visualizations|journal=Proceedings of the [[CHI (conference)|ACM Conference on Human Factors in Computing Systems (CHI)]]|publisher=ACM [[SIGCHI]]|id={{ISBN|1-58113-702-8}}|pages=575–582|location=[[Vienna]], [[Austria]]|year=2004|format=PDF|accessdate=2007-01-24|doi=10.1145/985921.985953}}</ref><ref name="CreatingDestroyingAndRestoringValue">{{cite journal|author=Reid Priedhorsky, Jilin Chen, Shyong (Tony) K. Lam, Katherine Panciera, Loren Terveen, and John Riedl (GroupLens Research, Department of Computer Science and Engineering, [[University of Minnesota]])|title=Creating, Destroying, and Restoring Value in Wikipedia|journal=[[Association for Computing Machinery]] GROUP 07 conference proceedings|location =[[Sanibel Island]], [[Florida]]|date=2007-11-04|url =http://www-users.cs.umn.edu/~reid/papers/group282-priedhorsky.pdf|format=PDF|accessdate=2007-10-13}}</ref> ୨୦୧୭ ମସିହାରେ, ବିଶ୍ୱର ପ୍ରମୁଖ ସୋସିଆଲ-ମିଡ଼ିଆ [[ଫେସବୁକ]], ନିଜର ବ୍ୟବହାରକାରୀ ମାନଙ୍କୁ ମିଥ୍ୟା ଖବର ଗୁଡ଼ିକ ବିଷୟରେ ଅବଗତ କରାଇବା ପାଇଁ ସେଥି ସମ୍ପର୍କିତ ଉଇକିପିଡ଼ିଆ ପ୍ରସଙ୍ଗ ଗୁଡ଼ିକୁ ଲିଙ୍କ କରିବା ପାଇଁ ଘୋଷଣା କରିଥିଲା ଏବଂ ଏହାକୁ କାର୍ଯ୍ୟକାରୀ ମଧ୍ୟ କରିଥିଲା । ୨୦୧୮ ମସିହାରେ [[ୟୁ ଟ୍ୟୁବ]] ମଧ୍ୟ ସମାନ ପ୍ରକାର ଘୋଷଣା କରିଥିଲା । ଏହା ପରେ ଉଇକିପିଡ଼ିଆକୁ '''ଦ ୱାସିଙ୍ଗଟନ ପୋଷ୍ଟ''' ଇଣ୍ଟରନେଟର "ନୂତନ ରକ୍ଷୀ" (The good cop of the internet) ଭାବରେ ସର୍ବସାଧାରଣଙ୍କ ପାଖରେ ପହଞ୍ଚାଇଛି । <ref name="auto">Noam Cohen, "Conspiracy videos? Fake news? Enter Wikipedia, the ‘good cop’ of the Internet" [https://www.washingtonpost.com/outlook/conspiracy-videos-fake-news-enter-wikipedia-the-good-cop-of-the-internet/2018/04/06/ad1f018a-3835-11e8-8fd2-49fe3c675a89_story.html ''Washington Post'' April 7, 2018]</ref>
 
== ଇତିହାସ ==
୩୬ କ ଧାଡ଼ି:
}}
[[File:Nupedia logo and wordmark.png|thumb|alt=Logo reading "Nupedia.com the free encyclopedia" in blue with large initial "N"|ଉଇକିପିଡ଼ିଆକୁ ମୂଳତଃ ଇଂରାଜୀ ଭାଷାର ଅନ୍ୟ ଏକ ଜ୍ଞାନକୋଷ [[ନ୍ୟୁପେଡିଆ|ନ୍ୟୁପେଡ଼ିଆ]]ରୁ ବିକଶିତ କରଯାଇଥିଲା]]
ଉଇକିପିଡ଼ିଆକୁ,ପ୍ରଥମେ [[ନ୍ୟୁପେଡିଆ|ନ୍ୟୁପେଡ଼ିଆ]] (Nupedia) ନାମକ ଇଂରାଜୀ ଭାଷାର ଏକ ଜ୍ଞାନକୋଷ/ବିଶ୍ୱକେଷର ଏକ ପରିପୂରକ ଯୋଜନା ରୂପେ ସେହି ଇଂରାଜୀ ଭାଷାରେ ଆରମ୍ଭ କରାଯାଇଥିଲା । <ref>{{cite web |url = http://www.niemanlab.org/2011/10/the-contribution-conundrum-why-did-wikipedia-succeed-while-other-encyclopedias-failed/ |title=The contribution conundrum: Why did Wikipedia succeed while other encyclopedias failed? |work=Nieman Lab |accessdate=June 5, 2016 }}</ref> ଏହାକୁ ଅନଲାଇନରେ ଇଣ୍ଟର୍ନେଟ ସହାୟତାରେ ଏକ ମୁକ୍ତ ଜ୍ଞାନକୋଷ ଭାବରେ, ସମସ୍ତଙ୍କଦ୍ୱାରା ବ୍ୟବହାର କରାଯିବା ଉଦ୍ଦେଶ୍ୟରେ ଆରମ୍ଭ କରଯାଇଥିଲା । ଏଥିରେ ଥିବା ପ୍ରସଙ୍ଗ ଗୁଡ଼ିକୁ ବିଭିନ୍ନ କ୍ଷେତ୍ରର ବିଶେଷଜ୍ଞ ମାନଙ୍କଦ୍ୱାରା ଲେଖା ଯାଇଥିଲା ତଥା ଏକ ସାଧାରଣ ପ୍ରଣାଳୀରେ ସମୀକ୍ଷା ମଧ୍ୟ କରଯାଉଥିଲା ।