"ଓଡ଼ିଶାରେ କୋଭିଡ-୧୯ ମହାମାରୀ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେ removing https:// from ref website parameter
୪୫୩ କ ଧାଡ଼ି:
* ଜୁଲାଇ ୨୭ ତାରିଖ ୨୦୨୦ ସଂଧ୍ୟା ୮.୩୦ ସୁଦ୍ଧା ରାଜ୍ୟର ମୋଟ କରୋନା ପଜିଟିଭ ୨୬,୮୯୨ ହେବା ସହ ମୃତ ବ୍ୟକ୍ତିଙ୍କ ସଂଖ୍ୟା ବୃଦ୍ଧି ପାଇ ୧୪୭ ହେବା ସହ ଆରୋଗ୍ୟ ବ୍ୟକ୍ତିଙ୍କ ସଂଖ୍ୟା ବୃଦ୍ଧି ପାଇ ୧୭,୩୭୪ ଏବଂ ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ୯,୩୩୭ ହୋଇଛି । ଏଥିସହ କୋରୋନା ଆକ୍ରାନ୍ତ ବ୍ୟକ୍ତି କରୋନାରୁ ସୁସ୍ଥ ହୋଇ ଅନ୍ୟ ରୋଗରେ ମୃତ୍ୟୁବରଣ କରିବା ସଂଖ୍ୟା ବୃଦ୍ଧି ପାଇ ୩୪ ହୋଇଛି<ref name="CovidDashBoard"></ref>।
* ଜୁଲାଇ ୨୮ ତାରିଖ ୨୦୨୦ ସଂଧ୍ୟା ୮.୧୫ ସୁଦ୍ଧା ରାଜ୍ୟର ମୋଟ କରୋନା ପଜିଟିଭ ୨୮,୧୦୭ ହେବା ସହ ମୃତ ବ୍ୟକ୍ତିଙ୍କ ସଂଖ୍ୟା ବୃଦ୍ଧି ପାଇ ୧୫୪ ହେବା ସହ ଆରୋଗ୍ୟ ବ୍ୟକ୍ତିଙ୍କ ସଂଖ୍ୟା ବୃଦ୍ଧି ପାଇ ୧୮,୦୩୧ ଏବଂ ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ୯,୮୫୭ ହୋଇଛି । ଏଥିସହ କୋରୋନା ଆକ୍ରାନ୍ତ ବ୍ୟକ୍ତି କରୋନାରୁ ସୁସ୍ଥ ହୋଇ ଅନ୍ୟ ରୋଗରେ ମୃତ୍ୟୁବରଣ କରିବା ସଂଖ୍ୟା ବୃଦ୍ଧି ପାଇ ୩୫ ହୋଇଛି<ref name="CovidDashBoard"></ref>।
* ଜୁଲାଇ ୨୯ ତାରିଖ ୨୦୨୦ ସଂଧ୍ୟା ୮.୫୦ ସୁଦ୍ଧା ରାଜ୍ୟର ମୋଟ କରୋନା ପଜିଟିଭ ୨୯,୧୭୫ ହେବା ସହ ମୃତ ବ୍ୟକ୍ତିଙ୍କ ସଂଖ୍ୟା ବୃଦ୍ଧି ପାଇ ୧୫୯ ହେବା ସହ ଆରୋଗ୍ୟ ବ୍ୟକ୍ତିଙ୍କ ସଂଖ୍ୟା ବୃଦ୍ଧି ପାଇ ୧୮,୯୩୯ ଏବଂ ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ୧୦,୦୪୧ ହୋଇଛି । ଏଥିସହ କୋରୋନା ଆକ୍ରାନ୍ତ ବ୍ୟକ୍ତି କରୋନାରୁ ସୁସ୍ଥ ହୋଇ ଅନ୍ୟ ରୋଗରେ ମୃତ୍ୟୁବରଣ କରିବା ସଂଖ୍ୟା ବୃଦ୍ଧି ପାଇ ୩୬ ହୋଇଛି<ref name="CovidDashBoard"></ref>।
 
== ସ୍ୱତନ୍ତ୍ର ଡାକ୍ତରଖାନା ==