"ଅର୍ଚ୍ଚନା ସୋରେଙ୍ଗ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

ଭାରତୀୟ ଜଳବାୟୁ କର୍ମୀ
Content deleted Content added
"{{ତିଆରି ଚାଲିଛି}} '''ଅର୍ଚ୍ଚନା ସୋରେଙ୍ଗ''' ଜଣେ ଭାରତ|ଭ..." ନାଆଁରେ ପୃଷ୍ଠାଟିଏ ତିଆରିକଲେ
(କିଛି ବଦଳିନାହିଁ)

୨୨:୩୩, ୪ ଅଗଷ୍ଟ ୨୦୨୦ ଅନୁସାରେ କରାଯାଇଥିବା ବଦଳ

ଅର୍ଚ୍ଚନା ସୋରେଙ୍ଗ ଜଣେ ଭାରତୀୟ ଜଳବାୟୁ କର୍ମୀ । ସେ ଓଡ଼ିଶାର ସୁନ୍ଦରଗଡ଼ ଜିଲ୍ଲା ନିବାସୀ । ୨୦୨୦ ମସିହାରେ ସେ ମିଳିତ ଜାତିସଂଘର ସେକ୍ରେଟେରି ଜେନେରାଲ ଆଣ୍ଟୋନିଓ ଗୁଟେରାସଙ୍କ ପରାମର୍ଶଦାତା ଗୋଷ୍ଠୀରେ ଜଳବାୟୁ ପରିବର୍ତ୍ତନ ସଙ୍କଟର ମୁକାବିଲା ପାଇଁ ଦୃଷ୍ଟିକୋଣ ଏବଂ ସମାଧାନ ପ୍ରଦାନ କରିବା ନିମନ୍ତେ ଯୋଗଦେଇଥିଲେ । ସୋରେଙ୍ଗ ପାରମ୍ପାରିକ ଜ୍ଞାନ ଏବଂ ସାଂସ୍କୃତିକ ଅଭ୍ୟାସଗୁଡ଼ିକୁ ଲିପିବଦ୍ଧ ଓ ସେସବୁର ସଂରକ୍ଷଣ ତଥା ପ୍ରୋତ୍ସାହିତ କରିବା ପାଇଁ କାର୍ଯ୍ୟ କରୁଛନ୍ତି ।[୧]

ପ୍ରାରମ୍ଭିକ ଜୀବନ

ଶିକ୍ଷା

ସୋରେଙ୍ଗ ମୁମ୍ବାଇସ୍ଥିତ ଟାଟା ଇନଷ୍ଟିଚ୍ୟୁଟ ଅଫ ସୋସିଆଲ ସାଇନ୍ସରୁ ନିୟାମକ ଶାସନ (ରେଗୁଲେଟରି ଗଭର୍ଣ୍ଣାସ) ଅଧ୍ୟୟନ କରିଥିଲେ । ସେ ଏହି ଅନୁଷ୍ଠାନର ଛାତ୍ରଛାତ୍ରୀସଂଘର ସଭାପତି ମଧ୍ୟ ଥିଲେ ।[୧]

ଆଧାର

  1. ୧.୦ ୧.୧ "Indian climate activist Archana Soreng named by UN chief to new advisory group". Hindustan Times (in ଇଂରାଜୀ). Press Trust of India. 28 July 2020. Retrieved 4 August 2020.