"ସମ୍ବଲପୁର" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
fix errores
No edit summary
୨୫ କ ଧାଡ଼ି:
| governing_body =
| coordinates = {{coord|21.471562|N|83.986220|E|display=inline,title}}
| area_total_km2 = 89
| population_total = 269575
| population_as_of = 2011
| population_rank = ୧୩୩(ଭାରତ) ୪(ଓଡିଶା)
| population_density_km2 = auto
| population_demonym =
Line ୫୫ ⟶ ୫୬:
 
==ଇତିହାସ==
 
==ପର୍ଯ୍ୟଟନ ଓ କଳା==
ପଶ୍ଚିମ ଓଡ଼ିଶାର ଏହି ପ୍ରମୁଖ ସହରରେ ନାନାଦି କଳାକୃତି ଦେଖିବାକୁ ମିଳେ | ସମ୍ବଲପୁରର ଅଧିଷ୍ଠାତ୍ରୀ ଦେବୀ ମାଁ ସମଲେଇ ଏହି ସହରରେ ପୂଜା ପାଆନ୍ତି | ଏଠି ବାର ମାସରେ ତେର ପରବ | କଳା ସଂସ୍କୃତିରେ ଭରପୂର ସମ୍ବଲପୁର ସହର | ସମ୍ବଲପୁରୀ ନାଚ, ବାଦ୍ୟଯନ୍ତ୍ର, ସମ୍ବଲପୁରୀ ଶାଢ଼ୀ ଏହି ସହରର ପରିଚୟ | ରଙ୍ଗବତୀ ଗୀତ ପୁରା ବିଶ୍ୱକୁ ହଲାଇ ପାରିଛି | ଏ ବର୍ଷ ରଙ୍ଗବତୀର ଗାୟକ ଜିତେନ୍ଦ୍ରୀୟ ହରିପାଲ ସମ୍ମାନଜନକ ପଦ୍ମଶ୍ରୀ ପୁରସ୍କାର ପାଇଛନ୍ତି |
"https://or.wikipedia.org/wiki/ସମ୍ବଲପୁର"ରୁ ଅଣାଯାଇଅଛି