"ସତ୍ୟବ୍ରତ ରାଉତ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ସଜାଣି
ଆଧାର
୧୪ କ ଧାଡ଼ି:
| known_for =
}}
'''ସତ୍ୟବ୍ରତ ରାଉତ''' (ଜନ୍ମ : ୧୯୫୮) ଜଣେ ଭାରତୀୟ ନାଟ୍ୟ ନିର୍ଦ୍ଦେଶକ, ଦୃଶ୍ୟ ଚିତ୍ର ଉତ୍ତଳକ, ନାଟ୍ୟ ଶିକ୍ଷକ ତଥା ଆଲୋକ ଏବଂ ଦୃଶ୍ୟ ଡିଜାଇନର ।<ref name="Ahuja2012">{{cite book|author=Chaman Ahuja|title=Contemporary Theatre of India: An Overview|url=https://books.google.com/books?id=YDSHSkYp6M0C|year=2012|publisher=National Book Trust, India|isbn=978-81-237-6491-7}}</ref><ref name="Sinha2000">{{cite book|author=Biswajit Sinha|title=Encyclopaedia of Indian Theatre: South Indian Theatre|url=https://books.google.com/books?id=kloqAQAAIAAJ|year=2000|publisher=Raj Publications|isbn=978-81-86208-54-0}}</ref> ସେ [[ରାଷ୍ଟ୍ରୀୟ ନାଟ୍ୟ ବିଦ୍ୟାଳୟ]]<nowiki/> ଓ [[ହାଇଦ୍ରାବାଦ ବିଶ୍ୱବିଦ୍ୟାଳୟ]]ରେ ଅଧ୍ୟାପନା ମଧ୍ୟ କରନ୍ତି । ୨୦୧୬ ମସିହାରେ ନାଟ୍ୟ ନିର୍ଦ୍ଦେଶନା କ୍ଷେତ୍ରରେ ନିଜ ଅବଦାନ ପାଇଁ ସେ ନୂଆଦିଲ୍ଲୀରେ ରାଷ୍ଟ୍ରପତି [[ରାମନାଥ କୋବିନ୍ଦ|ରାମ ନାଥ କୋବିନ୍ଦଙ୍କ]] ହାତରୁ ସଂଗୀତ ନାଟକ ଏକାଡେମୀ ପୁରସ୍କାର ଲାଭ କରିଥିଲେ ।
 
== ପ୍ରାରମ୍ଭିକ ଜୀବନ ==
ରାଉତ, ୧୯୫୮ ମସିହାରେ [[ଯାଜପୁର ଜିଲ୍ଲା]]<nowiki/>ର ସାହାସପୁର ଗାଁରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ବାପାଙ୍କ ନାମ ସୁରେନ୍ଦ୍ର ନାଥ ରାଉତ ଏବଂ ମାଙ୍କ ନାମ ମନୋରମା ରାଉତ । ତାଙ୍କ ବାପା ବୃତ୍ତିରେ ଜଣେ ଶିକ୍ଷକ ଥିଲେ । ସେ ବେତାର ନାଟକ କଳାକାର ମଧ୍ୟ ଥିଲେ ।<ref>{{cite web |title=ବିଶିଷ୍ଟ ନାଟ୍ୟଶାସ୍ତ୍ରୀ ପ୍ରଫେସର ସତ୍ୟବ୍ରତ ରାଉତ ପାଇଲେ ଡି.ଲିଟ୍ |url=http://www.prameyanews7.com/prof-dr-satyabrata-rout-is-the-first-odia-to-receive-d-litt-in-theatre/ |website=http://www.prameyanews7.com/ |publisher=ପ୍ରମେୟ |accessdate=22 July 2020}}</ref> ସେ [[ରେଭେନ୍ସା ବିଶ୍ୱବିଦ୍ୟାଳୟ|ରେଭେନ୍ସା ବିଶ୍ୱବିଦ୍ୟାଳୟରୁ]] ୧୯୭୭ ମସିହାରେ ବିଜ୍ଞାନରେ ସ୍ନାତକ ଡିଗ୍ରୀ ହାସଲ କରିଥିଲେ । ୧୯୮୩ ମସିହାରେ ସେ [[ରାଷ୍ଟ୍ରୀୟ ନାଟ୍ୟ ବିଦ୍ୟାଳୟ]]<nowiki/>ରୁ ନାଟକରେ ସ୍ନାତକୋତ୍ତର ଡିଗ୍ରୀ ହାସଲ କରିଥିଲେ ।<ref name="Sinha2005">{{cite book|author=Biswajit Sinha|title=Sanskrit Theatre|url=https://books.google.com/books?id=t1kqAQAAIAAJ|year=2005|publisher=Raj Publications|isbn=978-81-86208-38-0}}</ref> ଡିଜାଇନ ଓ ନିର୍ଦ୍ଦେଶନାରେ ତାଙ୍କର ବିଶେଷତ୍ୱ ଥିଲା । <ref name="Datta">{{Cite news|url=https://www.thehindu.com/features/friday-review/theatre/a-retelling-of-ekalavya/article4653936.ece|title=A retelling of Ekalavya|last=Datta|first=Sravasti|date=2013-04-25|work=The Hindu|access-date=2019-09-04|publisher=[[The Hindu]]|language=en-IN|issn=0971-751X}}</ref>
 