<ref name="KockJungSyn2016">Kock, N., Jung, Y., & Syn, T. (2016). [http://cits.tamiu.edu/kock/pubs/journals/2016JournalIJeC_WikipediaEcollaboration/Kock_etal_2016_IJeC_WikipediaEcollaboration.pdf Wikipedia and e-Collaboration Research: Opportunities and Challenges.] {{webarchive |url=https://web.archive.org/web/20160927001627/http://cits.tamiu.edu/kock/pubs/journals/2016JournalIJeC_WikipediaEcollaboration/Kock_etal_2016_IJeC_WikipediaEcollaboration.pdf |date=September 27, 2016 }} International Journal of e-Collaboration (IJeC), 12(2), 1–8.</ref> ନ୍ୟୁପେଡ଼ିଆକୁ ୯ ମାର୍ଚ୍ଚ ୨୦୦୦ରେ '''ବୋମିସ''' ନାମକ ଏକ ୱେବ ପୋର୍ଟାଲ କମ୍ପାନୀଦ୍ୱାରା ଆରମ୍ଭ କରାଯାଇଥିଲା । ବୋମିସର ସି.ଇ.ଓ. ଜିମି ୱେଲ୍ସ ଏବଂ ଲାରି ସାଙ୍ଗର ନ୍ୟୁପେଡ଼ିଆର ପ୍ରମୁଖ ସଦସ୍ୟ ତଥା ମୁଖ୍ୟ ସମ୍ପାଦକ ଭାବରେ କାର୍ଯ୍ୟ ତୁଲାଇଥିଲେ । ସେମାନେ ପରେ ଏକାଠି ମିଶି ଉଇକିପିଡ଼ିଆ ପାଇଁ ମଧ୍ୟ କାମ କରିଥିଲେ । <ref name="autogenerated1"/><ref name="Meyers"/> ପ୍ରଥମେ ନ୍ୟୁପେଡ଼ିଆର ତଥ୍ୟ ଗୁଡ଼ିକୁ ଏହାର ନିଜସ୍ୱ "ଓପନ କଣ୍ଟେଣ୍ଟ ଲାଇସେନ୍ସ"ଦ୍ୱାରା [[ଲାଇସେନ୍ସ]] କରାଯାଇଥିଲା । ପରେ [[ରିଚାର୍ଡ ଷ୍ଟଲମ୍ୟାନ]]ଙ୍କ ପ୍ରସ୍ତାବ ଅନୁସାରେ ଉଇକିପିଡ଼ିଆ ଆରମ୍ଭ ହେବା ଆଗରୁ ଏହି ସବୁ ଗୁଡ଼ିକୁ "ଜି.ଏନ.ୟୁ. ଫ୍ରି ଡକ୍ୟୁମେଣ୍ଟେସନ ଲାଇସେନ୍ସ"ର ଅନ୍ତର୍ଭୁକ୍ତ କରିଦିଆଯାଇଥିଲା । <ref name="stallman1999"/> ଉଇକିପିଡ଼ିଆର ମୁକ୍ତ ଭାବରେ ସମ୍ପାଦନା କରିବା ଶୈଳୀ (Open-Door policy)ର ଶ୍ରେୟ [[ଜିମି ୱେଲ୍ସ]]ଙ୍କୁ ଦିଆଯାଉଥିବା ବେଳେ<ref name="SangerMemoir" /><ref name="Sanger"/> ଏହାକୁ ସମସ୍ତଙ୍କ ପାଖରେ ସହଜରେ ପହଞ୍ଚାଇବାର ଶ୍ରେୟ ଏହାର ଅନ୍ଯତମ ପ୍ରତିଷ୍ଠାତା [[ଲାରି ସାଙ୍ଗର]]ଙ୍କୁ ଦିଆଯାଇଥାଏ । <ref name="WM foundation of WP 1">{{cite web |url = http://lists.wikimedia.org/pipermail/wikipedia-l/2001-October/000671.html |title=Wikipedia-l: LinkBacks? |accessdate=February 20, 2007 }}</ref> ୧୦ ଜାନୁଆରୀ ୨୦୦୧ରେ [[ଲାରି ସାଙ୍ଗର]], [[ନ୍ୟୁପେଡିଆ|ନ୍ୟୁପେଡ଼ିଆ]] ପାଇଁ ଏକ "ଫିଡର" ପ୍ରକଳ୍ପ ଭାବରେ ଉଇକିର ନିର୍ମାଣ ପାଇଁ ନ୍ୟୁପେଡ଼ିଆ [[ମେଲିଂ ଲିଷ୍ଟ]]ରେ ପ୍ରସ୍ତାବ ଦେଇଥିଲେ । <ref name="nupedia feeder from WP 1">{{cite news |first=Larry |last=Sanger |title=Let's Make a Wiki |date = January 10, 2001 |publisher=Internet Archive |url = http://www.nupedia.com/pipermail/nupedia-l/2001-January/000676.html |archiveurl = https://web.archive.org/web/20030414014355/http://www.nupedia.com/pipermail/nupedia-l/2001-January/000676.html |archivedate = April 14, 2003 |accessdate=December 26, 2008 }}</ref> ୧୫ ଜାନୁଆରୀ ୨୦୦୧ରେ ପ୍ରଥମ ଥର ପାଇଁ ଉଇକିପିଡ଼ିଆକୁ ଔପଚାରିକ ଭାବରେ www.wikipedia.comରେ ଏକମାତ୍ର ଇଂରାଜୀ ସଂସ୍କରଣ ସହିତ ଆରମ୍ଭ କରଯାଇଥିଲା । <ref name="WikipediaHome" /> ଏବଂ ସାଙ୍ଗର ଏ ବିଷୟରେ ନ୍ୟୁପେଡ଼ିଆ [[ମେଲିଂ ଲିଷ୍ଟ]]ରେ ସୂଚନା ଦେଇଥିଲେ । <ref name="SangerMemoir" /> ଉଇକିପିଡ଼ିଆ ଆରମ୍ଭ ହେବାର ପ୍ରଥମ ମାସରେ ଏହାର "ନ୍ୟୁଟ୍ରାଲ ପଏଣ୍ଟ ଅଫ ଭିୟୁ" (Neutral point-of-view) ଯୋଜନାକୁ କାର୍ଯ୍ୟକାରୀ କରଯାଇଥିଲା । <ref name="NPOV" /> ସେତେବେଳେ ଏହି ନିୟମକୁ ଛାଡ଼ି ଅନ୍ୟ ବିଶେଷ କିଛି ନିୟମ କାନୁନ ଉଇକିପିଡ଼ିଆପାଇଁ କରାଯାଇ ନଥିଲା ଏବଂ ଏହା ନ୍ୟୁପେଡ଼ିଆ ଉପରେ ନିର୍ଭରଶୀଳ ନଥିଲା ।