"ମିତ୍ରଭାନୁ ଗୌନ୍ତିଆ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେ Regular Character Changes
No edit summary
୬ କ ଧାଡ଼ି:
| caption = ମିତ୍ରଭାନୁ ଗଉନ୍ତିଆ
| birth_date = {{birth date and age|1942|3|17}}
| birth_place = [[ରଙ୍ଗବତୀ ବିଲୁଙ୍ଗ]], [[ସମ୍ବଲପୁର ଜିଲ୍ଲା|ସମ୍ବଲପୁର]], [[ଓଡ଼ିଶା]], [[ଭାରତ]]
| birth_name = ମିତ୍ରଭାନୁ ଗଉନ୍ତିଆ
| occupation = ଗୀତିକାର
୧୮ କ ଧାଡ଼ି:
}}
 
'''ମିତ୍ରଭାନୁ ଗଉନ୍ତିଆ''' (ଜନ୍ମ: ୧୭ ମାର୍ଚ୍ଚ ୧୯୪୨) ଜଣେ [[ଭାରତ|ଭାରତୀୟ]] [[ଓଡ଼ିଆ (ଭାଷା|ଓଡ଼ିଆ]] ଓ [[ସମ୍ବଲପୁରୀ) ଭାଷା|ସମ୍ବଲପୁରୀ]] ଗୀତିକାର ତଥା ନାଟ୍ୟକାର । ସେ ସାଧାରଣ ମଣିଷର ଜୀବନଧାରଣ ଓ ନିତିଦିନିଆ ଚଳଣି ତଥା ସାମାଜିକ ପରମ୍ପରାକୁ ନେଇ ତାଙ୍କର ନାଟକ ସବୁ ପର୍ଯ୍ୟବେସିତ । ସେ ଶତାଧିକ ସମ୍ବଲପୁରୀ ଗୀତ ଓ ଅନେକ ସମ୍ବଲପୁରୀ ଗୀତୀନାଟ୍ୟ ରଚନା କରିଛନ୍ତି । ୨୦୨୦ ମସିହାରେରେ ମିତ୍ରଭାନୁସେ [[ପଦ୍ମଶ୍ରୀ]] ପୁରସ୍କାର ଲାଭ କରିଥିଲେ ।<ref>{{cite web |title=Odisha's 'Rangabati' duo brings in two Padma awards |url=https://www.newindianexpress.com/states/odisha/2020/jan/28/odishas-rangabati-duo-brings-in-two-padma-awards-2095500.html |website=www.newindianexpress.com |publisher=The New Indian Express |accessdate=24 February 2020}}</ref>
 
==ପ୍ରାରମ୍ଭିକ ଜୀବନ==
ମିତ୍ରଭାନୁଙ୍କ ଜନ୍ମ ସମ୍ବଲପୁର ଜିଲ୍ଲାର [[ରଙ୍ଗବତୀ ବିଲୁଙ୍ଗ]] (ପୁରୁଣା ନାମ [[ବିଲୁଙ୍ଗ]]) ଗ୍ରାମରେ । ମାତ୍ର ୧୨ ବର୍ଷ ବୟସରେ, ଉଚ୍ଚ ପ୍ରାଥମିକ ଶିକ୍ଷା ସମାପନ କରି ସେ ସମ୍ବଲପୁରୀ ଭାଷାରେ ଛୋଟ ଛୋଟ ଗୀତ ରଚନା କରିବା ଆରମ୍ଭ କରିଥିଲେ । ସେତେବେଳେ ସମ୍ବଲପୁରର ଏହି ପଲ୍ଲୀ ଅଞ୍ଚଳରେ ଦୂରଦର୍ଶନ ଲୋକଙ୍କ ପାଖରେ ପହଞ୍ଚି ନ ଥିଲା । ଲୋକଙ୍କ ମନୋରଞ୍ଜନର ଏକମାତ୍ର ମାଧ୍ୟମ ଥିଲା ରେଡିଓ । ୧୯୭୧ ମସିହାରେ ସମ୍ବଲପୁର ଅଲ[[ଆକାଶବାଣୀ|ଆକାଶବାଣୀ ଇଣ୍ଡିଆ ରେଡିଓ (AIR ) ତାଙ୍କ ପ୍ରତିଭା ଚିହ୍ନି ପାରିସମ୍ବଲପୁର]] ତାଙ୍କୁ ସ୍ବୀକୃତିପ୍ରାପ୍ତ ଗୀତିକାର ଭାବେ ପ୍ରମାଣ ପତ୍ରପ୍ରମାଣପତ୍ର ପ୍ରଦାନ କରିଥିଲେକରିଥିଲା[[କୋଶଳୀ ଭାଷା|ସମ୍ବଲପୁରୀ ଭାଷାରେ]]ସମ୍ବଲପୁରୀରେ ପ୍ରାୟ ୧୦୦୦ରୁ ଅଧିକ ଗୀତ ରଚନା କରିସରିବାକରିବା ପରେ ସେ ୧୯୮୩ ମସିହାରେ ଗୀତିନାଟ୍ୟ ରଚନା କରିବା ଆରମ୍ଭ କଲେ । ତାଙ୍କ ରଚିତ ପ୍ରଥମ ଗୀତିନାଟ୍ୟ ହେଉଛି '''ଭାଇ ଜିଉନ୍ତିଆ''' । ସାହିତ୍ୟ ମାଧ୍ୟମରେ ସମାଜରେ ସଂସ୍କାର ଆଣିବା ପାଇଁ ସେ ପ୍ରୟାସ କରିଛନ୍ତି । ଜଙ୍ଗଲ କ୍ଷୟ ରୋକିବା ଦିଗରେ ସେ ଜନ ସଚେତନତା ଜାଗ୍ରତ କରିବା ଉଦ୍ଦେଶ୍ୟରେ '''ଝାରବଣିଆ''' ନାମରେ ଏକ ଗୀତିନାଟ୍ୟ ରଚନା କରିଥିଲେ । ଏହି ଗୀତିନାଟ୍ୟର ଲୋକପ୍ରିୟତା ଫଳରେ ବନୀକରଣ ଯୋଜନାରେ ସମ୍ବଲପୁରର ଜଙ୍ଗଲ ବିଭାଗ ୧୯୯୧ ମସିହାରେ "ଇନ୍ଦିରା ପ୍ରିୟଦର୍ଶିନୀ ବୃକ୍ଷ ମିତ୍ର ପୁରସ୍କାର" ଲାଭ କରିଥିଲା ।<ref name="barpalidays">{{cite web |title=Mitrabhanu Gountia: The epitome of Sambalpuri culture |url=https://barpalidays.blogspot.com/2018/10/mitrabhanu-gountia-epitome-of.html |website=The Barpali Days |accessdate=22 February 2020}}</ref> ତାଙ୍କରି ସମ୍ମାନରେ ତାଙ୍କ ଜନ୍ମଭୂମି ବିଲୁଙ୍ଗ ଗ୍ରାମକୁ ସ୍ଥାନୀୟ ପ୍ରଶାସନ '''ରଙ୍ଗବତି ବିଲୁଙ୍ଗ''' ଭାବେ ପୁନଃନାମକରଣ କରିଛନ୍ତି ।
 
== ରଚନାବଳୀ ==
== ସାହିତ୍ୟିକ କୃତି ==
=== ଗୀତିନାଟ୍ୟ ===
ତାଙ୍କ ରଚିତ ଅନେକ ଗୀତିନାଟ୍ୟ ହେଉଛି: