"ରାଷ୍ଟ୍ରୀୟ ନାଟ୍ୟ ବିଦ୍ୟାଳୟ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ସଜାଣି
ଅଧିକ ତଥ୍ୟ
୩୬ କ ଧାଡ଼ି:
ବିଦ୍ୟାଳୟର ଜନ୍ମ, ୧୯୫୪ ମସିହାର ଏକ ଆଲୋଚନାରୁ ଜାଣିହେବ, ଯେଉଁଠାରେ ନାଟକ ପାଇଁ ଏକ କେନ୍ଦ୍ରୀୟ ଅନୁଷ୍ଠାନର ପ୍ରସ୍ତାବ ଆସିଥିଲା । ୧୯୫୫ ମସିହାରେ ଏହି ବାବଦରେ ଏକ ଡ୍ରାଫ୍ଟ ସ୍କିମ୍ ପ୍ରସ୍ତୁତ କରାଯାଇଥିଲା ଏବଂ ସଂଗୀତ ନାଟକ ଏକାଡେମୀ, ଏଥି ପାଇଁ ଯୋଜନା ଆରମ୍ଭ କରିଥିଲା । <nowiki>''</nowiki>ଭାରତୀୟ ନାଟ୍ୟ ସଂଘ<nowiki>''</nowiki> ୧୯୫୮ ଜାନୁଆରୀ ୨୦ ତାରିଖରେ ୟୁନେସ୍କୋ ସହାୟତାରେ <nowiki>''</nowiki>ଏସିଆନ ଥିଏଟର ଇନଷ୍ଟିଚୁଟ<nowiki>''</nowiki> ନାମକ ଅନ୍ୟ ଏକ ଅନୁଷ୍ଠାନ ପ୍ରତିଷ୍ଠା କରିଥିଲା । ୧୯୫୮ ଜୁଲାଇ ମାସରେ ସଙ୍ଗୀତ ନାଟକ ଏକାଡେମୀ ଏହି ଅନୁଷ୍ଠାନକୁ ନିଜ ଅକ୍ତିଆରକୁ ନେଇଥିଲା ।<ref>[http://www.tribuneindia.com/2009/20090315/spectrum/main1.htm National School of Drama ..over the past 50 years] [[The Tribune (Chandigarh)|The Tribune]] 15 March 2009.</ref> <ref name="ns">[http://www.nsd.gov.in/Annual_Report_2005-06.pdf NSD Genesis] {{Webarchive|url=https://web.archive.org/web/20110718213711/http://www.nsd.gov.in/Annual_Report_2005-06.pdf|date=2011-07-18}} NSD website</ref>
 
୧୯୫୯ ମସିହାରେ ଏହି ଅନୁଷ୍ଠାନଟିର ନୂତନ ଭାବେ ସ୍ଥାପିତ ରାଷ୍ଟ୍ରୀୟ ନାଟ୍ୟ ବିଦ୍ୟାଳୟ ସହିତ ବିଲୟ ଘଟିଥିଲା । ପ୍ରାରମ୍ଭରେ ଏହି ଅନୁଷ୍ଠାନଟିର ନାମ ଥିଲା <nowiki>''</nowiki>ରାଷ୍ଟ୍ରୀୟ ନାଟ୍ୟ ବିଦ୍ୟାଳୟ ଏବଂ ଏସୀୟ ନାଟ୍ୟ ଅନୁଷ୍ଠାନ<nowiki>''</nowiki> ଓ ଏହା ଦକ୍ଷୀଣ ନିଜାମୁଦ୍ଦିନଠାରେ କାର୍ଯ୍ୟକ୍ଷମ ଥିଲା । ଏହି ଅନୁଷ୍ଠାନରୁ ପ୍ରଥମ ବ୍ୟାଚର ପିଲାମାନେ ୧୯୬୧ ମସିହାରେ ଉତ୍ତୀର୍ଣ୍ନ ହୋଇଥିଲେ । ଇବ୍ରାହିମ୍ଇବ୍ରାହିମ ଅଲକାଜୀ (୧୯୬୨-୧୯୭୭) ଅଧ୍ୟକ୍ଷ ଥିବା ସମୟରେ ଏହି ଅନୁଷ୍ଠାନର ବ୍ୟାପକ ଉନ୍ନତି ହୋଇଥିଲା । ସିଲାବସ ପରିବର୍ତ୍ତନ, ନିଜସ୍ୱ କାମ୍ପସକୁ ସ୍ଥାନାନ୍ତରଣ ଓ ନୂତନ ପ୍ରେକ୍ଷାଳୟ ପ୍ରତିଷ୍ଠା ଆଦି ତାଙ୍କରି ଅଧ୍ୟକ୍ଷତା ସମୟରେ ହୋଇଥିଲା ।<ref name="hin">{{Cite news|url=http://www.hindu.com/mag/2008/02/24/stories/2008022450160500.htm|title=Theatre is revelation (Interview)|date=24 February 2008|work=[[The Hindu]]}}</ref> <ref name="ns">[http://www.nsd.gov.in/Annual_Report_2005-06.pdf NSD Genesis] {{Webarchive|url=https://web.archive.org/web/20110718213711/http://www.nsd.gov.in/Annual_Report_2005-06.pdf|date=2011-07-18}} NSD website</ref> <ref>[https://books.google.com/books?id=COkXM9n7KUcC&pg=PA168&dq=%22National+School+of+Drama%22#PPA168,M1 National School of Drama] ''The World Encyclopedia of Contemporary Theatre: Asia/Pacific'', by Don Rubin. Published by Taylor & Francis, 2001. {{ISBN|0-415-26087-6}}. Page 168.</ref>
 
