"ଜାତୀୟ ରାଜପଥ ୧୬ ( ଭାରତ)" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେ added Category:ପରିବହନ using HotCat
ଟିକେ Removing deadurl with url-status
୧ କ ଧାଡ଼ି:
[[ଫାଇଲ:Rps20160709_141628.jpg|thumb]]
'''ଜାତୀୟ ରାଜପଥ ୧୬ (NH 16) ''', (ପୂର୍ବ ନାମ NH 5), ଭାରତର ଏକ ମୁଖ୍ୟ ରାଜପଥ । ଏହା ଭରତର ପୂର୍ବ ତଟବର୍ତୀ ରାଜ୍ୟ ସମୂହ ପଶ୍ଚିମ ବଙ୍ଗ, ଓଡ଼ିଶା, ଆନ୍ଧ୍ର ପ୍ରଦେଶ, ତେଲେଙ୍ଗନା ଓ ତାମିଲନାଡୁ ଦେଇ ଯାଇଛି ।<ref>{{cite web|title=National Highways Development Project Map|url=http://nhai.org/NH5_Kolkata_chennai_english.htm|website=National Highways Authority of India|accessdate=21 April 2017}}</ref> ପରେ ଏହା ପୁନଃ ନାମିତ ହେଇ କଲିକତାଠାରେ ଜାତୀୟ ରାଜପଥ -୧୯ ସଙ୍ଗେ ମଧ୍ୟ ମିଳିତ ହେଇଛି । ଏହା ଦକ୍ଷିଣ ଭାରତର ଚେନ୍ନଇଠାରେ ଶେଷ ହୁଏ । ଏହା ଭାରତ ସରକାରଙ୍କ ରାଜପଥ ଉନ୍ନୟନ ପାଇଁ କରା ଯାଇଥିବା [[ସୁବର୍ଣ୍ଣ ଚତୁର୍ଭୁଜ]] ପ୍ରକଳ୍ପର ଅନ୍ତର୍ଭୁକ୍ତ । <ref name="renumber">{{cite web|url=http://dorth.gov.in/writereaddata/sublinkimages/finaldoc6143316640.pdf|title=Rationalisation of Numbering Systems of National Highways|publisher=[[Department of Road Transport and Highways]]|accessdate=3 April 2012|location=New Delhi}}</ref><ref name="length">{{cite web |title=List of National Highways passing through A.P. State |url=http://aproads.cgg.gov.in/getInfo.do?dt=1&oId=33 |website=Roads and Buildings Department |publisher=Government of Andhra Pradesh |accessdate=11 February 2016 |deadurlurl-status=yesdead |archiveurl=https://web.archive.org/web/20160328053359/http://aproads.cgg.gov.in/getInfo.do?dt=1&oId=33 |archivedate=28 March 2016 |df=dmy-all }}</ref>
 
== ପଥ ==