"୨ଜି" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେ Removign extra space in parameter
ଟିକେ ଶ୍ରେଣୀ:Pages_with_citations_using_unsupported_parameters Fixing
୧୦ କ ଧାଡ଼ି:
ମାପକ ଅନୁସାରେ ୨ଜି ପଦ୍ଧତିକୁ ଦୁଇଭାଗରେ ବିଭକ୍ତ କରାଯାଇପାରେ, ଯଥା: Time Division Multiple Access (TDMA)ଏବଂ Code Division Multiple Access (CDMA) ।
 
*ଜିଏସଏମ(GSM), ଇଉରୋପରୁ ଏହାର ଆରମ୍ଭ ହୋଇଥିଲା କିନ୍ତୁ ଉତ୍ତର ଆମେରିକାର ବାହାରେ ବିଶ୍ୱର ବାକିତକ ଅଞ୍ଚଳ ଏହାକୁ ବ୍ୟବ‌ହାର କରୁଛି । ଏ ପର୍ଯ୍ୟନ୍ତ ବିଶ୍ୱରେ ୮୦ ପ୍ରତିଶତରୁ ଅଧିକ ବ୍ୟବ‌ହାରକାରୀ ଏହାକୁ ବ୍ୟବ‌ହାର କରୁଛନ୍ତି । ୬୦ରୁ ଅଧିକ GSM ବ୍ୟବ‌ହାରକାରୀ ମଧ୍ୟ ୪୫୦ ମେଗାହର୍ଜର ଧ୍ୱନି ତରଙ୍ଗ CDMA2000 ବ୍ୟବ‌ହାର କରୁଛନ୍ତି ।<ref>{{cite web |url= http://www.cdg.org/worldwide/index.asp?h_area=0&h_technology=999&h_frequency=1 |title=CDMA Worldwide |accessdate=23 December 2009| archiveurl= http://web.archive.org/web/20100130085408/http://www.cdg.org/worldwide/index.asp?h_area=0&h_technology=999&h_frequency=1| archivedate= 30 January 2010 <!--DASHBot-->|deadurlurl-status=nolive}}</ref>
*IS-୯୫, ଆମେରିକାରେ ଓ ଏସିଆର କିଛି ଅଂଶରେ ବ୍ୟବ‌ହାର ହେଉଛି । ସମଗ୍ର ବିଶ୍ୱରେ ୧୭ ପ୍ରତିଶତ ବ୍ୟବ‌ହାରକାରୀ ଏହାକୁ ବ୍ୟବ‌ହାର କରୁଛନ୍ତି ।
*ପିଡିସି(PDC), JDC (Japanese Digital Cellular) ଭାବରେ ଜଣାଯାଏ । ଏହା ମୁଖ୍ୟତଃ ଜାପାନରେ ବ୍ୟବ‌ହାର କରାଯାଏ ।
"https://or.wikipedia.org/wiki/୨ଜି"ରୁ ଅଣାଯାଇଅଛି