"ରାୟଗଡ଼ା" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେ ବ/ୱ ଫଳା ବଦଳ
ଟିକେ removing htttp from website, url is the right place for links
୭୩ କ ଧାଡ଼ି:
 
== ଜନସଂଖ୍ୟା ==
୨୦୦୧ ଜନଗଣନା ଅନୁସାରେ ରାୟଗଡ଼ା ସହରର ଲୋକସଂଖ୍ୟା ୫୭,୭୩୨ । ସେଥିରୁ ପୁରୁଷ ସଂଖ୍ୟା ୨୯,୫୧୪ ଓ ମହିଳା ସଂଖ୍ୟା ୨୮,୨୧୮<ref>[http://web.archive.org/web/20040616075334/http://www.censusindia.net/results/town.php?stad=A&state5=999"ଜନସଂଖ୍ୟା -୨୦୦୧"]</ref> । ୨୦୧୧ ଜନଗଣନା ଅନୁଯାୟୀ ରାୟଗଡାର ଲୋକସଂଖ୍ୟା ୭୧,୨୦୮ । ତନ୍ମଧ୍ୟରୁ ପୁରୁଷ ସଂଖ୍ୟା ୩୬,୦୩୬ ଏବଂ ମହିଳା ସଂଖ୍ୟା ୩୫,୧୭୨ ।<ref name=Populationfinder>{{cite web|title=Population of Rayagada-୨୦୧୧|url=http://www.censusindia.gov.in/pca/SearchDetails.aspx?Id=444343|website=http://www.censusindia.gov.in|publisher=Census of India|accessdate=16 June 2015}}</ref> ହିନ୍ଦୁ ବ୍ୟତୀତ ସିନ୍ଧୀ, ଗୁଜରାଟୀ, ମାରବାଡି ସଂପ୍ରଦାୟର ଲୋକ ମଧ୍ୟ ଏଠାରେ ବସବାସ କରନ୍ତି । ପଡୋଶୀ ଆନ୍ଧ୍ର ପ୍ରଦେଶ ସହିତ ସଡକ ପଥ ଏବଂ ରେଳପଥରେ ଉତ୍ତମ ଯୋଗାଯୋଗ ରହିଥିବାରୁ ଏଠାରେ ତେଲୁଗୁ ଭାଷାଭାଷୀ ଲୋକଙ୍କ ସଂଖ୍ୟା ମଧ୍ୟ ଅଧିକ । [[ଓଡ଼ିଆ]], [[ତେଲୁଗୁ ଭାଷା|ତେଲୁଗୁ]] ସହିତ ସୌରା ଓ କୁଇ ଭାଷା ମଧ୍ୟ ଏଠାରେ ପ୍ରଚଳିତ ।
 
== ଭୂଗୋଳ ==
"https://or.wikipedia.org/wiki/ରାୟଗଡ଼ା"ରୁ ଅଣାଯାଇଅଛି