"ବୀଣାପାଣି ମହାନ୍ତି" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
୧ କ ଧାଡ଼ି:
{{About|ଲେଖିକା||ବୀଣାପାଣି ମହାନ୍ତି}}
{{ଛୋଟ|Binapani Mohanty}}
{{Infobox writer <!-- For more information see [[:Template:Infobox Writer/doc]]. -->
Line ୧୬ ⟶ ୧୫:
| occupation = ଅଧ୍ୟାପିକା
| language = [[ଓଡ଼ିଆ ଭାଷା|ଓଡ଼ିଆ]], [[ଇଂରାଜୀ ଭାଷା|ଇଂରାଜୀ]]
| ethnicity = [[ଓଡ଼ିଆ ଲୋକ|ଓଡ଼ିଆ]]
| citizenship = ଭାରତୀୟ
| education = ସ୍ନାତକୋତ୍ତର (ଅର୍ଥନୀତି)<ref>{{cite web |url= http://www.womenswriting.com/WomensWriting/AuthorProfileDetail.asp?AuthorID=266 |title=Women's Writing |first= |last=|work=womenswriting.com|quote=She graduated from Ravenshaw College with a master’s degree in economics in 1959 |accessdate=8 January 2013}}</ref>
Line ୨୮ ⟶ ୨୬:
| partner =
| children =
| relatives = [[ନିରୁପମା ରଥ]] (ବଡ଼ ଭଉଣୀ)
| influences =
| influenced =
Line ୩୮ ⟶ ୩୬:
}}
 
'''ବୀଣାପାଣି ମହାନ୍ତି''' (ଜନ୍ମ: ୧୧ ନଭେମ୍ବର ୧୯୩୬) ଜଣେ [[ଓଡ଼ିଆ ଭାଷା|ଓଡ଼ିଆ]] ଗାଳ୍ପିକା । ସେ ବୃତ୍ତିରେ ଅର୍ଥନୀତି ଅଧ୍ୟପିକା ଭାବେ କାର୍ଯ୍ୟ କରି ସେଥିରୁ ଅବସର ନେଇଥିଲେ । ୨୦୨୦ ମସିହାରେ ସେ ତାଙ୍କର ସାହିତ୍ୟିକ କୃତି ନିମନ୍ତେ [[ପଦ୍ମଶ୍ରୀ|ପଦ୍ମଶ୍ରୀ]] ସମ୍ମାନ ଏବଂ ଓଡ଼ିଆ ସାହିତ୍ୟର ସର୍ବୋଚ୍ଚ ପୁରସ୍କାର [[ଅତିବଡ଼ୀ ଜଗନ୍ନାଥ ଦାସ ସମ୍ମାନ]] ଲାଭ କରିଥିଲେ <ref name="padmashree">{{cite web |title=MINISTRY OF HOME AFFAIRS: PRESS NOTE |url=https://padmaawards.gov.in/PDFS/2020AwardeesList.pdf |website=https://padmaawards.gov.in |accessdate=26 January 2020}}</ref> ଓ ପୂର୍ବରୁ [[କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ପ୍ରାପ୍ତ ଓଡ଼ିଆ ଲେଖକ|କେନ୍ଦ୍ର ସାହିତ୍ୟ ଏକାଡେମୀ]] ଓ [[ଶାରଳା ପୁରସ୍କାର]]ରେ ମଧ୍ୟ ସମ୍ମାନୀତ ହୋଇଥିଲେ । ସେ ଓଡ଼ିଶା ଲେଖିକା ସଂସଦର ସଭାପତି ଭାବରେ ମଧ୍ୟ କାର୍ଯ୍ୟ କରିଛନ୍ତି ।<ref>{{cite journal |title=କଥା ଝରକା |journal=କଥା ପତ୍ରିକା |issue=ମାର୍ଚ୍ଚ ୨୦୨୦ |page=ପୃଷ୍ଠା ୨୪ |url=http://web.archive.org/save/http://sambadepaper.com/epaper/1/82/2020-03-01/1 |accessdate=16 March 2020}}</ref>
 
