"ଋତୁସ୍ରାବ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଲିଙ୍କ ଦିଆଗଲା
ଟିକେ removing htttp from website, url is the right place for links
୫ କ ଧାଡ଼ି:
 
<!-- ପୁନଃପୌନିକତା -->
ପ୍ରଥମ ଋତୁସ୍ରାବ ୧୨ରୁ ୧୫ ବର୍ଷ ବୟସରେ ଆରମ୍ଭ ହୁଏ ଯାହାକୁ [[ରଜୋଦର୍ଶନ]] ([[ଇଂରାଜୀ ଭାଷା]]ରେ [[ମେନାର୍କି]]/ [[:en:menarche|menarche]]) କୁହାଯାଏ ।<ref name=Jones2011/> ଋତୁସ୍ରାବ ଆହୁରି ଆଗରୁ ୮ ବର୍ଷ ବୟସରେ ମଧ୍ୟ ବେଳେ ବେଳେ ଆରମ୍ଭ ହୁଏ ଓ ଏହାକୁ ମଧ୍ୟ "ସାଧାରଣ" କୁହାଯାଏ ।<ref name=Women2014Men/> [[ବିକଶିତ ଦେଶ]]ମାନଙ୍କରେ ଏହା ଶୀଘ୍ର ଆରମ୍ଭ ହୁଏ ଓ [[ବିକାଶଶୀଳ ଦେଶ]]ମାନଙ୍କରେ ବିଳମ୍ବରେ ଆରମ୍ଭ ହୁଏ । <!-- <ref name=Diaz2006/> --> ଋତୁ ଆରମ୍ଭର ପ୍ରଥମ ଦିନଠାରୁ ପରବର୍ତ୍ତି ଋତୁର ପ୍ରଥମ ଦିନ ପର୍ଯ୍ୟନ୍ତ ଯୁବତୀମାନଙ୍କର ପ୍ରାୟ ୨୧ରୁ ୪୫ ଦିନ ଓ ବୟଃପ୍ରାପ୍ତ ମହିଳାଙ୍କର ୨୧ରୁ ୩୧ ଦିନ (ହାରାହାରି ୨୮ ଦିନ) ସମୟ ଲାଗେ ।<ref name=Women2014Men/><ref name=Diaz2006>{{cite journal|last1=American Academy of Pediatrics Committee on|first1=Adolescence|last2=American College of Obstetricians and Gynecologists Committee on Adolescent Health|first2=Care|last3=Diaz|first3=A|last4=Laufer|first4=MR|last5=Breech|first5=LL|title=Menstruation in girls and adolescents: using the menstrual cycle as a vital sign.|journal=Pediatrics|date=November 2006|volume=118|issue=5|pages=2245–50|pmid=17079600}}</ref> ପ୍ରାୟ ୪୫ରୁ ୫୫ ବୟସ ମଧ୍ୟରେ [[ଋତୁବନ୍ଦ]] ହୁଏ ଯେଉଁ ସମୟଠାରୁ ଋତୁସ୍ରାବ ସମ୍ପୁର୍ଣ୍ଣ ବନ୍ଦ ହୋଇଯାଏ ।<ref name=NIH2013Def>{{cite web|title=Menopause: Overview|url=http://www.nichd.nih.gov/health/topics/menopause/Pages/default.aspx|website=http://www.nichd.nih.gov|accessdate=8 March 2015|date=2013-06-28}}</ref> ଋତୁସ୍ରାବ ସାଧାରଣତଃ ୨ରୁ ୭ ଦିନ ପର୍ଯ୍ୟନ୍ତ ଲାଗିରହେ ।<ref name=Women2014Men/>
 
<!-- ଋତୁଚକ୍ର -->
"https://or.wikipedia.org/wiki/ଋତୁସ୍ରାବ"ରୁ ଅଣାଯାଇଅଛି