"ସତ୍ୟନାରାୟଣ ବହିଦାର" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେ 2409:4062:20D:2665:0:0:320:A0A4 (ଆଲୋଚନା)ଙ୍କ ଦେଇ କରାଯାଇଥିବା ବଦଳକୁ Jnanabotଙ୍କ ଦେଇ କରାଯାଇଥିବା ଶେଷ ବଦଳକୁ ଫେରାଇ ଦିଆଗଲା
ଟ୍ୟାଗ: Rollback
ତଥ୍ୟ ସାମାନ୍ୟ ସଜଡ଼ାଗଲା
ଟ୍ୟାଗସବୁ: ମୋବାଇଲ ସମ୍ପାଦନା ମୋବାଇଲ ୱେବ ବଦଳ Advanced mobile edit
୩୮ କ ଧାଡ଼ି:
}}
 
'''ସତ୍ୟନାରାୟଣ ବହିଦାର''' (୦୧ ଅଗଷ୍ଟ ୧୯୧୩ - ୩୧ ଡିସେମ୍ବର ୧୯୮୦), ଜଣେ [[କୋଶଳୀ ଭାଷା|ସମ୍ବଲପୁରୀ ଭାଷା]] ବିଶେଷଜ୍ଞ ଓ ଲେଖକ ଥିଲେ ।<ref>{{cite web |title=Eminent Personalities |url=https://sambalpur.nic.in/about-district/famous-personalities/ |website=sambalpur.nic.in |accessdate=1 August 2019}}</ref> [[ଓଡ଼ିଆ ଭାଷା]]ରୁ ଅଲଗା କରି ସମ୍ବଲପୁରୀ ଭାଷାକୁଶୈଳୀକୁ ମାନ୍ୟତାଏକ ସ୍ୱତନ୍ତ୍ର ଲୋକପ୍ରିୟତାଭାଷା ଦେବାରେମାନ୍ୟତା ତାଙ୍କରଦେବା ଅବଦାନପାଇଁ ରହିଥିଲାପ୍ରୟାସ କରିଥିଲେ । ସେ ସମ୍ବଲପୁରୀପ୍ରଥମ ଭାଷାରେକରି ପ୍ରଥମସମ୍ବଲପୁରୀ ଶବ୍ଦକୋଷ ଓ ବ୍ୟାକରଣ ପୁସ୍ତକ ରଚନା କରିଥିଲେ ।<ref name="Das2012">{{cite book|author=Nava Kishor Das|title=Odisha|url=https://books.google.com/books?id=Sz7m_yM-hJsC|year=2012|publisher=Seagull Books|isbn=978-81-7046-293-4}}</ref>
 
ସତ୍ୟନାରାୟଣ ୧୯୧୩ ମସିହାରେ [[ସୋନପୁର]]ଠାରେ ଜନ୍ମଗ୍ରହଣ କରିଥିଲେ । ପିତାଙ୍କ ନାମ ଥିଲା ମିତ୍ରଭାନୁ ଓ ମାତାଙ୍କ ନାମ ବିଳାସବତୀ । ସୋନପୁରରେ ସେ ପ୍ରାଥମିକ ଶିକ୍ଷା ଲାଭ କରିଥିଲେ । ଅଧିକ ପାଠର ସୁବିଧା ସୋନପୁରରେ ନଥିବାରୁ, ସେ [[ସମ୍ବଲପୁର]] ଯାଇଥିଲେ । ୧୯୩୦ ମସିହାରେ ସେ ସମ୍ବଲପୁର ଜିଲ୍ଲା ସ୍କୁଲରୁ ମାଟ୍ରିକ ପାସ କରିଥିଲେ । ୧୯୩୨ ମସିହାରେ ସେ [[କଟକ]] ସ୍ଥିତ 'ଶିକ୍ଷକ ତାଲିମ ବିଦ୍ୟାଳୟ'ରୁ ଶିକ୍ଷା ସମାପ୍ତ କରି ସମ୍ବଲପୁର ଜିଲ୍ଲା ସ୍କୁଲରେ ଶିକ୍ଷକତା ଆରମ୍ଭ କରିଥିଲେ । ପରେ ସେ ଘରୋଇ ଭାବରେ ବିଏ ଓ ବିଇଡ଼ି ଶିକ୍ଷାଲାଭ କରିଥିଲେ । ସେ ସମ୍ବଲପୁରୀ ଭାଷାରେ ଶବ୍ଦକୋଷ, ବ୍ୟାକରଣ ପୁସ୍ତକ, ଅନୁବାଦ କବିତା ଓ ଜୀବନୀ ପୁସ୍ତକ ରଚନା କରିଥିଲେ ।<ref name="Singh1992">{{cite book|author=K. S. Singh|title=People of India: Odisha (2 pts.)|url=https://books.google.com/books?id=LP_XIoebIE8C|year=1992|publisher=Anthropological Survey of India|isbn=978-81-7046-293-4}}</ref>
 
'ପଶ୍ଚିମ ଓଡ଼ିଶା ଯୁବ ମଞ୍ଚ' ତରଫରୁ ସତ୍ୟନାରାୟଣଙ୍କ ଇଂରାଜୀ ଜନ୍ମଦିବସ ଅଗଷ୍ଟ ପହିଲାକୁ ''ସମ୍ବଲପୁରୀ ଦିବସଦିନ୍'' ଭାବରେ ପାଳନ କରାଯାଉଛି ।<ref>{{cite web |title=Sambalpuri Handloom Uniform For Gangadhar Meher University Students |url=https://www.ndtv.com/education/sambalpuri-handloom-uniform-for-gangadhar-meher-university-students-1894673 |website=www.ndtv.com |publisher=The Hindu |accessdate=1 August 2019}}</ref>
 
== ରଚନାବଳୀ ==