"ଜୟଦ୍ରଥ ସୁନା" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେNo edit summary
ଟିକେ removing htttp from website, url is the right place for links
 
୪୮ କ ଧାଡ଼ି:
'''ଜୟଦ୍ରଥ ସୁନା''' (ଜନ୍ମ: ୧ ଜୁଲାଇ ୧୯୮୪), ଜଣେ କେନ୍ଦ୍ର ସାହିତ୍ୟ ଏକାଡେମୀ ଯୁବ ପୁରସ୍କାରପ୍ରାପ୍ତ ଓଡ଼ିଆ ସାହିତ୍ୟିକ । ନିଜ କବିତା ପୁସ୍ତକ "ଶୋଷ" ପାଇଁ ସେ ୨୦୧୮ ମସିହାରେ ଏହି ପୁରସ୍କାର ଲାଭ କରିଥିଲେ ।<ref>{{cite web |title=ଶିଶୁସାହିତ୍ୟିକ ବୀରେନ୍ଦ୍ର ମହାନ୍ତି ଓ ଯୁବକବି ଜୟଦ୍ରଥ ସୁନା ପାଇବେ ସାହିତ୍ୟ ଅକାଦେମି ପୁରସ୍କାର |url=http://sambad.in/state/birendra-mohanty-and-jaydratha-suna-will-get-academy-award-163742/ |website=sambad.in |publisher=ସମ୍ବାଦ |accessdate=27 February 2019}}</ref> ଜୟଦ୍ରଥଙ୍କ କବିତା ବିଭିନ୍ନ ଓଡ଼ିଆ ପତ୍ରପତ୍ରିକାରେ ପ୍ରକାଶିତ । ଶୋଷ ତାଙ୍କର ପ୍ରଥମ କବିତା ସଂକଳନ ଓ ଏଥିରେ ୩୨ଟି କବିତା ରହିଛି ।
 
ଜୟଦ୍ରଥ, ନିଜ ଲେଖାରେ ଶୋଷିତ, ଅବହେଳିତ ଓ ଆଦିବାସୀଙ୍କ ଜୀବନଶୈଳୀକୁ ଦର୍ଶେଇଥାନ୍ତି । ତାଙ୍କ ନିଜ ପିଲାଦିନ ଦାରିଦ୍ର‍ ଭିତରେ ବିତିଥିଲା । ବାପା ତାଙ୍କର ରିକ୍ସାଚାଳକ ଥିଲେ । ଦୟଦ୍ରଥ ଓଡ଼ିଆ ଓ ରାଜନୀତି ବିଜ୍ଞାନରେ ସ୍ନାତକୋତ୍ତର ଶିକ୍ଷାଲାଭ କରିଛନ୍ତି । ବର୍ତ୍ତମାନ ଶିକ୍ଷକତା କରୁଛନ୍ତି ।<ref>{{cite web |title=ଓଡ଼ିଶାରୁ ବୀରେନ୍ଦ୍ର, ଜୟଦ୍ରଥ |url=http://sarbasadharana.com/%E0%AC%93%E0%AD%9C%E0%AC%BF%E0%AC%B6%E0%AC%BE%E0%AC%B0%E0%AD%81-%E0%AC%AC%E0%AD%80%E0%AC%B0%E0%AD%87%E0%AC%A8%E0%AD%8D%E0%AC%A6%E0%AD%8D%E0%AC%B0-%E0%AC%9C%E0%AD%9F%E0%AC%A6%E0%AD%8D%E0%AC%B0/ |website=http://sarbasadharana.com |publisher=ସର୍ବସାଧାରଣ |accessdate=4 March 2019}}</ref>
 
== ରଚନାବଳୀ ==