<ref name="SangerMemoir" /> ପ୍ରଥମେ ଉଇକିପିଡ଼ିଆ, ନ୍ୟୁପେଡ଼ିଆର କିଛି ଯୋଗଦାନକାରୀଙ୍କ ଅବଦାନ ପାଇଥିଲା । ୨୦୦୧ ମସିହାର ଶେଷ ବେଳକୁ ପ୍ରାୟ ୧୮ଟି ଭାଷାରେ ଉଇକିପିଡ଼ିଆ ଆରମ୍ଭ ହୋଇସାରିଥିଲା । ଠିକ ସେହିପରି ୨୦୦୨ ଶେଷ ସୁଦ୍ଧା ଉଇକିପିଡ଼ିଆର ୨୬ଟି ଭାଷାରେ ସଂସ୍କରଣ , ୨୦୦୩ ଶେଷ ସୁଦ୍ଧା ୪୬ଟି ଭାଷା ସଂସ୍କରଣ ଏବଂ ୨୦୦୪ ଶେଷ ସୁଦ୍ଧା ୧୬୧ଟି ଭାଷା ସଂସ୍କରଣ ବାହାରି ସାରିଥିଲା । ଉଇକିପିଡ଼ିଆର ବଢୁଥିବା ଲୋକପ୍ରିୟତାକୁ ଦେଖି ୨୦୦୩-୨୦୦୪ରେ ନ୍ୟୁପେଡ଼ିଆର ସର୍ଭରକୁ ଧୀରେ ଧୀରେ ବନ୍ଦ କରିଦିଆଯାଇଥିଲା ଓ ସେଥିରେ ଥିବା ସମସ୍ତ ତଥ୍ୟ ଗୁଡ଼ିକୁ ଉଇକିପିଡ଼ିଆରେ ସ୍ଥାନିତ କରଯାଇଥିଲା । <ref name="Seth-Finkelstein">{{cite news |url = https://www.theguardian.com/technology/2008/sep/25/wikipedia.internet |title=Read me first: Wikipedia isn't about human potential, whatever Wales says |author=Finkelstein, Seth |work=[[The Guardian]] |date = September 25, 2008 |location = London }}</ref><ref name="WP early language stats 1">{{cite web |url = https://en.wikipedia.org/wiki/Wikipedia:Multilingual_statistics |title=Multilingual statistics |work=Wikipedia |date = March 30, 2005 |accessdate=December 26, 2008 }}</ref> ୯ ଡ଼ିସେମ୍ବର ୨୦୦୭ରେ [[ଇଂରାଜୀ ଉଇକିପିଡ଼ିଆ]]ରେ ପ୍ରସଙ୍ଗ ସଂଖ୍ୟା ୨ ମିଲିୟନ ପାର କରିସାରିଥିଲା ଓ ବିଶ୍ୱର ସର୍ବବୃହତ ଜ୍ଞାନକୋଷ ହେବାର ମାନ୍ୟତା ଲାଭ କରିସାରିଥିଲା । ଏହା ୧୪୦୮ [[ୟୋଙ୍ଗଲ ଏନସାଇକ୍ଳୋପିଡିଆ|ୟୋଙ୍ଗଲ ଏନସାଇକ୍ଳୋପିଡ଼ିଆ]]ର ପ୍ରସଙ୍ଗ ସଂଖ୍ୟାକୁ ମଧ୍ୟ ଟପିସାରିଥିଲା, ଯାହା ଦୀର୍ଘ ୬୦୦ ବର୍ଷ ଧରି ସର୍ବାଧିକ ପ୍ରସଙ୍ଗ ସହିତ ସର୍ବବୃହତ ଜ୍ଞାନକୋଷ ଭାବରେ ରେକର୍ଡ ବଜାୟ ରଖିଥିଲା । <ref name="EB_encyclopedia" /><br/>
ଏକ ଇଂରାଜୀ କଥିତ ତଥା ଇଂରାଜୀ ଭାଷା କେନ୍ଦ୍ରୀୟ ଉଇକିପିଡ଼ିଆ ଭାବରେ ଇଂରାଜୀ ଉଇକିପିଡ଼ିଆରେ ତଥ୍ୟ ଗୁଡ଼ିକର ସମୀକ୍ଷା ତଥା ନିୟନ୍ତ୍ରଣର ଅଭାବ ଓ ବିଭିନ୍ନ ପ୍ରକାର ବ୍ଯବସାୟିକ ବିଜ୍ଞାପନ ଗୁଡ଼ିକର ବ୍ୟବହାର ଆଶଙ୍କାରେ,୨୦୦୨ ମଶିହାରେ [[ସ୍ପାନିସ ଉଇକିପିଡ଼ିଆ]]ର ଉପଯୋଗକର୍ତ୍ତାମାନେ '''ଏନସାଇକ୍ଳୋପିଡ଼ିଆ ଲାଇବ୍ରେରୀ''' ( Enciclopedia Libre-Spanish) ପ୍ରତିଷ୍ଠା କରିବା ପାଇଁ ଇଂରାଜୀ ଉଇକିପିଡ଼ିଆଠାରୁ ଅଲଗା ହୋଇଯାଇଥିଲେ । <ref name="EL fears and start 1">{{cite web |title=[long] Enciclopedia Libre: msg#00008 |url = http://osdir.com/ml/science.linguistics.wikipedia.international/2003-03/msg00008.html |work=Osdir |accessdate=December 26, 2008 |url-status=dead |archiveurl = https://web.archive.org/web/20081006065927/http://osdir.com/ml/science.linguistics.wikipedia.international/2003-03/msg00008.html |archivedate = October 6, 2008 |df = mdy-all }}</ref> ଏହି ଘଟଣା ପରେ ୨୦୦୨ ମସିହାରେ ଜିମି ୱେଲ୍ସ ଘୋଷଣା କରିଥିଲେ ଯେ, ଉଇକିପିଡ଼ିଆ କିମ୍ବା ଏହାର କୌଣସି ସହଯୋଗୀ ପ୍ରକଳ୍ପ କୌଣସି ପ୍ରକାରର ବ୍ଯବସାୟିକ ବିଜ୍ଞାପନ ଗୁଡ଼ିକର ବ୍ୟବହାର କରିବ ନାହିଁ । ପରେ ଏହାକୁ wikipedia.comରୁ wikipedia.orgକୁ ବଦଳାଇ ଦିଆଯାଇଥିଲା । <ref name="Shirky" /> ତା ପରଠାରୁ କେବେ କୌଣସି ପ୍ରକାରର ସମ୍ପାଦକୀୟ କାରଣରୁ ଉଇକିପିଡ଼ିଆର କୌଣସି ସହଯୋଗୀ ପ୍ରକଳ୍ପକୁ ଏହାଠାରୁ ଅଲଗା କରାଯାଇନାହିଁ । ୨୦୦୭ ମସିହା ହେବା ବେଳକୁ ଇଂରାଜୀ ଉଇକିପିଡ଼ିଆରେ ପ୍ରସଙ୍ଗ ଗୁଡ଼ିକର ସଂଖ୍ୟା କ୍ରମାଗତ ବଢିବାରେ ଲାଗିଥିଲା ଓ ୨୦୦୯ ମସିହା ବେଳକୁ ଏହା ୩ ମିଲିୟନ ଟପିସାରିଥିଲା । <ref name="guardian WP user peak 1">{{cite news |url = https://www.theguardian.com/technology/2009/aug/12/wikipedia-deletionist-inclusionist |title=Wikipedia approaches its limits |author=Bobbie Johnson |work=The Guardian |location = London |date = August 12, 2009 |accessdate=March 31, 2010 }}</ref> ସେତେବେଳେ ଦିନକୁ ପ୍ରାୟ ୧୮୦୦ଟି ପ୍ରସଙ୍ଗ ଇଂରାଜୀ ଉଇକିପିଡ଼ିଆରେ ଲେଖାଯାଉଥିବାର ନଜିର ରହିଛି । <ref name="WP growth modelling 1">{{srlink|Wikipedia:Modelling_Wikipedia_extended_growth}}</ref><br/>