== ନାଟ୍ୟ ନିର୍ଦ୍ଦେଶନା ==
୩୩ କ ଧାଡ଼ି:
* ଆନିମଲ ଫାର୍ମ (୨୦୧୩)
* ତୁମ୍ହାରା ଭିନ୍ସେଣ୍ଟ (୨୦୧୫)
 
== ରଚନାବଳୀ ==
ନାଟକ ସମ୍ପର୍କରେ ସେ ଉପାଦେୟ ତଥା ଗବେଷଣାତ୍ମକ ପୁସ୍ତକମାନ ରଚନା କରିଛନ୍ତି ।
* ସିନୋଗ୍ରାଫି : ଆନ୍ ଇଣ୍ଡିଆନ ପ୍ରସପେକ୍ଟିଭ
* ଅନ୍ ଦି କ୍ରସ୍ ରୋଡ୍ ଅଫ୍ ଥିଏଟର
* ଆନିମଲ ଫାର୍ମ
 
== ସମ୍ମାନ ଓ ପୁରସ୍କାର ==
Line ୩୯ ⟶ ୪୫:
* ମନୋହର ସିଂ ସ୍ମୃତି ପୁରସ୍କର <ref>{{Cite news|url=https://www.business-standard.com/article/news-ians/national-school-of-drama-awards-19-seasoned-graduates-119032601298_1.html|title=National School of Drama awards 19 seasoned graduates|last=IANS|date=2019-03-26|work=Business Standard India|access-date=2019-09-04}}</ref>
* ସଂଗୀତ ନାଟକ ଏକାଡେମୀ ପୁରସ୍କାର - ୨୦୧୬
* ଡି.ଲିଟ - ୨୦୧୯ (ଇନ୍ଦିରା କଳା ସଙ୍ଗୀତ ବିଶ୍ୱବିଦ୍ୟାଳୟ, ଖୈରାଗଡ଼ଦ୍ୱାରା ପ୍ରଦତ୍ତ ଗବେଷଣା ବିଷୟ - ଦି ଡାଏଲେକ୍ଟିକ୍ସ ଅଫ୍‌ ଡିରେକ୍ସନ୍‌ ଥିଓରି ଇନ୍‌ ଇଣ୍ଡିଆ: ଏ କ୍ରିଟିକାଲ୍‌ ଷ୍ଟଡି)<ref>{{cite web |title=ସତ୍ୟବ୍ରତ ରାଉତଙ୍କୁ ଥିଏଟରରେ ଡି-ଲିଟ୍‌ |url=https://sambad.in/state/satyabrat-rout-gets-d-litt-in-theater-445552/ |website=sambad.in |publisher=ସମ୍ବାଦ |accessdate=22 July 2020}}</ref>
 
== ଆଧାର ==