"ବ୍ୟବହାରକାରୀ:Hpsatapathy/sandbox" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେNo edit summary
ଟିକେNo edit summary
୩୧ କ ଧାଡ଼ି:
 
:ମାନସ ରାମନାମ ଗାନ କରରେ(ଘୋଷା)......୫
 
-୦-
 
:ଦାଦନ
 
ଦାଦନ ଜୀବନ ଏଡ଼େ ହୀନିମାନ
 
ବଞ୍ଚିବା ତା ପାଇଁ ଯନ୍ତ୍ରଣା
 
ଜନମୁ ମରଣ ସହେ ସେ କଷଣ
 
ଚିନ୍ତା ଏକା ପେଟ ପାଟଣା.....୧
 
ଏନ୍ତୁଡି ଶାଳରୁ ଗୋଡ଼ାଇଛି ଦୁଃଖ
 
ଶୈଶବେ ପରା କୁପୋଷଣ
 
କିଶୋର କାଳରେ ଶିକ୍ଷା, ଦୀକ୍ଷା ବିନା
 
କଳୁଷିତ ଯାର ସପନ.......୨
 
ସେ ଆମ ଓଡ଼ିଆ ଏ ମାଟି ସନ୍ତାନ
 
ବଞ୍ଚିବାର ରାହା ନ ପାଇ
 
ଦାଦନ ସାଜିଛି ସୁଦୂର ସୁରାଟେ
 
ଜନମ ମାଟିରୁ ଦୁରେଇ.......୩
 
ତଥାପି ଭୁଲିନି ଏ ମାଟି ମମତା
 
କୋଇଲିର କଳା କୁହୁକ
 
ସରଳ ତରଳ ପଲ୍ଲୀ ଜୀବନ
 
ମନରେ ଜଗାଏ ପୁଲକ.....୪
 
ଅଭାବୀ ଜୀବନ ନାହିଁ ବନ୍ଧୁଜନ
 
କରୋନା ବିପତ୍ତି କାଳରେ
 
ଦାଦନ ଫେରୁଛି ଜନମ ମାଟିକୁ
 
ନିଶ୍ଚିନ୍ତ ହେବ ଯା କୋଳରେ.....୫
-୦-
 
 
 
 
 
 
 
 
 
 
 
 
 
ଚୀପତ୍ର
ଶତାବ୍ଦୀର ଶ୍ରେଷ୍ଠ ବୋକା-୧....୩
ନିଜ ପର...............୫
ତିନିମାଙ୍କଡ...............୭
ଶତାବ୍ଦୀର ଶ୍ରେଷ୍ଠ ବୋକା-୨.....୮
ମହାତ୍ମା.................୧୦
ଶତାବ୍ଦୀର ଶ୍ରେଷ୍ଠ ବୋକା-୩....୧୧