ଉଇକିପିଡ଼ିଆଠାରୁ ପ୍ରେରିତ ହୋଇ ପରେ '''ସାଇଟିଜେଣ୍ଡ଼ିୟମ''' (Citizendium), '''ସ୍କଲାରପିଡ଼ିଆ''' (Scholarpedia), '''କନଜର୍ଭପିଡ଼ିଆ''' (Conservapedia) ଏବଂ '''ଗୁଗୁଲ ନୋଲ'''नोल (Knol) ଆଦି ପ୍ରକଳ୍ପ ଗୁଡ଼ିକର ପରିଯୋଜନା କରାଯାଇଥିଲା ।.<ref name="wikisym slowing growth 1">{{cite conference |url = http://www.wikisym.org/ws2009/procfiles/p108-suh.pdf |title=The Singularity is Not Near: Slowing Growth of Wikipedia |year=2009 |location = Orlando, Florida |conference = The International Symposium on Wikis |url-status=dead |archiveurl = https://web.archive.org/web/20110511110022/http://www.wikisym.org/ws2009/procfiles/p108-suh.pdf |archivedate = May 11, 2011 }}</ref> ଉଇକିପିଡ଼ିଆର କଥା କଥିତ ସୀମା ଗୁଡ଼ିକୁ ସମ୍ବୋଧିତ କରିବା ପାଇଁ ଏସବୁ ଗୁଡ଼ିକ ବ୍ୟବହାର କାରାଯାଉଥିଲା । ୨୦ ଜୁନ ୨୦୦୩ ମସିହାରେ ଉଇକିପିଡ଼ିଆ ଓ ନ୍ୟୁପେଡ଼ିଆର ମିଳିତ ସହଯୋଗରେ [[ଉଇକିମିଡ଼ିଆ ଫାଉଣ୍ଡେସନ]] (Wikimedia Foundation) ପ୍ରତିଷ୍ଠା କରାଯାଇଥିଲା ।<ref>जिमी वेल्स: [http://lists.wikimedia.org/pipermail/wikipedia-l/2003-June/010743.html "अनाउनसिंग विकिमीडिया फाउंडेशन"] 20 जून 2003, <Wikipedia-l@wikipedia.org></ref>ଏହା ଅନେକ ସ୍ୱେଚ୍ଛାସେବୀଙ୍କ ମିଳିତ ଚେଷ୍ଟାରେ ପରିଚାଳିତ ଅନଲାଇନ ଉଇକି ପ୍ରକଳ୍ପ ଯଥା; [[ଉଇକିପିଡ଼ିଆ]], [[ଉଇକିଅଭିଧାନ]], [[ଉଇକିକଥା]] , [[ଉଇକିପୋଥି]] , ଉଇକିଉତ୍ସ, [[ଉଇକିମିଡ଼ିଆ କମନ୍ସ]], [[ଉଇକିସ୍ପିସିସ]], [[ଉଇକିଖବର]], ଉଇକିମହାବିହାର, ଉଇକିମିଡ଼ିଆ ଇନକୁବେଟର, [[ମେଟା ଉଇକି]] ଓ ଏହାର ଅଚଳ ପ୍ରକଳ୍ପ, ନୁପେଡ଼ିଆ ଆଦିକୁ ପରିଚାଳନ କରିଥାଏ ।[[File:Wikipedia Edit 2014.webm|thumb|right|A promotional video of the Wikimedia Foundation that encourages viewers to edit Wikipedia, mostly reviewing 2014 via Wikipedia content]]
 
== ଉଇକିପିଡ଼ିଆର ନିୟମ ==
୪୫ କ ଧାଡ଼ି:
ଉଇକିପିଡ଼ିଆରେ ଥିବା ପ୍ରସଙ୍ଗ ଗୁଡ଼ିକର ଲେଖା ଗୁଡ଼ିକ କୌଣସି ପ୍ରାକାରର ଔପଚାରିକ ସହକର୍ମୀ ସମୀକ୍ଷା ପାଇଁ ରହି ନଥାନ୍ତି ଏବଂ ଏଗୁଡ଼ିକ ଯେକୌଣସି ମୁହୂର୍ତ୍ତରେ ବଦଳ କରାଯାଇପାରିବ । ତଥାପି ଏହା କଛି ନିର୍ଦ୍ଧାରିତ ନିୟମ କାନୁନ ସହାୟତାରେ ସୁରୁଖୁରୁରେ ପରିଚାଳିତ ହୋଇଥାଏ । କିଛି ପ୍ରମୁଖ ନିୟମ ଗୁଡ଼ିକ ହେଲା:-
*କୌଣସି ପ୍ରସଙ୍ଗ ଉପରେ ଏହାର ମୂଳ ଲେଖକ କିମ୍ବା ଅନ୍ୟ କୌଣସି ସମ୍ପାଦକଙ୍କର ଅଧିକାର ନଥାଏ କିମ୍ବା କୌଣସି ନିର୍ଦ୍ଧିଷ୍ଟ ମାନ୍ୟତା ପ୍ରାପ୍ତ ବ୍ୟକ୍ତି/ ଅନୁଷ୍ଠାନ ଏହାକୁ ନିୟନ୍ତ୍ରଣ କରେନାହିଁ ।
*କିଛି କିଛି ଏପରି ପୃଷ୍ଠା, ଯେଉଁଥିରେ କି ଅସତ୍ୟ ସୂଚନା କିମ୍ବା ଜାଣିଶୁଣି କେହି ଭୁଲ ତଥ୍ୟ ଦେଇଥାଏ, ଅଥବା ଅଦରକାରୀ ଲେଖା ଥାଏ, ସେଗୁଡ଼ିକୁ ପରିଚାଳକ(ଆଡମିନ) ମାନଙ୍କଦ୍ୱାରା ସୁଧାର ପାଇଁ ରଖାଯାଏ କିମ୍ବା ଲିଭେଇଲିଭାଇ ଦିଆଯାଏ । ଉଇକି ବାଟବରଣକୁ ନିର୍ମଳ ରଖିବା ପାଇଁ ଏପରି କରାଯାଇଥାଏ ।
*ଯେକୌଣସି ପ୍ରସଙ୍ଗକୁ ସମ୍ପାଦନା କରିବା ପାଇଁ ଜଣେ ଏକ ଅଜଣା ନାମରେ ଆକାଉଣ୍ଟ ଖୋଲି ବ୍ୟବହାର କରିପାରିବ କିମ୍ବା ନିଜସ୍ୱ ନାମରେ ମଧ୍ୟ ସମ୍ପାଦନା ପାଇଁ ଆକାଉଣ୍ଟ ଖୋଲିପାରିବ । କେବଳ ସଠିକ ପଞ୍ଜୀକୃତ ହୋଇଥିବା ଅବଦନକାରୀ ମାନେ ଇଂରାଜୀ ଉଇକିପିଡ଼ିଆରେ ନୂଆ ପ୍ରସଙ୍ଗ ଗଢିପାରିବେ ।
