"ହଳଧର ନାଗ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଚିତ୍ର ବୋଦୋଡି ଗୋଲା
ଟ୍ୟାଗସବୁ: ମୋବାଇଲ ସମ୍ପାଦନା ମୋବାଇଲ ୱେବ ବଦଳ Advanced mobile edit
କୋଶଳି -> ସମ୍ବଲପୁରୀ; ବହୁଳ ଭାବେ ବ୍ୟବହୃତ ଶବ୍ଦହିଁ ଉଇକିପିଡ଼ିଆରେ ସ୍ଥାନ ପାଏ
୩୫ କ ଧାଡ଼ି:
| portaldisp =
}}
'''ହଳଧର ନାଗ''' [[ଓଡ଼ିଶା]]ର ଜଣେ ପଦ୍ମଶ୍ରୀ ସମ୍ମାନିତ କବି ଓ ଲେଖକ । ସେ କୋଶଳି[[ସମ୍ବଲପୁରୀ ଭାଷାରେଭାଷା]]ରେ ସାହିତ୍ୟ ସର୍ଜନା କରି, ସେ ପ୍ରାୟ ୩୩୦ରୁ ଉର୍ଦ୍ଧ ଅନୁଷ୍ଠାନଦ୍ୱାରା ପୁରସ୍କୃତ ହୋଇଛନ୍ତି ।<ref>http://www.telegraphindia.com/1100925/jsp/orissa/story_12978196.jsp</ref>
 
== ବାଲ୍ୟଜୀବନ ==
୪୧ କ ଧାଡ଼ି:
 
== ସାହିତ୍ୟ ସାଧନା ==
ଧରାବନ୍ଧା ଶିକ୍ଷାର ଅଭାବ ହଳଧରଙ୍କ ସାହିତ୍ୟ ସର୍ଜନାରେ କେବେ ବାଧା ହୋଇ ପାରିନାହିଁ । ଆରମ୍ଭରୁ କୋଶଳିସମ୍ବଲପୁରୀ ଲୋକ କାହାଣୀ ଲେଖୁଥିବା ହଳଧର, ୧୯୯୦ ମସିହାରେ ସେ ନିଜ ପ୍ରଥମ କବିତା "ଧୋଡୋ ବରଗଛ୍" ଲେଖିଥିଲେ ।<ref>http://prameyanews7.com/en/jan2016/odisha/12727/Odisha%E2%80%99s-Nila-Madhab-Panda-and-Kosli-poet-Haldhar-Nag-chosen-for-Padma-Shri-Award.htm</ref> ନିଜର ଅନୁଭୁତିକୁ ପାଥେୟ କରି ସେ ଲେଖିଛନ୍ତି ଅନେକ ଲୋକକାବ୍ୟ । କୋଶଳିସମ୍ବଲପୁରୀ ଭାଷାରେ ତାଙ୍କର ଅନେକ କିମ୍ବଦନ୍ତୀ ମୁଳକ କାବ୍ୟ ଅଛି । ତାଙ୍କ ରଚନା ମଧ୍ୟରୁ "ମହାସତୀ ଉର୍ମିଳା" ସର୍ବଶ୍ରେଷ୍ଠ ବୋଲି ହଳଧର ମନେ କରନ୍ତି ।
=== ଲୋକକାବ୍ୟ ===
* ରାତି
୭୧ କ ଧାଡ଼ି:
 
== ଲକ୍ଷ ==
କୋଶଲିସମ୍ବଲପୁରୀ ଭାଷାରେ ବହୁତ କମ ଲେଖା ଅଛି । ଏଣୁ କୋଶଲିସମ୍ବଲପୁରୀ ଭାଷାକୁ ବିଶ୍ୱ ସ୍ତରରେ ପରିଚିତ କରାଇବା ପାଇଁ ସେ ଶପଥ ନେଇଛନ୍ତି ବୋଲି ହଲଧର କହନ୍ତି । କୋଶଲିସମ୍ବଲପୁରୀ ଭାଷା ସଂସ୍କୃତରୁ ହିଁ ସୃଷ୍ଟି । ମାତ୍ର ଉପଯୁକ୍ତ ଭାବେ ବୁଝିବା ପାଇଁ ଲୋକେ ସମର୍ଥ ହେଉନାହନ୍ତି ବୋଲି ହଲଧର କହନ୍ତି । ଯେମିତି ଗାମୁଛାକୁ କୋଶଲିସମ୍ବଲପୁରୀ ଭାଷାରେ କୁହାଯାଏ 'କରିଆ'। ସଂସ୍କୃତ ଭାଷାର କର ଧାତୁରୁ କରିଆ ସୃଷ୍ଟି । ଏଭଳି ଉଦାହରଣ ଅନେକ । ତେଣୁ ଏ ସବୁକୁ ଲୋକଲୋଚନକୁ ଆଣିବା ତାଙ୍କ ଲକ୍ଷ ବୋଲି ହଳଧର କୁହନ୍ତି ।{{citation needed}}
 
== ସମ୍ମାନ ==
* ପଦ୍ମଶ୍ରୀ - ୨୦୧୬<ref>http://odishasuntimes.com/2016/01/25/odishas-nila-madhab-panda-haladhar-nag-among-padma-awardees/</ref>
* [[କେନ୍ଦ୍ର ସାହିତ୍ୟ ଏକାଡେମୀ ଭାଷା ସମ୍ମାନ]] - ୨୦୧୭<ref>{{cite news |title=Four Odias get Sahitya Akademi Award |url=https://www.dailypioneer.com/2018/state-editions/four-odias--get-sahitya-akademi-award.html |accessdate=6 December 2018 |publisher=The Pioneer |date=6 December 2018}}</ref>
* ବ୍ରହ୍ମପୁତ୍ର ସମ୍ମାନ (ସମ୍ବଲପୁର ବିଶ୍ୱବିଦ୍ୟାଳୟଦ୍ୱାରା ପ୍ରଦତ୍ତ)
* ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର - ୨୦୧୪
 
"https://or.wikipedia.org/wiki/ହଳଧର_ନାଗ"ରୁ ଅଣାଯାଇଅଛି