"୧୩ଶ ଲୋକ ସଭା" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
Removing Flag_of_the_Indian_National_Congress.svg, it has been deleted from Commons by EugeneZelenko because: Copyright violation; see c:Commons:Licensing ([[:c:COM:CSD#F
ଟିକେ Removing deadurl with url-status
୧ କ ଧାଡ଼ି:
{{ଛୋଟ|13th Lok Sabha}}
 
ଭାରତୀୟ ସଂସଦର ତଳ ସଦନ ଲୋକ ସଭାର '''୧୩ଶ ଲୋକ ସଭା'''କୁ ୧୯୯୯ ମସିହା ସାଧାରଣ ନିର୍ବାଚନରେ ନିର୍ବାଚିତ ସଭ୍ୟମାନେ ଯାଇଥିଲେ । ଏହି ଲୋକ ସଭାର ସମୟସୀମା ଥିଲା ୧୦ ଅକ୍ଟୋବର ୧୯୯୯ରୁ ୬ ଫେବୃଆରୀ ୨୦୦୪ । ୧୯୯୯ ମସିହାର ସାଧାରଣ ନିର୍ବାଚନ ସେପ୍ଟେମ୍ବର-ଅକ୍ଟୋବର ୧୯୯୯ରେ ଅନୁଷ୍ଠିତ ହୋଇଥିଲା ।<ref name=GE1999StatReportFull>{{cite web|title=Statistical Report on General Elections, 1999 to the 13th Lok Sabha |url=http://eci.nic.in/eci_main/statisticalreports/LS_1999/Vol_I_LS_99.pdf |publisher=Election Commission of India |format=PDF |accessdate=14 July 2014 |deadurlurl-status=yesdead |archiveurl=https://web.archive.org/web/20140718183222/http://eci.nic.in/eci_main/statisticalreports/LS_1999/Vol_I_LS_99.pdf |archivedate=18 July 2014}}</ref>
 
ଏହି ନିର୍ବାଚନରେ ଭାରତୀୟ ଜନତା ପାର୍ଟିର ନେତୃତ୍ୱରେ [[ରାଷ୍ଟ୍ରୀୟ ଗଣତାନ୍ତ୍ରିକ ଗଠବନ୍ଧନ]] ସର୍ବାଧିକ ୨୭୦ଟି ଆସନ ପାଇଥିଲା, ଯାହାକି ପୂର୍ବ ଲୋକ ସଭା ଅଥବା [[୧୨ଶ ଲୋକ ସଭା]] ଠାରୁ ୧୬ଟି ଆସନ ଅଧିକ ଥିଲା । ଭାରତୀୟ ଜନତା ଦଳର ନେତା [[ଅଟଳ ବିହାରୀ ବାଜପେୟୀ]] ଏହି ଲୋକ ସଭାର ନେତୃତ୍ୱ ନେଇ ପ୍ରଧାନମନ୍ତ୍ରୀ ହୋଇଥିଲେ ଏବଂ ୨୦୦୪ର ସାଧାରଣ ନିର୍ବାଚନ ପରେ [[୧୪ଶ ଲୋକ ସଭା]] ଗଠନ ହେବା ପର୍ଯ୍ୟନ୍ତ କାର୍ଯ୍ୟ ନିଭାଇଥିଲେ । ଏହି ଲୋକ ସଭା ପାଇଁ ସାଧାରଣ ନିର୍ବାଚନ ପରେ ସଂସଦର ରାଜ୍ୟ ସଭାରେ ଥିବା ୪ ଜଣ ସାଂସଦ ଲୋସଭାକୁ ନିର୍ବାଚିତ ହୋଇଥିଲେ ।<ref name="rs">{{cite web|title=RAJYA SABHA STATISTICAL INFORMATION (1952-2013)|url= http://rajyasabha.nic.in/rsnew/publication_electronic/rsstatis_inf52-03.pdf |publisher=Rajya Sabha Secretariat, New Delhi|accessdate= 29 August 2017|page=12 |date=2014}}</ref>
୧୩ କ ଧାଡ଼ି:
** ପି ଏମ୍ ସୟୀଦ (୨୭ ଅକ୍ଟୋବର ୧୯୯୯ରୁ ୨ ଜୁନ ୨୦୦୪)
* '''ମହା ସଚିବ:'''
** ଜି ସି ମାଲହୋତ୍ରା (୧୪ ଜୁଲାଇ ୧୯୯୯ରୁ ୨୮ ଜୁଲାଇ ୨୦୦୫)<ref>{{cite web|url=http://164.100.47.132/LssNew/Members/lokarchive.aspx?lsno=13|title=Thirteenth Sabha|publisher=Lok Sabha Secretariat, New Delhi|deadurlurl-status=yesdead|archiveurl=https://web.archive.org/web/20141026161527/http://164.100.47.132/LssNew/members/lokarchive.aspx?lsno=13|archivedate=26 October 2014|df=dmy-all}}</ref>
* '''ପ୍ରଧାନମନ୍ତ୍ରୀ'''
**[[ଅଟଳ ବିହାରୀ ବାଜପେୟୀ]] (୧୩ ଅକ୍ଟୋବର ୧୯୯୯ରୁ ୬ ଫେବୃଆରୀ ୨୦୦୪)