*ଉଇକିପିଡ଼ିଆରେ ସମ୍ପାଦନାକାରୀ ମାନଙ୍କ ପରିଚୟ ଓ ନିଜସ୍ୱ ତଥ୍ୟ/ସମ୍ପାଦିତ ତଥ୍ୟ ଗୁଡ଼ିକର କେବଳ ସଦୁପଯୋଗ ହିଁ ହେବ ବୋଲି କିଛି ନିଶ୍ଚିତତା ନଥାଏ ।<ref>{{cite web |url=http://en.wikipedia.org/wiki/Wikipedia:General_disclaimer |title=Wikipedia:General disclaimer |publisher=English Wikipedia |accessdate=2008-04-22}}</ref> ଯଦିଓ ଏଥିରେ ସଭିଙ୍ଗ ଉଦ୍ଦେଶ୍ୟ ମହତ ରହିଥାଏ, ତଥାପି କିଛି ପ୍ରସଙ୍ଗ/ସୂଚନା ଏମିତି ବି ଉଇକିରେ ରହିଛି ଯାହାକୁ ଅନ୍ୟ ମାନଙ୍କଦ୍ୱାରା ସମାଲୋଚନା କରାଯାଇଥାଏ, ଆପତ୍ତିଜନକ ତଥା ଅଶ୍ଳୀଳ ଭାବରେ ବିଚାର କରାଯାଇଥାଏ ।<ref>{{cite news |url=http://www.news.com.au/technology/story/0,25642,24318423-5014239,00.html |title=Wikipedia users divided over sexual material |date=2008-09-09 |last=Schliebs |first=Mark |publisher=news.com.au |accessdate=2008-12-26|archiveurl=http://web.archive.org/web/20080911235604/http://www.news.com.au/technology/story/0,25642,24318423-5014239,00.html|archivedate=2008-09-11}}</ref><ref>{{cite web |url=http://en.wikipedia.org/wiki/Wikipedia:Wikipedia_is_not#Wikipedia_is_not_censored |title=Wikipedia is not censored |publisher=Wikipedia |accessdate=2008-04-30}}</ref>
*କୌଣସି ସମ୍ବେଦନଶୀଳ ଘଟଣା, ରାଜନୈତିକ ମତାମତ କିମ୍ବା ବ୍ୟକ୍ତିଗତ ମତ, କୌଣସି ଆକ୍ରାମକଆକ୍ରମଣାତ୍ମକ ପ୍ରବୃତ୍ତିର ତଥ୍ୟ ଉଇକିପିଡ଼ିଆ ପ୍ରକଳ୍ପ ଅନ୍ତର୍ଭୁକ୍ତ କରିବାକୁ ପ୍ରଶ୍ରୟ ଦିଆଯାଏନାହିଁ । ବେଳେବେଳେ ଏହି କାରଣ ପାଇଁ କେତେକ ସ୍ଥାନରେ ଉଇକିପିଡ଼ିଆର କିଛି ଭାଗକୁ ପ୍ରାବନ୍ଧିତ(Ban) ମଧ୍ୟ କରିଦିଆଯାଏ । <ref name="Taylor">{{cite web|url=http://in.reuters.com/article/technologyNews/idINIndia-32865420080405|title=China allows access to English Wikipedia|work=Reuters|author=Sophie Taylor|date=2008-04-05|accessdate=2008-07-29}}</ref>
*ଯେହେତୁ ଉଇକିପିଡ଼ିଆକୁ ଏକ ମୁକ୍ତ ଜ୍ଞାନକୋଷ ଭାବରେ ବିବେଚନା କରାଯାଏ, ତେଣୁକରି ଏଥିରେ କେବଳ ସେହିପରି ପ୍ରସଙ୍ଗ ଗୁଡ଼ିକୁ ରଖାଯାଏ ଯେଉଁଗୁଡ଼ିକ ଜ୍ଞାନକୋଷରେ ରହିବା ଯୋଗ୍ୟ କିମ୍ବା ଏହା ସମ୍ପର୍କିତ ହୋଇଥିବ ଅଥବା ଏହାର ଅବଦାନ ଜ୍ଞାନ ବିତରଣ ପାଇଁ ଉଲ୍ଲେଖନୀୟ ହୋଇଥିବ। <ref>{{cite web |url=http://en.wikipedia.org/wiki/Wikipedia:Notability |title=Wikipedia:Notability |accessdate=2008-02-13 |quote=A topic is presumed to be notable if it has received significant coverage in reliable secondary sources that are independent of the subject.}}</ref>
*ଉଇକିପିଡ଼ିଆରେ କେବଳ ସେହି ତଥ୍ୟ ଗୁଡ଼ିକୁ ପ୍ରଦର୍ଶିତ କରିପାରିବ ଯେଉଁଗୁଡ଼ିକ ବିଷୟରେ ଆଗରୁ ବିଶ୍ୱସନୀୟ ସୂତ୍ରରୁ ସୂଚନା ପ୍ରଦାନ କରାଯାଇଛି ଏବଂ ଏହାକୁ ଆଧାର ଭାବରେ ପ୍ରସଙ୍ଗ ସହିତ ଯୋଡା ଯାଇଥାଏ । <ref name="NOR">{{cite web |url=http://en.wikipedia.org/wiki/Wikipedia:No_original_research |title=Wikipedia:No original research |accessdate=2008-02-13|quote=Wikipedia does not publish original thought}}</ref>
୬୦ କ ଧାଡ଼ି:
|date=2007-10-26
|accessdate=2008-12-26}}</ref>
*ଭିନ୍ନ ଭିନ୍ନ ଭାଷାର ଉଇକିଆଳି,ସମ୍ପାଦନକାରୀ ତଥା ପରିଚାଳକ ମାନେ ସମସ୍ତେ ମିଳି ମିଶି ଏକ ସଂପ୍ରଦାୟ ଭାବରେ କାମ କରନ୍ତି ଓ ସମୟେ ସମୟେ ନିଜ ଉଇକିପିଡ଼ିଆ ପାଇଁ ନୀତି/ ନିର୍ଦ୍ଦେଶନାମା ଗୁଡିକୁଗୁଡ଼ିକୁ ଲେଖନ୍ତି ବା ବଦଳ/ସଂଶୋଧିତ କରନ୍ତି । <ref>{{cite web |url=http://www.pcworld.idg.com.au/index.php/id;1866322157;fp;2;fpid;2 |title=Who's behind Wikipedia?|publisher=PC World |date=2008-02-06 |accessdate=2008-02-07}}</ref>
