"ବିଲ୍ ଗେଟ୍ସ୍" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
Replacing BillGates_Signature.svg with File:Bill_Gates_signature.svg (by CommonsDelinker because: file renamed or replaced on Commons).
ଟିକେ Removing deadurl with url-status
୩୮ କ ଧାଡ଼ି:
ଦଣ୍ଡର ଶେଷ ସମୟରେ ସେହି ଚାରିଜଣ ଛାତ୍ରଙ୍କୁ କମ୍ପୁଟର ସମୟବ ବଦଳରେ ସିସିସିର ସଫ୍ଟୱେୟାରରେ ଭୁଲ ଖୋଜିବା ପାଇଁ ଜଚା ଯାଇଥିଲା।ସିଷ୍ଟମକୁ ଭାୟା ଟେଲିଟାଇପ ବ୍ୟବହାର କରିବା ବଦଳରେ ସେ ସିସିସିର କାର୍ଯ୍ୟାଳୟକୁ ଯାଇ ସିଷ୍ଟମରେ ଚାଲୁଥିବା ବିଭିନ୍ନ ପ୍ରୋଗ୍ରାମ୍ ଯଥା [[ଫୋରଟ୍ରାନ୍]],[[ଲିସପ୍ ପ୍ରୋଗ୍ରାମିଂ ଲାଙ୍ଗୁଏଜ୍ | ଲିସପ୍]] ଏବଂ [[ମେସିନ୍ ଲାଙ୍ଗୁଏଜ୍]] ପାଇଁ [[ସୋର୍ସ୍ କୋଡ୍]] ଶିଖିଥିଲେ|୧୯୭୦ ମସିହାରେ କମ୍ପାନୀ ବ୍ୟବସାୟ ବନ୍ଦ କରିବା ପର୍ଯ୍ୟନ୍ତ ସେ ସିସିସିରେ କାର୍ଯ୍ୟରତ ଥିଲେ |ସେହି ବର୍ଷ ଇନ୍ଫରମେସନ୍ ସାଇନ୍ସ ଇନକର୍ପୋରେସନ୍ କମ୍ପ୍ୟୁଟର ସମୟ ଏବଂ ବିଭିନ୍ନ ସୁବିଧା ଦେଇ ଚାରିଜଣ ଲେକ୍ ସାଇଡ୍ ସ୍କୁଲର ଛାତ୍ରଙ୍କୁ [[କୋବୋଲ୍ | କୋବୋଲରେ]] ପେରୋଲ୍ ପ୍ରୋଗ୍ରାମ୍ ଲେଖିବାକୁ ନେଇଥିଲା|ଯେତେବେଳେ କମ୍ପାନୀର ପରିଚାଳକ ମାନେ ଗେଟସ୍ଂକର ପ୍ରୋଗ୍ରାମିଂ ଦକ୍ଷତା ବିଷୟରେ ଜାଣିବାକୁ ପାଇଲେ,ଗେଟସ୍ ଶ୍ରେଣୀର ଛାତ୍ର ମାନଙ୍କୁ ଅନୁସୁଚିତ କରିବା ପାଇଁ ସ୍କୁଲ ପାଇଁ ଏକ ପ୍ରୋଗ୍ରାମ୍ ଲେଖିଥିଲେ|ସେ କଡ଼କୁ ଏହିପରି ଭାବେ ପରିବର୍ତ୍ତନ କରିଥିଲେ ଯେପରିକି ସେ ନିଜକୁ ଅସମାନୁପାତିକ ଆକର୍ଷଣୀୟ ଝିଅ ମାନଙ୍କ ଶ୍ରେଣୀରେ ରହିବେ।ପରେ ସେ କହିଥିଲେ ଯେ ମତେ ମେସିନଠାରୁ ଅଲଗା କରିବା କଷ୍ଟ ଥିଲା ଯାହା ଦ୍ୱାରକି ମୁଁ ମୋ ସଫଳତାକୁ ସ୍ପଷ୍ଟ ରୂପେ ପ୍ରମାଣ କରିପାରିବି । <ref>{{Citation | url = http://www.gatesfoundation.org/media-center/speeches/2005/09/bill-gates-lakeside-school | title = Remarks by Bill Gates, co-chair | accessdate = July 13, 2013 | work = Bill & Melinda Gates Foundation&nbsp;– Press Room, Speeches}}</ref> ଗେଟ୍ସ ଆଲେନଙ୍କ ସହିତ ଇଣ୍ଟେଲ ୮୦୦୮ ପ୍ରୋସେସରରେ ବେସିତ ଟ୍ରାଫିକ କାଉଣ୍ଟର କରିବାକୁ ଏକ ସାହସିକ ଉଦ୍ୟମ,ଟ୍ରାଫ୍-ଓ-ଡାଟା କରିଥିଲେ।୧୯୭୩ର ପ୍ରାରମ୍ଭରେ ବିଲ୍ ଗେଟ୍ସଙ୍କୁ ୟୁଏସ ହାଉସ ଅଫ୍ ରିପ୍ରେଜେଣ୍ଟଟିଭର କଂଗ୍ରେସନାଲ ପେଜରେ ସ୍ଥାନ ପାଇଥିଲେ।
 
