"ମାଁ ପୀତାମ୍ବର ମନ୍ଦିର" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେ ବ/ୱ ଫଳା ବଦଳ
ଟିକେ removing https:// from ref website parameter
୧ କ ଧାଡ଼ି:
{{Infobox Hindu temple|name=ମାଁ ପୀତାମ୍ବର ( ବଗଳାମୁଖୀ ମନ୍ଦିର ) ଅମଲେଶ୍ୱର |image=MAA BAGALAMUKHI.jpg|pushpin_map=<!-- India Delhi -->|map_caption=Location in Delhi|devanagari=माँ पीताम्बरा बगलामुखी मंदिर (अमलेश्वर)|Devanagari=माँ पीताम्बरा बगलामुखी मंदिर (अमलेश्वर)|country=[[ଭାରତ ]]|state=[[ଛତିଶଗଦ ]]|district=[[ଦୁର୍ଗ]]|locale=Amleshwar|coordinates_region=IN|coordinates_display=title|primary_deity=[[Bagalamukhi]]|important_festivals=[[ନବରାତ୍ରୀ ]]|date_built=16 May 2005|website=https://www.facebook.com/maapitambarakripa}}
 
'''ମାଁ ପୀତାମ୍ବର ମନ୍ଦିର''' , ଭାରତୀୟ ରାଜ୍ୟ ଛତିଶଗଦର ଦକ୍ଷିଣ ରାୟପୁର ନିକଟରେ ଅମଲେଶ୍ୱର ସହର<ref>http://apnachhattisgarh.in/maa-pitambara-bagalamukhi-temple/</ref>ଠାରେ ମହାବିଦ୍ୟା ଦେବୀ ବଗଳାମୁଖୀଙ୍କ ମନ୍ଦିର ରହିଛି । ଏହା ରାୟପୁର ସହରର ବିମାନ ବନ୍ଦର ଠାରୁ ୧୫ କିଲୋମିଟର ଓ ଦୁର୍ଗ ସହର ଠାରୁ ୨୫ କିଲୋମିଟର ଦୂରରେ ଅବସ୍ଥିତ । ଏହି ମନ୍ଦିର ପରମାପୂଜ୍ୟ ଶ୍ରୀ ପିଥଧୀଶ୍ୱର ଯୋଗୀରାଜ ଯୁଧିଷ୍ଠିର ଜୀ ମହାରାଜଙ୍କଦ୍ୱାରା ସ୍ଥାପିତ ହେଇଥିଲା । ରାୟପୁର ରେଳ ଷ୍ଟେସନ ଠାରୁ ଏହାର ଦୂରତା ମାତ୍ର ୫ କିଲୋମିଟର ।