"ଡିଭାଇନ ପବ୍ଳିକ ସ୍କୁଲ, ରାୟଗଡ଼ା" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେ ବ/ୱ ଫଳା ବଦଳ
ଟିକେ removing htttp from website, url is the right place for links
୨୫ କ ଧାଡ଼ି:
 
== ଇତିହାସ ==
୧୯୯୩ ମସିହାରେ ପ୍ରତିଷ୍ଠିତ ଏହି ବିଦ୍ୟାଳୟ [[ଓଡ଼ିଶା ସରକାର]]ଙ୍କ ଶିକ୍ଷା ବିଭାଗଦ୍ୱାରା ସ୍ୱୀକୃତିପ୍ରାପ୍ତ । ଏହି ବିଦ୍ୟାଳୟରେ ହିନ୍ଦୀ ଦ୍ୱିତୀୟ୍ ସ୍ୱୀକୃତ ଭାଷା । ବିଦ୍ୟାଳୟଟି ଆଇସିଏସ୍ଇ ([[:en:Indian Certificate of Secondary Education|ICSE]]) ସହ ଅନୁବନ୍ଧିତ ।<ref>[http://www.winentrance.com/schools/icse/orissa/divine-public-school-rayagada-orissa.html "DPS, Rayagada"] winentrance.com</ref> ବିଦ୍ୟାଳୟରେ ଏକ ପାଠାଗାର ରହିଅଛି ।<ref>[http://oruschool.in/schools/popular-indian-schools/article/15304 "Indian Schools"] oruschool.in</ref> ଡ଼ିଭାଇନ୍ ଗ୍ରୁପ ଶୈକ୍ଷିକ ଅନୁଷ୍ଠାନ ସାଧାରଣତଃ ଛାତ୍ର/ଛାତ୍ରୀଙ୍କ ପାଠ୍ୟୋତ୍ତର ଉତ୍କୃଷ୍ଟତା ପ୍ରକାଶ ନିମନ୍ତେ ଉଦ୍ଦିଷ୍ଟ । ପ୍ରତି ପିଲାର ସାମଗ୍ରିକ ବିକାଶ ଏହି ଅନୁଷ୍ଠାନର ଲକ୍ଷ୍ୟ ।<ref name=kulguru>{{cite web|title=Divine Public School, Rayagada|url=http://www.kulguru.com/school/divine-public-school-vwi5ok6i|website=http://www.kulguru.com|accessdate=30 November 2015}}</ref>
 
== ଆଧାର ==