"ପି.ଭି. କୃଷ୍ଣମୂର୍ତ୍ତି" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଆଧାର
ଟିକେNo edit summary
୨୦ କ ଧାଡ଼ି:
| website =
}}
'''ପି.ଭି. କୃଷ୍ଣମୂର୍ତ୍ତି''' (୦୧ ଅପ୍ରେଲ ୧୯୨୧ - ୧୬ ଅକ୍ଟୋବର ୨୦୧୯) [[ଆକାଶବାଣୀ କଟକ]]ର ପୂର୍ବତନ ନିର୍ଦ୍ଦେଶକ (୨୪ ମଇ ୧୯୫୮ - ୧୮ ଅକ୍ଟୋବର ୧୯୬୦)<ref>{{cite web |title=Ex-Director Of Cuttack Akashvani Kendra PV Krishnamoorthy Passes Away |url=https://odishabytes.com/ex-director-of-cuttack-akashvani-kendra-pv-krishnamoorthy-passes-away/ |website=odishabytes.com |publisher=Odisha Bytes |accessdate=30 July 2020}}</ref> ଓ ଦୂରଦର୍ଶନର ପ୍ରଥମ ମହାନିର୍ଦ୍ଦେଶକ ଥିଲେ । ତାଙ୍କ ସମୟରେ ଆକାଶବାଣୀ କଟକର କାର୍ଯ୍ୟକ୍ରମର ମାନ ଉନ୍ନତି ଓ ସର୍ବୋପରୀ ବେତାର ପ୍ରସାରଣରେ [[ଓଡ଼ିଶା]]ର ସଂସ୍କୃତିରକଳାସଂସ୍କୃତିର ବ୍ୟାପକ ପ୍ରଚାର ପ୍ରସାର ହୋଇଥିଲା । ଆକାଶବାଣୀ ମାଧ୍ୟମରେ ସେ ଅନେକ ଓଡ଼ିଆ କଳାକାରଙ୍କୁ ଲୋକଲୋଚନକୁ ଆଣିବାରେ ସମର୍ଥ ହୋଇଥିଲେ ।<ref>{{cite web |title=କଟକ ‘ଆକାଶବାଣୀ’ ଓ ‘ଦୂରଦର୍ଶନ କେନ୍ଦ୍ର’ର ମାର୍ଗଦର୍ଶକ ପି.ଭି କୃଷ୍ଣମୂର୍ତ୍ତି ଆଉ ନାହାନ୍ତି |url=http://odishasambad.in/ex-director-of-cuttack-akashvani-kendra-pv-krishnamoorthy-passes-away/ |website=odishasambad.in |publisher=odishasambad.in |accessdate=30 July 2020}}</ref><ref>{{cite web |title=କଟକ ଆକାଶବାଣୀର କିମ୍ବଦନ୍ତୀ ନିର୍ଦ୍ଦେଶକ ପି.ଭି. କୃଷ୍ଣମୂର୍ତ୍ତିଙ୍କ ଦେହାନ୍ତ |url=https://thesamikhsya.com/odia/exclusive/35651/ |website=thesamikhsya.com |publisher=thesamikhsya.com |accessdate=30 July 2020}}</ref>
 
== ଜନ୍ମ ଓ ଶିକ୍ଷା ==