== ପ୍ରାରମ୍ଭିକ ଜୀବନ ==
ବୀଣାପାଣି ମହାନ୍ତିଙ୍କ ଜନ୍ମ ୧୯୩୬ ମସିହାରେ [[ବ୍ରହ୍ମପୁର]]<nowiki/>ରେ ହୋଇଥିଲା । ମାତ୍ର ତାଙ୍କ ପୈତୃକ ଗୃହ [[କେନ୍ଦ୍ରାପଡ଼ା ଜିଲ୍ଲା|କେନ୍ଦ୍ରାପଡ଼ା]] ନିକଟସ୍ଥ ଚାନ୍ଦୋଳଠାରେ ଥିଲା । ସେ ୧୯୫୩ ମସିହାରେ ମାଟ୍ରିକ, ୧୯୫୭ରେ ଅର୍ଥନୀତିରେ ସ୍ନାତକ ଓ ୧୯୫୯ରେ ସ୍ନାତକୋତ୍ତର ଉତ୍ତୀର୍ଣ୍ଣ ହୋଇଥିଲେ । ତାଙ୍କର ସାହିତ୍ୟିକ ଜୀବନ କବିତା ଲେଖାରୁ ଆରମ୍ଭ ହୋଇ ଥିଲା । ୧୯୬୦ ମସିହାରେ ସେ ଜଣେ ଅର୍ଥନୀତି ଅଧ୍ୟାପିକା ଭାବେ କାର୍ଯ୍ୟ ଆରମ୍ଭ କରିଥିଲେ ଓ ୧୯୯୨ରେ ଏଥିରୁ ଅବସର ଗ୍ରହଣ କରିଥିଲେ । ସେ ଆଜୀବନ ଅବିବାହିତା ।<ref name="mta sa">{{cite web |title=meet the author Binapani Mohanty |url=http://sahitya-akademi.gov.in/library/meettheauthor/binapani_mohanty.pdf |publisher=sahitya-akademi.gov.in Sahitya|accessdate=26 AkademiJuly 2020}}</ref>
 
== ସାହିତ୍ୟ ସର୍ଜନା ==
Line ୮୪ ⟶ ୮୨:
 
== ସମ୍ମାନ ଓ ପୁରସ୍କାର ==
* [[ଅତିବଡ଼ୀ ଜଗନ୍ନାଥ ଦାସ ସମ୍ମାନ]] - ୨୦୨୦<ref>{{cite news |title=ବୀଣାପାଣି ମହାନ୍ତି ପାଇବେ ଅତିବଡ଼ୀ ଜଗନ୍ନାଥ ଦାସ ପୁରସ୍କାର |url=httphttps://web.archive.org/saveweb/20200303073429/http://dharitriepaper.in/edition/4897/bhubaneswar/page/3 |accessdate=3 March 2020 |issue=ଧରିତ୍ରୀ ୦୩।୦୩।୨୦୨୦ ଭୁବନେଶ୍ୱର ସଂସ୍କରଣ ପୃଷ୍ଠା ୩ |publisher=ଧରିତ୍ରୀ}}</ref>
* [[ପଦ୍ମଶ୍ରୀ|ପଦ୍ମଶ୍ରୀ]] (୨୦୨୦) <ref name="padmashree">{{cite web |title=MINISTRY OF HOME AFFAIRS: PRESS NOTE |url=https://padmaawards.gov.in/PDFS/2020AwardeesList.pdf |website=padmaawards.gov.in |accessdate=26 January 2020}}</ref>
* [[କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର]] ([[ପାଟଦେଇ]] ପାଇଁ ୧୯୯୦ରେ)<ref>[http://orissa.gov.in/e-magazine/orissaannualreference/ORA-2005/pdf/recipients_of_kendra_sahitya.pdf କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ପ୍ରାପ୍ତ ଓଡ଼ିଆ ଲେଖକ]</ref>
* [[ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର]], ୧୯୬୯ ([[କସ୍ତୁରୀ ମୃଗ ଓ ସବୁଜ ଅରଣ୍ୟ]] ପାଇଁ)<ref>{{cite web|title=ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କୃତ ପୁସ୍ତକ ଓ ଲେଖକ|url=http://odishasahityaakademi.org/sahitya-award1.php|publisher=ଓଡ଼ିଶା ସାହିତ୍ୟ ଏକାଡେମୀ|accessdate=10 March 2017}}</ref>
* [[ଶାରଳା ପୁରସ୍କାର]], ୨୦୧୦ <ref>{{cite web |url= http://www.hindu.com/2010/06/16/stories/2010061652550300.htm |title=The Hindu : Other States / Orissa News : Sarla Puraskar presented to Binapani Mohanty |first= |last=|work=hindu.com |year=2010|quote=Celebrated writer Binapani Mohanty was conferred the coveted literary award - Sarala Puraskar - for 2010 |accessdate=8 January 2013}}</ref>
* ସାହିତ୍ୟ ଭାରତୀ ସମ୍ମାନ, ୨୦୦୧<ref>{{cite news |title=Binapani Mohanty gets Sahitya Bharati Samman |url=https://timesofindia.indiatimes.com/india/Binapani-Mohanty-gets-Sahitya-Bharati-Samman/articleshow/1542445388.cms |accessdate=26 July 2020 |work=Times of India |date=21 January 2002}}</ref>
* ଧରିତ୍ରୀ କ୍ଷୁଦ୍ରଗଳ୍ପ ସମ୍ମାନ, ୧୯୮୦<ref>{{cite web|title=ଅନୁଭୂତିରେ ଜର୍ଜରିତ ହେଲେ ଯାଇ ଗଳ୍ପରେ ତାକୁ ରୂପ ଦିଏ|url=http://www.dharitri.com/sahityayan/261215/p7.htm|publisher=ଧରିତ୍ରୀ, ସାହିତ୍ୟାୟାନ|accessdate=10 March 2017|date=26 December 2015}}</ref>
 
