"ସୋନାଲ ମାନସିଂହ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଅଧିକ ତଥ୍ୟ
ଟିକେ Removing http:// from unrequired paramteres of ref
୩୩ କ ଧାଡ଼ି:
୧୮ ବର୍ଷ ବୟସରେ ସେ ନିଜ ପରିବାରର ଇଚ୍ଛା ବିରୁଦ୍ଧରେ [[ବେଙ୍ଗାଳୁରୁ]] ଯାଇ ପ୍ରଫେସର ୟୁ.ଏସ. କ୍ରୀଷ୍ଣା ରାଓ ଓ ଚନ୍ଦ୍ରଭାଗା ଦେବୀଙ୍କଠାରୁ ଭାରତନାଟ୍ୟମ ଶିକ୍ଷା କରିଥିଲେ । ସେ ମ୍ୟାଲାପୁରୁ ଗୌରୀ ଆମ୍ମାଲଙ୍କଠାରୁ ଅଭିନୟ ଓ ୧୯୬୫ ମସିହାରେ ଗୁରୁ [[କେଳୁଚରଣ ମହାପାତ୍ର]]<nowiki/>ଙ୍କଠାରୁ [[ଓଡ଼ିଶୀ]] ଶିକ୍ଷାଗ୍ରହଣ କରିଥିଲେ ।
 
ସୋନାଲ, ନିଜର ପ୍ରଥମ ମଞ୍ଚ ପ୍ରଦର୍ଶନରେ [[ଲଳିତ ମାନସିଂହ]]<nowiki/>ଙ୍କୁ ଭେଟିଥିଲେ ଓ କ୍ରମେ ୧୯୬୫ ମସିହାରେ ତାଙ୍କୁ ବିବାହ କରିଥିଲେ । କିନ୍ତୁ ତାଙ୍କର ବିବାହ ବିଚ୍ଛେଦ ଘଟିଥିଲା ।<ref name="indpress">{{Cite news|url=http://www.indianexpress.com/Storyold/129791/|title=The art of diplomacy|date=31 Oct 1999|work=[[The Indian Express]]|access-date=29 May 2012}}</ref> ପରେ ସେ ଜର୍ଜ ଲେଞ୍ଚରଙ୍କୁ ବିବାହ କରିଥିଲେ ଓ ତାହା ମଧ୍ୟ ବିବାହ ବିଚ୍ଛେଦରେ ପରିଣତ ହୋଇଥିଲା । ତାଙ୍କ ପ୍ରଥମ ଶ୍ୱଶୁରୁ [[ମାୟାଧର ମାନସିଂହ]], ସୋନାଲଙ୍କୁ ଗୁରୁ କେଳୁଚରଣଙ୍କ ସହ ପରିଚିତ କରେଇଥିଲେ ।<ref>{{cite web |title=Her dance of life |url=https://www.telegraphindia.com/culture/her-dance-of-life/cid/1380729 |website=www.telegraphindia.com |publisher=telegraph |accessdate=11 March 2020}}</ref> [[ଜର୍ମାନୀ|ଜର୍ମାନୀରେ]] ସୋନାଲ ଏକ ବଡ଼ ଦୁର୍ଘଟଣାର ସମ୍ମୁଖୀନ ହୋଇଥିଲେ । ଡାକ୍ତରମାନେ କହିଥିଲେ ସେ ଦୁର୍ଘଟଣା ଯୋଗୁ କେବେ ବି ନୃତ୍ୟ କରିପାରିବେ ନାହିଁ । କିନ୍ତୁ, ସେ ନୃତ୍ୟକୁ ପ୍ରତ୍ୟାବର୍ତ୍ତନ କରିଥିଲେ ।<ref>{{cite web |title=Sonal Mansingh: The dance of life Read more at: http://timesofindia.indiatimes.com/articleshow/273843.cms?utm_source=contentofinterest&utm_medium=text&utm_campaign=cppst |url=https://timesofindia.indiatimes.com/delhi-times/Sonal-Mansingh-The-dance-of-life/articleshow/273843.cms |website=timesofindia.indiatimes.com |publisher=times of india |accessdate=11 March 2020}}</ref>
 
== ବୃତିଗତ ଜୀବନ ==