"ଅର୍ଚ୍ଚନା ସୋରେଙ୍ଗ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
No edit summary
ଆଧାର+
୧ କ ଧାଡ଼ି:
{{ତିଆରି ଚାଲିଛି}}
'''ଅର୍ଚ୍ଚନା ସୋରେଙ୍ଗ''' ଜଣେ [[ଭାରତ|ଭାରତୀୟ]] ଜଳବାୟୁ କର୍ମୀ । ସେ [[ଓଡ଼ିଶା]]ର [[ସୁନ୍ଦରଗଡ଼ ଜିଲ୍ଲା]] ନିବାସୀ । ୨୦୨୦ ମସିହାରେ ସେ [[ମିଳିତ ଜାତିସଂଘ]]ର ସେକ୍ରେଟେରି ଜେନେରାଲ [[ଆଣ୍ଟୋନିଓ ଗୁଟେରାସ]]ଙ୍କ ଯୁବ ପରାମର୍ଶଦାତା ଗୋଷ୍ଠୀରେ [[ଜଳବାୟୁ ପରିବର୍ତ୍ତନ]] ସଙ୍କଟର ମୁକାବିଲା ପାଇଁ ନୂତନ ଦୃଷ୍ଟିକୋଣ ଏବଂ ସମାଧାନ ପ୍ରଦାନ କରିବା ନିମନ୍ତେ ଯୋଗଦେଇଥିଲେ । ସୋରେଙ୍ଗ ପାରମ୍ପାରିକ ଜ୍ଞାନ ଏବଂ ସାଂସ୍କୃତିକ ଅଭ୍ୟାସଗୁଡ଼ିକୁ ଲିପିବଦ୍ଧ ଓ ସେସବୁର ସଂରକ୍ଷଣ ତଥା ପ୍ରୋତ୍ସାହିତ କରିବା ପାଇଁ କାର୍ଯ୍ୟ କରୁଛନ୍ତି ।<ref name="HindustanTimes">{{cite news |title=Indian climate activist Archana Soreng named by UN chief to new advisory group |url=https://www.hindustantimes.com/india-news/indian-climate-activist-archana-soreng-named-by-un-chief-to-new-advisory-group/story-ozs4WjBM6YsMGyuTKFGhpN.html |accessdate=4 August 2020 |work=Hindustan Times |agency=Press Trust of India |date=28 July 2020 |language=en}}</ref><ref name="TheHindu">{{cite news |title=Indian climate activist Archana Soreng named by UN chief to new advisory group |url=https://www.thehindu.com/news/international/indian-climate-activist-archana-soreng-named-by-un-chief-to-new-advisory-group/article32209316.ece |accessdate=4 August 2020 |work=The Hindu |agency=Press Trust of India |publisher=The Hindu |date=28 July 2020 |language=en-IN}}</ref>
 
== ପ୍ରାରମ୍ଭିକ ଜୀବନ ==
[[ଅର୍ଚ୍ଚନା ସୋରେଙ୍ଗ]] ସୁନ୍ଦରଗଡ଼ର ଅଧିବାସୀ ଓ ସେ [[ଖଡ଼ିଆ ଜନଜାତି]]ର ଲୋକ ।
 
=== ଶିକ୍ଷା ===
ସୋରେଙ୍ଗ ସୁନ୍ଦରଗଡ଼ ଜିଲ୍ଲାର [[କୁତରା]]ସ୍ଥିତ ସେଣ୍ଟ ଜନ ମେରି ଭାନି ଇଂରାଜୀ ମାଧ୍ୟମ ସ୍କୁଲରେ ବିଦ୍ୟାଳୟ ଶିକ୍ଷା ଓ ଯୁକ୍ତ ଦୁଇ କାରମେଲ ସ୍କୁଲରେ ସମାପନ କରିଥିଲେ ।<ref name="News18Odia">{{cite news |title=ଜାତିସଂଘ ପରାମର୍ଶଦାତା ନିଯୁକ୍ତ ପରେ ଶୁଣନ୍ତୁ କଣ କହୁଛନ୍ତି ଓଡ଼ିଆ ଝିଅ Archana Soreng |url=https://www.youtube.com/watch?v=wmhFMwqU0ZM |accessdate=4 August 2020 |work=News18 Odia |publisher=News18 Odia |date=28 Jul 2020}}</ref> ପରେ ସେ [[ମୁମ୍ବାଇ]]ସ୍ଥିତ [[ଟାଟା ଇନଷ୍ଟିଚ୍ୟୁଟ ଅଫ ସୋସିଆଲ ସାଇନ୍ସ]]ରୁ ନିୟାମକ ଶାସନ (ରେଗୁଲେଟରି ଗଭର୍ଣ୍ଣାସ) ଅଧ୍ୟୟନ କରିଥିଲେ । ସେ ଏହି ଅନୁଷ୍ଠାନର ଛାତ୍ରଛାତ୍ରୀସଂଘର ସଭାପତି ମଧ୍ୟ ଥିଲେ ।<ref name="HindustanTimes"/><ref name="TheHindu"/>
 
== ଆଧାର ==