*ବିଭିନ୍ନ ଉଇକିପିଡ଼ିଆର ଆବଶ୍ୟକତା ଅନୁସାରେ ସେଥିରେ ନାନା ପ୍ରକାରର ଶ୍ରେଣୀ,ଛାଞ୍ଚ ତଥା ବିଭାଗ ଗୁଡିକୁଗୁଡ଼ିକୁ ବ୍ୟବହାର କରାଯାଇଥାଏ । ପ୍ରତ୍ଯେକ ଛାଞ୍ଚ ଓ ଶ୍ରେଣୀ ଗୁଡିକୁଗୁଡ଼ିକୁ ସମସ୍ତଙ୍କ ଅବଗତି ପାଇଁ ଭଲ ଭାବରେ ବ୍ୟାଖ୍ୟା ମଧ୍ୟ କାରାଯାଇଥାଏ । )<ref>{{cite news |title=The battle for Wikipedia's soul |url=http://www.economist.com/printedition/displaystory.cfm?story_id=10789354 |publisher=The Economist|date=2008-03-06 |accessdate=2008-03-07 }}</ref><ref>{{cite news |url=http://www.telegraph.co.uk/connected/main.jhtml?xml=/connected/2007/10/11/dlwiki11.xml |title=Wikipedia: an online encyclopedia torn apart |date=2007-11-10 |publisher=Daily Telegraph |accessdate=2008-03-11}}</ref>
*ଅନ୍ଯାନ୍ଯ ପୁରୁଣା କୌଣସି ଏନସାଇକ୍ଳୋପିଡ଼ିଆ ମାନଙ୍କଠାରୁ ଅଲଗା ଭାବରେ ଉଇକିପିଡ଼ିଆ ନିଜର ତଥ୍ୟ ଗୁଡିକରଗୁଡ଼ିକର ସୁରକ୍ଷା ପାଇଁ "ପ୍ରୋକ୍ରାଷ୍ଟିନେସନ ଶୈଳୀ" (The procrastination principle) ଆପଣାଇଥାଏ । <ref group="notes">The procrastination principle dictates that you should wait for problems to arise before solving them.</ref><ref name=zittrain /><ref name=zittrain>{{cite book |last=Zittrain |first=Jonathan |title=The Future of the Internet and How to Stop It&nbsp;– Chapter 6: The Lessons of Wikipedia |author-link = Jonathan Zittrain |publisher=Yale University Press |year=2008 |url = http://yupnet.org/zittrain/archives/16 |isbn = 978-0-300-12487-3 |accessdate=December 26, 2008 |url-status=dead |archiveurl = https://web.archive.org/web/20090216015857/http://yupnet.org/zittrain/archives/16 |archivedate = February 16, 2009 }}</ref>
*ଉଇକିପିଡ଼ିଆର ବଢୁଥିବା ଲୋକପ୍ରିୟତାକୁ ଦେଖି ଏହାର କେତେକ ଲୋକପ୍ରିୟ ସଂସ୍କରଣରେ ତଥ୍ୟ ଯୋଡିବା ଲାଗି କିଛି କାଇଦାପ୍ରକ୍ରିୟା ରଖାଯାଇଛି । ଯେପରିକି ଇଂରାଜୀ ଉଇକିପିଡିଆରେ କେବଳ ସଠିକ ଭାବରେ ପଞ୍ଜୀକୃତ ହୋଇଥିବା ଉଇକିଆଳି ମାନେ ହିଁ ନୂଆ ପ୍ରସଙ୍ଗ ଗଢିପାରିବେ । <ref>{{srlink|Wikipedia:Tutorial/Registration|Registration notes}}</ref> ଏହା ଛଡା କିଛି ଗୁଡିଏଗୁଡ଼ିଏ ପ୍ରସଙ୍ଗର ସମ୍ବେଦନଶୀଳତା ଓ ଗୁରୁତ୍ୱକୁ ନେଇ ସେଗୁଡିକସେଗୁଡ଼ିକ ପୂର୍ଣ୍ଣ ନିରାପଦ ଭାବରେ ରଖାଯାଇଥାଏ । <ref name="WP protection policy 1">{{srlink|Wikipedia:Protection policy|Protection Policy}}</ref><ref>{{cite news |last1 = Hafner |first1 = Katie |title=Growing Wikipedia Refines Its 'Anyone Can Edit' Policy |url = https://www.nytimes.com/2006/06/17/technology/17wiki.html |accessdate=December 5, 2016 |work=The New York Times |date = June 17, 2006 }}</ref>
*୨୦୦୨ ପର ଠାରୁ କିଛି କ୍ଷେତ୍ରରେ "ପେଣ୍ଡିଙ୍ଗ ଚେଞ୍ଜେସ" (Pending changes-ନୂଆ ଉଇକିଆଳିଙ୍କଦ୍ୱାରା କରାଯାଇଥିବା ବଦଳ ଗୁଟିକ ଆଉ ଥରେ ମାଇନା କରିବା) ପ୍ରଣାଳୀ ମଧ୍ୟ ବ୍ୟବହାର ହେବାର ଦେଖିବାକୁ ମିଳିଥାଏ । <ref name="BInsider pending changes intro 1">{{cite news |url = http://www.businessinsider.com/pending-changes-safeguard-on-wikipedia-2012-12 |title=Wikipedia Has Figured Out A New Way To Stop Vandals In Their Tracks |work=Business Insider |author=William Henderson |date = December 10, 2012 }}</ref><ref>{{cite web |last=Frewin |first=Jonathan |url = http://www.bbc.com/news/10312095 |title=Wikipedia unlocks divisive pages for editing |publisher=BBC News |date = June 15, 2010 |accessdate=August 21, 2014 }}</ref>
