"ବ୍ୟବହାରକାରୀ:Hpsatapathy/sandbox" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେNo edit summary
ଟିକେNo edit summary
୧ କ ଧାଡ଼ି:
ଜଣାଣ
 
ପରମାନନ୍ଦ ପୁରୁଷ ହେ ଜଗଦୀଶ
ପରମବ୍ରହ୍ମ ପ୍ରକାଶ (ଘୋଷା)
 
ପର ଅପରେ ବାସ ପରାପରେ ପ୍ରକାଶ
 
ପରମାତ୍ମା ପୁରିଷ ପରିପୂର୍ଣ୍ନ ପରେଶ
 
:ପରମାନନ୍ଦ ପୁରୁଷ ହେ ଜଗଦୀଶ
ପରମବ୍ରହ୍ମ ପ୍ରକାଶ (ଘୋଷା) ୧
 
ପ୍ରକୃତି ପୁଣ୍ୟ ପୁରିଷ ପ୍ରକୃତ ଈଶ
 
ପବିତ୍ର ଜନ ହୃଦେଶ
 
:ପରମାନନ୍ଦ ପୁରୁଷ ହେ ଜଗଦୀଶ
ପରମବ୍ରହ୍ମ ପ୍ରକାଶ (ଘୋଷା) ୨
 
ପୂର୍ଣ୍ଣାନନ୍ଦ ସର୍ବେଶ ଜଗତ୍ର ଜନ ପୋଷ
 
ପରମ ଗୁଣ ଘୋଷ ନିତ୍ୟ ପରମ ହଂସ
 
:ପରମାନନ୍ଦ ପୁରୁଷ ହେ ଜଗଦୀଶ
ପରମବ୍ରହ୍ମ ପ୍ରକାଶ (ଘୋଷା) ୩
 
ନିଗମ ପୁର ପ୍ରକାସ ସତ୍ୟ ଭୂତେଶ
 
ସତ୍ତ୍ଵାଦି ଗୁଣ ଜିତେଶ
 
ଅଦ୍ଵୀତୀୟ ପୁରୁଷ ଅଣାକାର ଅଦୃଶ୍ୟ
 
ମୀନକେତନ ସତ୍ୟ ପଥ ହୃଦ ନିବାସ
 
:ପରମାନନ୍ଦ ପୁରୁଷ ହେ ଜଗଦୀଶ
ପରମବ୍ରହ୍ମ ପ୍ରକାଶ (ଘୋଷା) ୪
 
 
-୦-
'''ମାନସ ରାମନାମ ଗାନ କରରେ'''