୧୯୭୩ ମସିହାରେ ଗେଟ୍ସ ଲେକ୍ ସାଇଡ ସ୍କୁଲରୁ ସ୍ନାତକ ପ୍ରାପ୍ତ କରିଥିଲେ ଏବଂ [[ଜାତୀୟ ସ୍ତରୀୟ ଗୁଣୀ ଛାତ୍ର ବୃତ୍ତି | ଜାତୀୟ ସ୍ତରୀୟ ଗୁଣୀ ଛାତ୍ର]] ରୂପେ ବିବେଚିତ ହୋଇଥିଲେ । <ref>{{cite web|url=http://www.nationalmerit.org/s/1758/interior.aspx?sid=1758&gid=2&pgid=416|title=National Merit Scholarship Corporation&nbsp;– Scholars You May Know|work=nationalmerit.org|accessdate=October 25, 2015}}</ref> ସେ [[ସାଟ୍]] <ref>{{cite web | url = http://theweekmagazine.com/article.aspx?id=803 | title=The new—and improved?—SAT | accessdate =May 23, 2006 | work =The Week Magazine|archiveurl = https://web.archive.org/web/20060510205250/http://theweekmagazine.com/article.aspx?id=803 | archivedate = May 10, 2006| deadurlurl-status=yesdead}}</ref>ରେ ୧୬୦୦ରୁ ୧୫୯୦ ପ୍ରାପ୍ତ କରିଥିଲେ ଏବଂ ୧୯୭୩ ମସିହାର ବସନ୍ତର [[ହାର୍ବାର୍ଡ ମହା ବିଦ୍ୟାଳୟ | ହାର୍ବାର୍ଡ ମହା ବିଦ୍ୟାଳୟରେ]] ନାମ ଲେଖାଇ ଥିଲେ । {{Sfn | Gates | 1996 | p = 15}} ହାବାର୍ଡରେ ଥିବା ସମୟରେ ସେ [[ଷ୍ଟିଭ ବାଲମର୍ | ଷ୍ଟିଭ ବାଲମରଙ୍କ]] ସହିତ ଦେଖା ହୋଇଥିଲେ ଯିଏକି ତାଙ୍କୁ ପରବର୍ତ୍ତୀ ସମୟରେ ଗେଟସଙ୍କୁ ମାଇକ୍ରୋସଫ୍ଟର ସି ଇ ଓ ହେବାଜୁ ସହାୟତା କରିଥିଲେ ।<ref>{{cite book|url=https://books.google.com/books?id=TO5LIILHmcYC&pg=RA1-PA263&dq=gates+ballmer+first+met|title=Strategic Management: Concepts and Cases: Competitiveness and Globalization|author1=Michael Hitt |author2=R. Duane Ireland |author3=Robert Hoskisson |ISBN=978-1-111-82587-4|page=263|accessdate=October 25, 2015}}</ref>
 
[[File:Poker Room.jpg|thumb|The Poker Room in [[Currier House (Harvard College)|Currier House]] at [[Harvard College]]]]