*ଯଦିଓ ଉଇକିପିଡ଼ିଆରେ କରାଯାଉଥିବା ସମସ୍ତ ବଦଳ ଗୁଡିକରଗୁଡ଼ିକର ପୁନଃ ନିରୀକ୍ଷଣ ପାଇଁ କୌଣସି ପ୍ରକାରର ନିର୍ଦ୍ଧିଷ୍ଟ ପ୍ରଣାଳୀ ନାହିଁ, ତଥାପି ଉଇକିପିଡ଼ିଆରେ ବ୍ୟବହୃତ ଅନେକ ଗୁଡିଏଗୁଡ଼ିଏ ସଫ୍ଟୱେର ଟୁଲଦ୍ୱାରା ସବୁ ବଦଳ ଗୁଡିକୁଗୁଡ଼ିକୁ ଦେଖାଯାଇପାରେ ଓ ବଦଳା ଯାଇପାରେ । ଉଇକିପିଡ଼ିଆର ସମସ୍ତ ଭାଗ ସହିତ ଜଡିତ '''ଇତିହାସ''' (History label)ଲେଖା ଏଥିରେ ମୁଖ୍ୟ ଭୂମିକା ନିଭେଇନିଭାଇ ଥାଏ । <ref group=notes>Revisions with libelous content, criminal threats, or copyright infringements [[WP:Suppression|may be removed completely]].</ref><ref name="Torsten_Kleinz" />
*ଉଇକି ପ୍ରସଙ୍ଗରେ କୌଣସି ପ୍ରକାର ବଦଳ, ଯାହାକି ଏହାର ତଥ୍ୟକୁ ନଷ୍ଟ କରେ ଅଥବା ବିପଥଗାମୀ କରିଥାଏ ବା ଉଇକିପିଡ଼ିଆର ନିୟମକୁ ଉଲ୍ଲଂଘନ କରିଥାଏ, ସେଗୁଡିକୁସେଗୁଡ଼ିକୁ ଉଇକିପିଡ଼ିଆ ନିଯମରେନିୟମରେ [["ଭାଣ୍ଡାଲିଜିମ"]] (Vandalism) କୁହାଯାଇଥାଏ । ଯେକୌଣସି ପ୍ରକାର ଅଦରକାରୀ ତଥା ବିଜ୍ଞାପନ ଭିତ୍ତିକ ତଥ୍ୟ ରଖିବାକୁ, କିମ୍ବା କୌଣସି ପ୍ରସଙ୍ଗରୁ ସମସ୍ତ ଲେଖା ଗୁଡିକୁଗୁଡ଼ିକୁ ଲିଭେଇଲିଭାଇ ଦେବାକୁ ମଧ୍ୟ ଭାଣ୍ଡାଲିଜିମ କୁହାଯାଏ । <ref name="upenn link spamming 1">{{cite conference |last1 = West |first1 = Andrew G. |last2 = Chang |first2 = Jian |last3 = Venkatasubramanian |first3 = Krishna |last4 = Sokolsky |first4 = Oleg |last5 = Lee |first5 = Insup |title=Link Spamming Wikipedia for Profit |conference = 8th Annual Collaboration, Electronic Messaging, Anti-Abuse, and Spam Conference |pages = 152–161 |date = 2011 |url = http://repository.upenn.edu/cgi/viewcontent.cgi?article=1508&context=cis_papers |doi = 10.1145/2030376.2030394 }}</ref><ref name="WP vandalism manipulation 1" /><br>
ସାଧାରଣତଃ ଏହି ଭାଣ୍ଡାଲିଜିମ ଗୁଡିକୁଗୁଡ଼ିକୁ ଖୋଜି ସଜାଡିବାକୁ କିଛି ମିନିଟ ସମୟ ଲାଗିଥାଏ । କିନ୍ତୁ ବେଳେବେଳେ ଏହା ଅପେକ୍ଷାକୃତ ଭାବରେ ଅଧିକ ସମୟ ମଧ୍ୟ ନେଇଥାଏ । <ref name="MIT_IBM_study" /><ref name="CreatingDestroyingAndRestoringValue" />
*ଉଇକିପିଡ଼ିଆରେ ପ୍ରସଙ୍ଗ ଗୁଡିକୁଗୁଡ଼ିକୁ ସମ୍ପାଦନା କରିବା ପାଇଁ ସମ୍ପାଦନର ୫ଟି[[ଉଇକିପିଡ଼ିଆ:ପାଞ୍ଚଟି ସ୍ତମ୍ଭ(Wikipedia:Five|ପାଞ୍ଚଟି pillars)ସ୍ତମ୍ଭ]] ଓ ଏହା ସହିତ ସମ୍ପର୍କିତ ଅନେକ ପଲିସି ଗୁଡିକନୀତିଗୁଡ଼ିକ ବିଷୟରେ ଜାଣିବାକୁ ପଡିଥାଏ । ଏହି ପଲିସି ଗୁଡିକୁଗୁଡ଼ିକୁ ସମୟେ ସମୟେ ପରିବର୍ତ୍ତନ ମଧ୍ୟ କରାଯାଇଥାଏ । <ref name="pcworld who's behind WP">{{cite web |url = http://www.pcworld.idg.com.au/index.php/id;1866322157;fp;2;fpid;2 |title=Who's behind Wikipedia? |work=PC World |date = February 6, 2008 |accessdate=February 7, 2008 |url-status=dead |archiveurl = https://web.archive.org/web/20080209110303/http://www.pcworld.idg.com.au/index.php/id%3B1866322157%3Bfp%3B2%3Bfpid%3B2 |archivedate = February 9, 2008 |df = }}</ref>
*ଉଇକିପିଡ଼ିଆ କେବଳ ସଠିକ ଭାବରେ ପ୍ରମାଣିତ ଓ ପ୍ରକାଶିତ ହୋଇଥିବା ତଥ୍ୟ ଗୁଡିକୁଗୁଡ଼ିକୁ ବ୍ୟବହାର କରିବାର ଅନୁମତି ଦିଏ । <ref name="NOR" />
*ଉଇକିପିଡ଼ିଆ ସର୍ବଦା ନିରପେକ୍ଷ ରହିଥାଏ । <ref name="autogenerated2" />
*ଯେ କୌଣସି ବ୍ୟକ୍ତିଗତ ମନ୍ତବ୍ୟ ଯାହା ଏକ ପ୍ରସଙ୍ଗ ବାହାର ଉତ୍ସରୁ ଅଣାଯାଇଥାଏ, ତାକୁ ନିରପେକ୍ଷ ଭାବରେ ସଠିକ ଆଧାର ସହିତ ପ୍ରସଙ୍ଗରେ ବ୍ୟବହାର କରାଯାଇପାରେ । ଏହାକୁ "ନ୍ୟୁଟ୍ରାଲ ପଏଣ୍ଟ ଅଫ ଭିୟୁ" (Neutral point of view-NPOV) କୁହାଯାଇଥାଏ । <ref name="alternet WP unethical editing destroy's credibility 1">{{cite web |url = http://www.alternet.org/story/61365/?page=entire |title=Will Unethical Editing Destroy Wikipedia's Credibility? |author=Eric Haas |publisher=AlterNet |date = October 26, 2007 |accessdate=December 26, 2008 }}</ref>