== ଆଧାର ==
{{Reflist|30em}}
{{Reflist|30em}}{{ଓଡ଼ିଶାର ପଦ୍ମ ବିଜେତା}}{{ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର (କ୍ଷୁଦ୍ରଗଳ୍ପ)}}
{{ଓଡ଼ିଶାର ପଦ୍ମ ବିଜେତା}}
{{ଅତିବଡ଼ୀ ଜଗନ୍ନାଥ ଦାସ ସମ୍ମାନ}}
{{Reflist|30em}}{{ଓଡ଼ିଶାର ପଦ୍ମ ବିଜେତା}}{{ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର (କ୍ଷୁଦ୍ରଗଳ୍ପ)}}
{{ଶାରଳା ପୁରସ୍କାର}}
{{ସାହିତ୍ୟ ଭାରତୀ ସମ୍ମାନ}}
{{Authority control}}
 
[[ଶ୍ରେଣୀ:୧୯୩୬ ଜନ୍ମ]]
[[ଶ୍ରେଣୀ:ଜୀବିତ ବ୍ୟକ୍ତି]]
[[ଶ୍ରେଣୀ:କଟକପଦ୍ମଶ୍ରୀ ଜିଲ୍ଲାର ଲୋକସମ୍ମାନିତ]]
[[ଶ୍ରେଣୀ:ଓଡ଼ିଆଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର ପ୍ରାପ୍ତ ଲେଖକସମ୍ମାନିତ]]
[[ଶ୍ରେଣୀ:ଓଡ଼ିଆ ଗାଳ୍ପିକ]]
[[ଶ୍ରେଣୀ:କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ବିଜେତା]]
[[ଶ୍ରେଣୀ:ଶାରଳା ପୁରସ୍କାର ବିଜେତା]]
[[ଶ୍ରେଣୀ:କଟକ ଜିଲ୍ଲାର ଲୋକ]]
[[ଶ୍ରେଣୀ:ଓଡ଼ିଆ ଗାଳ୍ପିକ]]
[[ଶ୍ରେଣୀ:୨୦୧୭ ମହିଳା ଇତିହାସ ମାସରେ ଗଢ଼ା ବା ଉନ୍ନତ କରାଯାଇଥିବା ପ୍ରସଙ୍ଗମାନ]]
[[ଶ୍ରେଣୀ:ଓଡ଼ିଆ ସାହିତ୍ୟ ଏକାଡେମୀ ପୁରସ୍କାର ପ୍ରାପ୍ତ ଲେଖକ]]
[[ଶ୍ରେଣୀ:ପଦ୍ମଶ୍ରୀ ସମ୍ମାନିତ]]