"ଶ୍ରୀଦେବୀ" ପୃଷ୍ଠାର ସଂସ୍କରଣଗୁଡ଼ିକ ମଧ୍ୟରେ ତଫାତ
Content deleted Content added
ଟିକେ Removign extra space in parameter |
ଟିକେ ଶ୍ରେଣୀ:Pages_with_citations_using_unsupported_parameters Fixing |
||
୧୨୩ କ ଧାଡ଼ି:
===ଇଂଲିଶ୍ ଭିଂଲିସ୍ ସହ ପ୍ରତ୍ୟାବର୍ତ୍ତନ (୨୦୧୨-୨୦୧୭)===
ଶ୍ରୀଦେବୀ ୨୦୧୧ର ଆରମ୍ଭରେ [[ଗୌରୀ ସିନ୍ଦେ]]ଙ୍କ ନିର୍ଦ୍ଦେଶିତ ''[[ଇଂଲିସ୍ ଭିଂଲିସ୍]]ରେ କାମ କରୁଥିବା ବେଳେ ସେ ନିଜର ପ୍ରତ୍ୟାବର୍ତ୍ତନ କହିଥିଲେ ।<ref>{{cite news | url= http://www.indianexpress.com/news/sridevi-to-make-a-comeback-in-gauri-shindes-film/758286/ | title= Sridevi to make a comeback in Gauri Shinde's film |
ମୁକ୍ତିଲାଭ ପରେ ଟାଇମସ୍ ଅଫ୍ ଇଣ୍ଡିଆ ଏହାକୁ ୫ରୁ ୪ ରେଟିଂ ଦେଇ ୨୦୧୨ର ଶ୍ରେଷ୍ଠ ତଳଚ୍ଚିତ୍ର କହିଥିଲା । ତାଙ୍କର ଅଭିନୟ ଏଥିରେ ଉଚ୍ଚମାନର ଥିଲା ।"<ref>{{cite web|last=Times of India|title=English Vinglish|url=http://timesofindia.indiatimes.com/entertainment/movie-reviews/hindi/English-Vinglish/movie-review/16665894.cms|url-status=live|archiveurl=https://web.archive.org/web/20121011093531/http://timesofindia.indiatimes.com/entertainment/movie-reviews/hindi/English-Vinglish/movie-review/16665894.cms|archivedate=11 October 2012|df=dmy-all}}</ref> ରେଡ଼ଫର ରାଜା ସେନ୍ ମଧ୍ୟ ଏହାକୁ ୪ ରେଟିଂ ଦେଇ ଶ୍ରେଷ୍ଠ ଚଳଚ୍ଚିତ୍ରର ମାନ୍ୟତା ଦେଇଥିଲେ ।<ref name="rediff">{{cite web|last=Rediff|title=English Vinglish is a winner all the way|url=http://www.rediff.com/movies/review/review-english-vinglish-is-a-winner-all-the-way/20121005.htm|url-status=live|archiveurl=https://web.archive.org/web/20121117001400/http://www.rediff.com/movies/review/review-english-vinglish-is-a-winner-all-the-way/20121005.htm|archivedate=17 November 2012|df=dmy-all}}</ref> ସମାଲୋଚକ ସୁବାଷ କୁମାର ଝା ୪.୫ ରେଟିଂ ଦେଇଥିଲେ ଓ କହିଥିଲେ ବର୍ଷକୁ ୨ଟି ଚଳଚ୍ଚିତ୍ର ଦେଖିବାକୁ ଚାହିଁଲେ, ଇଂଲିସ୍ ଭିଂଲିସ୍ ଦୁଇଥର ଦେଖନ୍ତୁ ।<ref>{{cite web|last=Yahoo|title=English Vinglish|url=http://in.omg.yahoo.com/news/sridevi-gauri-women-power-rocks-english-vinglish-ians-065938000.html}}</ref>
|