୭୬ କ ଧାଡ଼ି:
[[File:WIkimania-2006 010.jpg|thumb|right|ଉଇକିମାନିଆ]]
[[File:Wikimania 2016 - group photo 03.jpg|thumb|ଉଇକିମାନିଆ ୨୦୧୬]]
ଉଇକିପିଡ଼ିଆରେ ଥିବା ପ୍ରତ୍ଯେକ ପ୍ରସଙ୍ଗ/ପୃଷ୍ଠା ଓ ପ୍ରତ୍ଯେକ ଉଇକିଆଳି ମାନଙ୍କର ଏକ ଆଲୋଚନା ପୃଷ୍ଠା ରହିଥାଏ । ଏହା ଉଇକିଆଳି ମାନଙ୍କ ମଧ୍ୟରେ ବିଭିନ୍ନ ପ୍ରକାର ଆଲୋଚନା ଓ ମତ ଆଦାନ-ପ୍ରଦାନ ପାଇଁ ବ୍ଯବହାର ହୋଇଥାଏ । <ref>{{cite journal |url = http://www.research.ibm.com/visual/papers/wikipedia_coordination_final.pdf |format = PDF |author=[[Fernanda B. Viégas]] |author2 = [[Martin M. Wattenberg]] |author3 = Jesse Kriss |author4 = Frank van Ham |title=Talk Before You Type: Coordination in Wikipedia |publisher=Visual Communication Lab, [[IBM Research]] |date = January 3, 2007 |accessdate=June 27, 2008 }}</ref> ଉଇକିଆଳିମାନେ ବେଳେବେଳେ ପରସ୍ପରକୁ ଧନ୍ୟବାଦ ଜ୍ଞାପନ କରିବା ପାଇଁ ଅଥବା ସେମାନଙ୍କ କାମର ପ୍ରଶଂସା କରି ସେମାନଙ୍କୁ ଏହି ଆଲୋଚନା ପୃଷ୍ଠାରେ ଆଦର ସନ୍ଦେଶ ବା ବାର୍ଣ୍ଣଷ୍ଟାର ପ୍ରଦାନ କରିଥାନ୍ତି । ଏହା କେବଳ ସେମାନଙ୍କର ଉଇକିରେ ଲେଖା ବା ଅବଦାନ ପାଇଁ ନୁହେଁ ବରଂ କିଛି ନୂଆ ଜିନିଷ ଶିଖିବାରେ ସାହାଜ୍ଯ କରିବା, କୌଣସି କର୍ମଶାଳା ବା ଅନ୍ୟ କୌଣସି ଉଲ୍ଲେଖନୀୟ ଅବଦାନ ପାଇଁ ଦିଆଯାଇଥାଏ । <ref>{{cite journal |title=Articulations of wikiwork: uncovering valued work in Wikipedia through barnstars |author=T. Kriplean |name-list-format = vanc |author2 = I. Beschastnikh |display-authors = 2 |last3 = McDonald |first3 = David W. |url = http://portal.acm.org/citation.cfm?id=1460563.1460573 |publisher=Proceedings of the ACM |year=2008 |doi = 10.1145/1460563.1460573 |page = 47 |isbn = 978-1-60558-007-4 |postscript = }} {{Subscription required|s}}</ref> ଉଇକିପିଡ଼ିଆରେ କୌଣସି ସମ୍ପାଦକ କିମ୍ବା ଅବଦନକାରୀ ମାନଙ୍କୁ ସେମାନଙ୍କ ପ୍ରକୃତ ପରିଚୟ ଦେବାକୁ ବାଧ୍ୟ କରାଯାଏନି । ଏହା ସେମାନଙ୍କର ସଂପୂର୍ଣ୍ଣ ବ୍ୟକ୍ତିଗତ ଇଚ୍ଛା ଯେ ସେମନେ ନିଜର ପରିଚୟ ପ୍ରକାଶ କରିବେ କି ନାହିଁ । <ref name="user identification" />ସେଥିପାଇଁ ବେଳେବେଳେ "କେଉଁ ମାନେ ଉଇକିପିଡ଼ିଆରେ ସମ୍ପାଦନା କରିପାରିବେ ?" ବୋଲି ଏକ ପ୍ରମୁଖ ପ୍ରଶ୍ନ ସାମନାକୁ ଆସିଥାଏ ।<ref>{{cite web |url = http://citeseerx.ist.psu.edu/viewdoc/summary;jsessionid=5F2472BC3443736B94200AFDCECAC3C8?doi=10.1.1.212.8218 |title=Power of the Few vs. Wisdom of the Crowd: Wikipedia and the Rise of the Bourgeoisie |publisher=Viktoria Institute |first=Aniket |last=Kittur |format = PDF |accessdate=August 13, 2014 }</ref> ଉଇକିପିଡ଼ିଆରେ ଓ ଏହାର ସହ ପ୍ରକଳ୍ପ ଗୁଡିକରେଗୁଡ଼ିକରେ କିଛି ଅବଦାନକାରୀଙ୍କର ଗୋଟିଏ ଗୋଟିଏ ଦଳ ବିଶାଳ ପରିମାଣରେ ତଥ୍ୟ ଯୋଡି ଏହାକୁ ଅନ୍ୟ ପୁରୁଣା ଅନୁଷ୍ଠାନ ମାନଙ୍କ ସହିତ ସମକକ୍ଷ କରିପାରିଛନ୍ତି ବୋଲି ଏକଦା ଜିମି ୱେଲ୍ସ ମନ୍ତବ୍ୟ ଦେଇଥିଲେ । <ref name="blodget">{{cite news |url = http://www.businessinsider.com/2009/1/who-the-hell-writes-wikipedia-anyway |title=Who The Hell Writes Wikipedia, Anyway? |first=Henry |last=Blodget |work=Business Insider |date = January 3, 2009 }}</ref> ୨୦୦୮ ମସିହାରେ "ସ୍ଳେଟ"(Slate) ନାମକ ପତ୍ରିକା
 
== ଭାଷା ସଂସ୍କରଣ ==