"ବିଦ୍ୟୁତ୍ ଶକ୍ତି" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
No edit summary
ଟିକେ Regular Character Changes
୧ କ ଧାଡ଼ି:
{{Short description|ପ୍ରତି ୟୁନିଟ ସମୟରେ ଏକ ପରିପଥ ଦେଇ ବୈଦୁତିକ ଊର୍ଜାର ସ୍ଥାନନ୍ତରଣ 'ହାର'}}
[[File:NIGU_Strain_tower.JPG|thumb|ବିଦ୍ୟୁତ୍ ଶକ୍ତି ଏହି ପରି ଓଭରହେଡ୍ ଲାଇନ୍ ଦ୍ୱାରାଲାଇନ୍ଦ୍ୱାରା ଏବଂ ଅଣ୍ଡରଗ୍ରାଉଣ୍ଡ ହାଇ-ଭୋଲଟେଜ୍ କେବୁଲ ମାଧ୍ୟମରେ ମଧ୍ୟ ପ୍ରେରଣ କରାଯାଏ ।]]
ପ୍ରତି ୟୁନିଟ ସମୟରେ ଏକ [[ବୈଦୁତିକ ପରିପଥ|ପରିପଥ]] ଦେଇ [[ବୈଦୁତିକ ଊର୍ଜା]]ର ସ୍ଥାନନ୍ତରଣ 'ହାର'କୁ '''ବିଦ୍ୟୁତ୍ ଶକ୍ତି''' କୁହାଯାଏ । SI ମାନକରେ [[ଶକ୍ତି]]ର ଏକକ ହେଉଛି [[Watt|ୱାଟ]] (watt), ଏକ [[Joule|ଜୁଲ୍]] (joule) ପ୍ରତି [[Second|ସେକେଣ୍ଡ]] ।
 
ବିଦ୍ୟୁତ ଶକ୍ତି ମୁଖ୍ୟତଃ [[ବୈଦୁତିକ ଜନିତ୍ର]] (ଜେନେରେଟର) ଦ୍ଵାରା ଉତ୍ପାଦନ କରାଯାଏ, ଏହା ସହ ବୈଦୁତିକ ବ୍ୟାଟେରୀ ପରି ଉତ୍ସର ବହୁଳ ପ୍ରଚାଳନ ମଧ୍ୟ ହୋଇଥାଏ । ଏହା ସାଧାରଣତଃ ଆବାସିକ ଏବଂ ବ୍ୟବହାସାୟିକ ଅନୁଷ୍ଠାନଗୁଡ଼ିକୁ [[Electric power industry|ବୈଦୁତିକ ଶକ୍ତି ଶିଳ୍ପ]] ଦ୍ୱାରା [[Electrical grid|ବିଦ୍ୟୁତ୍ ଗ୍ରୀଡ଼]] ମାଧ୍ୟମରେ ଯୋଗାଇ ଦିଆଯାଏ । ବହୁ ଦୂରରେ ଥିବା [[ବୈଦୁତିକ ଭାର]] (ଲୋଡ୍) ଗୁଡ଼ିକ ପାଇଁ [[Electric power transmission|ଟ୍ରାନ୍ସମିସନ୍ ଲାଇନ୍]] ଦ୍ଵାରା ବିଦ୍ୟୁତ୍ ଶକ୍ତି ପ୍ରେରଣ କରାଯାଇଥାଏ ।<ref name="smith-2001">
{{cite book | last1 = Smith | first1 = Clare | title = Environmental physics | date = 2001 | publisher = [[Routledge]] | location = London, United Kingdom | isbn = 0-415-20191-8}}</ref>
 
== ସଂଜ୍ଞା ==
ଯାନ୍ତ୍ରିକ ଶକ୍ତି ପରି ବୈଦୁତିକ ଶକ୍ତି ବି ହେଉଛି କାର୍ଯ୍ୟ କରିବାର ହାର, ଏହାକୁ [[Watt|ୱାଟ]] ଏକକରେ ମାପ କରାଯାଏ ଏବଂ ଲାଟିନ ଅକ୍ଷର ''P'' ଅକ୍ଷର ଦ୍ୱାରାଅକ୍ଷରଦ୍ୱାରା ସୁଚାଯାଏ । ସାଧାରଣ ଭାଷାରେ ''ୱାଟେଜ୍'' ଶବ୍ଦର ଅର୍ଥ ହେଉଛି "କେତେ ୱାଟ ବିଦ୍ୟୁତି ଶକ୍ତି ଖର୍ଚ ହୁଏ" । ଯଦି Q କୁଲମ୍ବ [[Electric charge|ଚାର୍ଜ]] ବିଶିଷ୍ଟ [[Electric current|ବିଦ୍ୟୁତ୍ ସ୍ରୋତ]] ''I'' ପ୍ରତି ''t'' ସେକେଣ୍ଡରେ [[ବିଦ୍ୟୁତ ବିଭବ]] ପାର୍ଥକ୍ୟ ([[Voltage|ଭୋଲ୍ଟେଜ୍]]) ''V'' ଦେଇ ପ୍ରବାହିତ ହୁଏ, ତେବେ ଉତ୍ପନ୍ନ ହେଉଥିବା ବିଦ୍ୟୁତ ଶକ୍ତି (ୱାଟରେ) ହେବ:
 
:<math>P = \text{work done per unit time} = \frac {VQ}{t} = VI \,</math>