"ରମେଶ ଚନ୍ଦ୍ର ମାଝି" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେ Replacing ଵ with ୱ
ଟିକେ ଶ୍ରେଣୀ:Pages_with_citations_using_unsupported_parameters: Removing deadurl with url-status
୪୨ କ ଧାଡ଼ି:
 
== ଶିକ୍ଷା ଏବଂ ପ୍ରାରମ୍ଭିକ ଜୀବନ ==
୯ ଅପ୍ରେଲ ୧୯୭୮ମସିହାରେ ସେ ଯାଦବ ମଝି ଏବଂ ବଳମତୀ ମାଝୀଙ୍କଠାରୁ ଜନ୍ମଗ୍ରହଣ ନେଇଥିଲେ । ତାଙ୍କର ଜନ୍ମ ନବରଙ୍ଗପୁତ୍ର ଜିଲ୍ଲାର ଚନ୍ଦାହାଣ୍ଡି ତହସିଲ ଅନ୍ତର୍ଗତ ଦଣ୍ଡମୁଣ୍ଡା ଗ୍ରାମରେ ହୋଇଥିଲା । ତାଙ୍କର ଗୋଟିଏ ଭାଇ ଏବଂ ତିନି ଜଣ ଭଉଣୀ ଅଛନ୍ତି ।<ref>{{Cite web|url=http://ws.ori.nic.in/ola/mlaprofile/profilepage.asp#|title=Archived copy|archive-url=https://web.archive.org/web/20090619072646/http://ws.ori.nic.in/ola/mlaprofile/profilepage.asp#|archive-date=2009-06-19|dead-url-status=yesdead|access-date=2012-12-22}}</ref> ନିଜର ରାଜନୈତିକ ଜୀବନ ଯୋଗୁଁ ସେ ଉଚ୍ଚଶିକ୍ଷା ପ୍ରତି ଅଧିକ ଧ୍ୟାନ ଦେଇପାରିନଥିଲେ । ୨୦୧୧ ମସିହାରେ ସେ କଳାରେ ଯୁକ୍ତ ଦୁଇ ପରୀକ୍ଷା ଦେଇଥିଲେ ।<ref>{{Cite news|url=http://www.hindu.com/2011/03/14/stories/2011031455631200.htm|title=RCM Exam|date=14 March 2011|work=[[The Hindu]]|location=Chennai, India}}</ref>
 
== ରାଜନୈତିକ ଜୀବନ ==
୫୪ କ ଧାଡ଼ି:
 
== ବିଧାନ ସଭା ଏବଂ ସଂସଦ ସଦସ୍ୟତା ==
ବିଜୁ ଜନତା ଦଳ ପକ୍ଷରୁ ୧୩ଶ ଏବଂ ୧୪ଶ ବିଧାନ ସଭାର ସଦସ୍ୟ ଯଥାକ୍ରମେ ଡାବୁଗାଁ ଏବଂ ଝରିଗ୍ରାମରୁ ହୋଇଥିଲେ ।<ref name="autogenerated1">{{Cite web|url=http://ws.ori.nic.in/ola/mlaprofile/assembly.asp#|title=Archived copy|archive-url=https://web.archive.org/web/20120413190205/http://ws.ori.nic.in/ola/mlaprofile/assembly.asp#|archive-date=2012-04-13|dead-url-status=yesdead|access-date=2011-04-30}}</ref> ନବରଙ୍ଗପୁରରୁ ୨୦୧୯ ମସିହାରେ ସଂସଦର ତଳ ସଦନର ସଦସ୍ୟ ଭାବେ ନିର୍ବାଚିତ ହୋଇଥିଲେ । ଏହି ନିର୍ବାଚନରେ ସେ ନିକଟତମ ପ୍ରତିଦ୍ୱନ୍ଦୀ [[ଭାରତୀୟ ଜାତୀୟ କଂଗ୍ରେସ|କଂଗ୍ରେସ]] ଦଳର ପ୍ରଦୀପ କୁମାର ମାଝିଙ୍କୁ ୪୧,୬୩୪ ଖଣ୍ଡ ଭୋଟରେ ପରାସ୍ତ କରିଥିଲେ ।<ref name=":0" />
 
== ସମାଜସେବା ==