"ମହାବୀର ମନ୍ଦିର" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେ ବ/ୱ ଫଳା ବଦଳ
ଟିକେ removing htttp from website, url is the right place for links
୧ କ ଧାଡ଼ି:
{{Infobox Hindu temple|name=Mahavir Mandir<br>महावीर मंदिर|image=Mahavir Mandir.jpg|pushpin_map=India Patna|latm=36|latNS=N|latd=25|longm=8|longEW=E|longd=85|lats=14|longs=11|map_caption=Location in Patna|other_names=Hanuman Mandir|proper_name=Mahavir Mandir|devanagari='''महावीर मंदिर''' या '''हनुमान मंदिर'''|Devanagari='''महावीर मंदिर''' या '''हनुमान मंदिर'''|country=[[India]]|state=[[Bihar]]|location=[[Patna]]|coordinates_region=IN|coordinates_display=title|primary_deity=[[Hanuman]]|architecture=[[Nagri Architecture]]|date_built=First built - unknown<br> Rebuilt - 1947<br>Final Rebuilt - 1987|creator=unknown|website=http://www.mahavirmandirpatna.org/}}'''ମହାବୀର ମନ୍ଦିର ''' (Hindi: '''महावीर मंदिर''' or '''हनुमान मंदिर''')ଭଗବାନ ହନୁମାନଙ୍କୁ ଉତ୍ଶାର୍ଗୀକୃତ ଓ ଏହା ଭାରତୀୟ ରାଜ୍ୟ ବିହାରର ପାଟଣା ସହରରେ ଅବସ୍ଥିତ । ଏହି ମନ୍ଦିରକୁ ସମଗ୍ର ଭାରତରୁ ଲକ୍ଷ୍ୟାଧିକ ଭକ୍ତ ପ୍ରତିବର୍ଷ ଆସିଥାନ୍ତି । ଏହା ଉତ୍ତର ଭାରତର ଦ୍ୱିତୀୟ ସର୍ବାଧିକ ଲୋକପ୍ରିୟ ମନ୍ଦିର ଭାବରେ ଖ୍ୟାତ । ମହାବୀର ଟ୍ରଷ୍ଟର ସମ୍ପାଦକ ଭାବେ ଆଚାର୍ଯ୍ୟ କିଶୋର କୁନାଲ ଏହାର ପରିଚାଳନା କରନ୍ତି । <ref>{{Cite news|date=9 July 2009|title=Mahavir Mandir to have its twin in Houston|url=http://articles.timesofindia.indiatimes.com/2009-07-09/patna/28197134_1_acharya-kishore-kunal-houston-patna|publisher=Times of India}}</ref>
 
ଏହି ଟ୍ରଷ୍ଟର ଆଯ ଓ ବଜେଟ ମଧ୍ୟ ଉତ୍ତର ଭାରତରେ ଦ୍ୱିତୀୟ ସର୍ବାଧିକ । ଏଠାରେ ଉଲ୍ଲେଖ ଯୋଗ୍ୟ ଯେ ମାଁ ବାଇସ୍ନୋଦେବୀଙ୍କ ମନ୍ଦିରର ଆୟସର୍ବାଧିକ ।  <ref name="timesofindia.indiatimes.com">{{Cite web}}</ref> ଏହି ମନ୍ଦିରର ଦୈନିକ ଆୟ  ହାରାହାରି  1 ଲକ୍ଷ୍ରୁ  ଅଧିକ ହେଇଥାଏ ।