"ମିତ୍ରଭାନୁ ଗୌନ୍ତିଆ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
No edit summary
୨୧ କ ଧାଡ଼ି:
 
==ପ୍ରାରମ୍ଭିକ ଜୀବନ==
ମିତ୍ରଭାନୁଙ୍କ ଜନ୍ମ ସମ୍ବଲପୁର ଜିଲ୍ଲାର [[ରଙ୍ଗବତୀ ବିଲୁଙ୍ଗ]] (ପୁରୁଣା ନାମ [[ବିଲୁଙ୍ଗ]]) ଗ୍ରାମରେ । ୧୨ ବର୍ଷ ବୟସରେ ଉଚ୍ଚ ପ୍ରାଥମିକ ଶିକ୍ଷା ସମାପନ କରି ସେ ସମ୍ବଲପୁରୀ ଭାଷାରେ ଛୋଟ ଛୋଟ ଗୀତ ରଚନା କରିବା ଆରମ୍ଭ କରିଥିଲେ । ସେତେବେଳେ ସମ୍ବଲପୁରର ଏହି ପଲ୍ଲୀ ଅଞ୍ଚଳରେ ଦୂରଦର୍ଶନ ଲୋକଙ୍କ ପାଖରେ ପହଞ୍ଚି ନ ଥିଲା । ଲୋକଙ୍କ ମନୋରଞ୍ଜନର ଏକମାତ୍ର ମାଧ୍ୟମ ଥିଲା ରେଡିଓ । ୧୯୭୧ ମସିହାରେ ସମ୍ବଲପୁର [[ଆକାଶବାଣୀ|ଆକାଶବାଣୀ ସମ୍ବଲପୁର]] ତାଙ୍କୁ ସ୍ବୀକୃତିପ୍ରାପ୍ତ ଗୀତିକାର ଭାବେ ପ୍ରମାଣପତ୍ର ପ୍ରଦାନ କରିଥିଲା । ସମ୍ବଲପୁରୀରେ ପ୍ରାୟ ୧୦୦୦ରୁ ଅଧିକ ଗୀତ ରଚନା କରିବା ପରେ ସେ ୧୯୮୩ ମସିହାରେ ଗୀତିନାଟ୍ୟ ରଚନା କରିବା ଆରମ୍ଭ କଲେ । ତାଙ୍କ ରଚିତ ପ୍ରଥମ ଗୀତିନାଟ୍ୟ ହେଉଛି ''ଭାଇ ଜିଉନ୍ତିଆ'' । ସାହିତ୍ୟ ମାଧ୍ୟମରେ ସମାଜରେ ସଂସ୍କାର ଆଣିବା ପାଇଁ ସେ ପ୍ରୟାସ କରିଛନ୍ତି । ଜଙ୍ଗଲ କ୍ଷୟ ରୋକିବା ଦିଗରେ ସେ ଜନ ସଚେତନତା ଜାଗ୍ରତ କରିବା ଉଦ୍ଦେଶ୍ୟରେ ''ଝାରବଣିଆ'' ନାମରେ ଏକ ଗୀତିନାଟ୍ୟ ରଚନା କରିଥିଲେ । ଏହି ଗୀତିନାଟ୍ୟର ଲୋକପ୍ରିୟତା ଫଳରେ ବନୀକରଣ ଯୋଜନାରେ ସମ୍ବଲପୁରର ଜଙ୍ଗଲ ବିଭାଗ ୧୯୯୧ ମସିହାରେ "ଇନ୍ଦିରା ପ୍ରିୟଦର୍ଶିନୀ ବୃକ୍ଷ ମିତ୍ର ପୁରସ୍କାର" ଲାଭ କରିଥିଲା ।<ref name="barpalidays">{{cite web |title=Mitrabhanu Gountia: The epitome of Sambalpuri culture |url=https://barpalidays.blogspot.com/2018/10/mitrabhanu-gountia-epitome-of.html |website=The Barpali Days |accessdate=22 February 2020}}</ref> ତାଙ୍କରିତାଙ୍କ ସମ୍ମାନରେ ତାଙ୍କ ଜନ୍ମଭୂମି ବିଲୁଙ୍ଗ ଗ୍ରାମକୁ ସ୍ଥାନୀୟ ପ୍ରଶାସନଓଡ଼ିଆ '''ରଙ୍ଗବତିରଙ୍ଗବତୀ ବିଲୁଙ୍ଗ''' ଭାବେ ପୁନଃନାମକରଣ କରିଛନ୍ତି ।
 
== ରଚନାବଳୀ ==