"କାମାକ୍ଷା ମନ୍ଦିର" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେ Removing http:// from unrequired paramteres of ref
ଟିକେ Removign extra space in parameter
୪୨ କ ଧାଡ଼ି:
[[File:Ambubachi Mela by Vikramjit Kakati.jpg|thumb|Gathering of people at Ambubashi Mela at India's Kamakhya Temple .]]
 
[[ଆଷାଢ଼]] ମାସ ସପ୍ତମୀ [[ତିଥି]]ରେ ଭକ୍ତ ଓ ପର୍ଯ୍ୟଟକଙ୍କ ଭିଡ ଜମିଥାଏ ଏହି ପୁଷ୍କରିଣୀରେ । ତିନିଦିନ ଧରି ଏହି ପୁଷ୍କରିଣୀ ରକ୍ତ ବର୍ଣ୍ଣ ହୋଇ ଯାଇଥାଏ। ଏହା ଦେବୀଙ୍କ ରଜସ୍ୱଳା ହେବାର ସଙ୍କେତ ବୋଲି ବିଶ୍ୱାସ । ଏହି ତିନିଦିନ ଧରି ମୂଖ୍ୟ ମନ୍ଦିର ପହଡ଼ ପଡ଼ିଥାଏ । ପୋଖରୀର ଏହି ରକ୍ତ ରଙ୍ଗର ଜଳକୁ ପ୍ରସାଦ ଭାବି ଭକ୍ତମାନେ ଗ୍ରହଣ କରିଥାନ୍ତି । ଚତୁର୍ଥ ଦିନରେ ଦେବୀଙ୍କର ଶୁଦ୍ଧସ୍ନାନ ହେବାପରେ ମନ୍ଦିର ଶୋଭାପାଏ। ଏହି ଦିନ କୁଆଁରୀମାନଙ୍କୁ ଭୋଜନ କରାଇଲେ ମନୋସ୍କାମନା ପୂରଣ ହୋଇଥାଏ ବୋଲି ଭକ୍ତମାନେ ବିଶ୍ୱାସ ରଖିଛନ୍ତି। କାମାକ୍ଷା ଦେବୀଙ୍କର [[ନବରାତ୍ର]] ପାଳନ ହୁଏ । ଏହି ସମୟରେ ଦେବୀ କାମାକ୍ଷା ରୂପବତୀ ହୁଅନ୍ତି ବୋଲି ବିଶ୍ୱାସ ରହିଛି । ଏହି ସମୟରେ ଦେବୀଙ୍କର ତ୍ରିଦିବସ ବ୍ୟାପୀ ପୂଜା ହୁଏ । ଏହି ତ୍ରିଦିବସରେ ପୂଜାକୁ ଆତ୍ମଭାସି ଉତ୍ସବ ବା ଅମ୍ବୁବଚି ମେଳା କୁହାଯାଏ । <ref name="ab">{{cite web|url=http://www.boloji.com/wfs/wfs082.htm|title=Celebrating The Divine Female Principle|last=Chawla|first=Janet|date=Sep 16, 2002|publisher=Boloji.com|accessdate=30 April 2014| archiveurl= http://web.archive.org/web/20100131031243/http://boloji.com/wfs/wfs082.htm| archivedate= 31 January 2010 <!--DASHBot-->| deadurl= no}}</ref><ref name="cd">{{cite web|url=http://www.bharatonline.com/assam/fairs/ambubachi-mela.html|title=Ambubachi Fair|publisher=Bharatonline.com|accessdate=30 April 2014| archiveurl= http://web.archive.org/web/20100106141221/http://www.bharatonline.com/assam/fairs/ambubachi-mela.html| archivedate= 6 January 2010 <!--DASHBot-->| deadurl= no}}</ref><ref name="ef">{{cite web|url=http://360degreeworld.com/tantrics-flock-to-mystic-fair-of-assam/|title=A Mystic Festival To Draw Thousands|last=Admin|date=Sep 17, 2009|publisher=360degreeworld.com|accessdate=30 April 2014}}</ref>
==ଆଧାର==
{{ଆଧାର}}