"ରାଷ୍ଟ୍ରୀୟ ନାଟ୍ୟ ବିଦ୍ୟାଳୟ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
୩୪ କ ଧାଡ଼ି:
 
== ଇତିହାସ ==
ବିଦ୍ୟାଳୟର ଜନ୍ମ, ୧୯୫୪ ମସିହାରମସିହାରେ ଏକ ଆଲୋଚନାରୁଆଲୋଚନାରେ ଜାଣିହେବ,ନାଟ୍ୟ ଯେଉଁଠାରେବିଦ୍ୟାଳୟର ନାଟକଜନ୍ମ ପାଇଁ ଏକ କେନ୍ଦ୍ରୀୟ ଅନୁଷ୍ଠାନର ପ୍ରସ୍ତାବ ଆସିଥିଲା । ୧୯୫୫ ମସିହାରେ ଏହି ବାବଦରେ ଏକ ଡ୍ରାଫ୍ଟ ସ୍କିମ୍ ପ୍ରସ୍ତୁତ କରାଯାଇଥିଲା ଏବଂ ସଂଗୀତ ନାଟକ ଏକାଡେମୀ, ଏଥି ପାଇଁ ଯୋଜନା ଆରମ୍ଭ କରିଥିଲା । <nowiki>''</nowiki>ଭାରତୀୟ ନାଟ୍ୟ ସଂଘ<nowiki>''</nowiki> ୧୯୫୮ ଜାନୁଆରୀ ୨୦ ତାରିଖରେ ୟୁନେସ୍କୋ ସହାୟତାରେ <nowiki>''</nowiki>ଏସିଆନ ଥିଏଟର ଇନଷ୍ଟିଚୁଟ<nowiki>''</nowiki> ନାମକ ଅନ୍ୟ ଏକ ଅନୁଷ୍ଠାନ ପ୍ରତିଷ୍ଠା କରିଥିଲା । ୧୯୫୮ ଜୁଲାଇ ମାସରେ ସଙ୍ଗୀତ ନାଟକ ଏକାଡେମୀ ଏହି ଅନୁଷ୍ଠାନକୁ ନିଜ ଅକ୍ତିଆରକୁ ନେଇଥିଲା ।<ref>[http://www.tribuneindia.com/2009/20090315/spectrum/main1.htm National School of Drama ..over the past 50 years] [[The Tribune (Chandigarh)|The Tribune]] 15 March 2009.</ref> <ref name="ns">[http://www.nsd.gov.in/Annual_Report_2005-06.pdf NSD Genesis] {{Webarchive|url=https://web.archive.org/web/20110718213711/http://www.nsd.gov.in/Annual_Report_2005-06.pdf|date=2011-07-18}} NSD website</ref>
 
