"ଦେବାଶିଷ ପାଣିଗ୍ରାହୀ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେ reference error fix
ଟିକେ ଉପଯୁକ୍ତ ଶ୍ରେଣୀକୁ ଘୁଞ୍ଚାଗଲା, replaced: ଶ୍ରେଣୀ:ଓଡ଼ିଆ ସାହିତ୍ୟ ଏକାଡେମୀ ପୁରସ୍କାର ପ୍ରାପ୍ତ ଲେଖ using AWB
୫୮ କ ଧାଡ଼ି:
}}
 
'''ଦେବାଶିଷ ପାଣିଗ୍ରାହୀ'''(ଜନ୍ମ : ୨୯ ଅଗଷ୍ଟ ୧୯୬୫) ଜଣେ ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାରପ୍ରାପ୍ତ ଗାଳ୍ପିକ । ୨୦୦୨ ମସିହାରେ ସେ ନିଜ କ୍ଷୁଦ୍ରଗଳ୍ପ ସଂକଳନ "ତଥାକଥିତ" ପାଇଁ ଏହି ପୁରସ୍କାର ଲାଭ କରିଥିଲେ ।<ref>{{cite web |title=ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କୃତ ପୁସ୍ତକ ଓ ଲେଖକ |url=http://odishasahityaakademi.org/English/sahitya-award9.php |website=odishasahityaakademi.org |accessdate=24 December 2018}}</ref> ସେ ୧୯୯୧ ମସିହାର ଭାରତୀୟ ପୁଲିସ ସେବା ଅଧିକାରୀ ଓ ବର୍ତ୍ତମାନ ଭିଜିଲାନ୍ସ ନିର୍ଦେଶକ(୨୫ ଡିସେମ୍ବର ୨୦୧୬ରୁ) ଭାବରେ ଅବସ୍ଥାପିତ ଅଛନ୍ତି ।<ref>{{cite web |title=Major Reshuffle in Odisha IPS Cadre: Debasis Panigrahi new Odisha Vigilance Director |url=http://pragativadi.com/major-reshuffle-odisha-ips-cadre-debasis-panigrahi-new-odisha-vigilance-director/ |website=pragativadi.com |accessdate=26 December 2018}}</ref> ତାଙ୍କ ଗଳ୍ପ ଇଂରାଜୀ, ହିନ୍ଦୀ, ବଙ୍ଗଳା,ତେଲୁଗୁ ଓ କନ୍ନଡ଼ ଆଦି ଭାଷାକୁ ଅନୁବାଦିତ ହୋଇସାରିଛି ।<ref>{{cite web |title=Cop book at London fair |url=https://www.telegraphindia.com/states/odisha/cop-book-at-london-fair/cid/1397827 |website=telegraphindia.com |accessdate=26 December 2018}}</ref>
 
== ରଚନାବଳୀ ==
୭୮ କ ଧାଡ଼ି:
{{ଆଧାର}}
{{ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର (କ୍ଷୁଦ୍ରଗଳ୍ପ)}}
 
[[ଶ୍ରେଣୀ:ଓଡ଼ିଆ ଗାଳ୍ପିକ]][[ଶ୍ରେଣୀ:ଓଡ଼ିଆ ସାହିତ୍ୟ ଏକାଡେମୀ ପୁରସ୍କାର ପ୍ରାପ୍ତ ଲେଖକ]]
[[ଶ୍ରେଣୀ:ଓଡ଼ିଆ ଗାଳ୍ପିକ]]
[[ଶ୍ରେଣୀ:ଓଡ଼ିଆ ଗାଳ୍ପିକ]][[ଶ୍ରେଣୀ:ଓଡ଼ିଆଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର ପ୍ରାପ୍ତ ଲେଖକସମ୍ମାନିତ]]
[[ଶ୍ରେଣୀ:୧୯୬୫ ଜନ୍ମ]]
[[ଶ୍ରେଣୀ:ଓଡ଼ିଆ ଲୋକ]]