୧୯୫୯ ମସିହାରେ ଏହି ଅନୁଷ୍ଠାନଟିର ନୂତନ ଭାବେ ସ୍ଥାପିତ ରାଷ୍ଟ୍ରୀୟ ନାଟ୍ୟ ବିଦ୍ୟାଳୟ ସହିତ ବିଲୟ ଘଟିଥିଲା । ପ୍ରାରମ୍ଭରେ ଏହି ଅନୁଷ୍ଠାନଟିର ନାମ ଥିଲା <nowiki>''</nowiki>ରାଷ୍ଟ୍ରୀୟ ନାଟ୍ୟ ବିଦ୍ୟାଳୟ ଏବଂ ଏସୀୟ ନାଟ୍ୟ ଅନୁଷ୍ଠାନ<nowiki>''</nowiki> ଓ ଏହା ଦକ୍ଷୀଣ ନିଜାମୁଦ୍ଦିନଠାରେ କାର୍ଯ୍ୟକ୍ଷମ ଥିଲା । ଏହି ଅନୁଷ୍ଠାନରୁ ପ୍ରଥମ ବ୍ୟାଚର ପିଲାମାନେ ୧୯୬୧ ମସିହାରେ ଉତ୍ତୀର୍ଣ୍ନ ହୋଇଥିଲେ । ଇବ୍ରାହିମ ଅଲକାଜୀ (୧୯୬୨-୧୯୭୭) ଅଧ୍ୟକ୍ଷ ଥିବା ସମୟରେ ଏହି ଅନୁଷ୍ଠାନର ବ୍ୟାପକ ଉନ୍ନତି ହୋଇଥିଲା । ସିଲାବସ ପରିବର୍ତ୍ତନ, ନିଜସ୍ୱ କାମ୍ପସକୁ ସ୍ଥାନାନ୍ତରଣ ଓ ନୂତନ ପ୍ରେକ୍ଷାଳୟ ପ୍ରତିଷ୍ଠା ଆଦି ତାଙ୍କରି ଅଧ୍ୟକ୍ଷତା ସମୟରେ ହୋଇଥିଲା ।<ref name="hin">{{Cite news|url=http://www.hindu.com/mag/2008/02/24/stories/2008022450160500.htm|title=Theatre is revelation (Interview)|date=24 February 2008|work=[[The Hindu]]}}</ref> <ref name="ns">[http://www.nsd.gov.in/Annual_Report_2005-06.pdf NSD Genesis] {{Webarchive|url=https://web.archive.org/web/20110718213711/http://www.nsd.gov.in/Annual_Report_2005-06.pdf|date=2011-07-18}} NSD website</ref> <ref>[https://books.google.com/books?id=COkXM9n7KUcC&pg=PA168&dq=%22National+School+of+Drama%22#PPA168,M1 National School of Drama] ''The World Encyclopedia of Contemporary Theatre: Asia/Pacific'', by Don Rubin. Published by Taylor & Francis, 2001. {{ISBN|0-415-26087-6}}. Page 168.</ref>
୪୧ କ ଧାଡ଼ି:
 
=== ଡିମଡ ବିଶ୍ୱବିଦ୍ୟାଳୟ ମାନ୍ୟତା ===
୨୦୦୫ ମସିହା ମାର୍ଚ୍ଚ ୧୬ ତାରିଖରେ [[ଭାରତ ସରକାର]] ଏହି ଅନୁଷ୍ଠାନକୁ ବିଶ୍ୱବିଦ୍ୟାଳୟର ମାନ୍ୟତା ପ୍ରଦାନ କରିଥିଲେ । <ref>[http://pib.nic.in/release/rel_print_page1.asp?relid=7814 National School of Drama gets Deemed University Status][[Ministry of Human Resource Development (India)|Ministry of Human Resource Development]] 16 March 2005."The Government has declared the National School of Drama, New Delhi as Deemed to be University with immediate effect."</ref> <ref>[http://www.deccanherald.com/deccanherald/mar162005/update11.asp ''NSD declared deemed university''] [[Deccan Herald]] 16 March 2005.</ref> କିନ୍ତୁ ୨୦୧୦ରେ ଏହି ଅନୁଷ୍ଠାନ ନିଜର ସ୍ୱେଚ୍ଛାଚାରୀତା, ନମନିୟତା ଓ ବୈଷୟିକ ପ୍ରଶିକ୍ଷଣ ଆଦି କ୍ଷୁର୍ଣ୍ଣ ନକରିବା ପାଇଁ ନିଜର ଡିମଡ ମାନ୍ୟତା ପ୍ରତ୍ୟାହାର କରିବା ପାଇଁ ସରକାରଙ୍କ ପାଖରେ ନିବେଦନ କରିଥିଲା । ୨୦୧୧ ଅକ୍ଟୋବର ମାସରେ ଅନୁଷ୍ଠାନର ଅନୁରୋଧ କ୍ରମେ ଏହି ଡିମଡ ମାନ୍ୟତା ପ୍ରତ୍ୟାହାର କରା ଯାଇଥିଲା ।
 
== ପ୍ରଦର୍ଶନକାରୀ ବିଭାଗ ==