୧୯୭୫ ମସିହରେ ଏହି ଅନୁଷ୍ଠାନଟି ସ୍ୱପରିଚାଳିତ ହୋଇ କେବଳ <nowiki>''</nowiki>ରାଷ୍ଟ୍ରୀୟ ନାଟ୍ୟ ବିଦ୍ୟାଳୟ<nowiki>''</nowiki> ନାମରେ ନାମିତ ହୋଇଥିଲା । ୧୯୭୫ରେ ଏହା ନିଜସ୍ୱ କାମ୍ପସ <nowiki>''</nowiki>ମଣ୍ଡି ହାଉସ<nowiki>''</nowiki>କୁ ସ୍ଥାନାନ୍ତରିତ ହୋଇଥିଲା ।<ref name="ns">[http://www.nsd.gov.in/Annual_Report_2005-06.pdf NSD Genesis] {{Webarchive|url=https://web.archive.org/web/20110718213711/http://www.nsd.gov.in/Annual_Report_2005-06.pdf|date=2011-07-18}} NSD website</ref> ୧୯୯୯ ମସିହାରେ, ଏହି ବିଦ୍ୟାଳୟ ଏହାର ପ୍ରଥମ ଜାତୀୟ ଥିଏଟର ଫେଷ୍ଟିଭାଲ୍ 'ଭାରତ ରଙ୍ଗ ମହୋତ୍ସବ' ଆୟୋଜନ କରିଥିଲା । ଏହା ଏବ ମଧ୍ୟ ପ୍ରତିବର୍ଷ ଜାନୁଆରୀ ଦ୍ୱିତୀୟ ସପ୍ତାହରେ ଅନୁଷ୍ଠିତ ହୁଏ । ୨୦୦୮ ମସିହାରେ, ଏହି ଅନୁଷ୍ଠାନ ନିଜର ସୁବର୍ଣ୍ଣ ଜୟନ୍ତୀ ପାଳନ କରିଥିଲା ।<ref>[http://economictimes.indiatimes.com/Features/Culture_Cauldron/National_School_of_Drama_celebrates_golden_jubilee_in_style/rssarticleshow/2694072.cms National School of Drama celebrates golden jubilee in style] [[The Economic Times]], 12 January 2008.</ref> <ref>{{Cite news|url=http://www.expressindia.com/latest-news/the-graduates/255144/|title=The Graduates|date=28 December 2007|work=The Indian Express|access-date=2 April 2010|archive-url=https://web.archive.org/web/20121004221012/http://www.expressindia.com/latest-news/the-graduates/255144/|archive-date=4 October 2012}}</ref>
 
=== ଡିମଡ ବିଶ୍ୱବିଦ୍ୟାଳୟରବିଶ୍ୱବିଦ୍ୟାଳୟ ମାନ୍ୟତା ===
୨୦୦୫ ମସିହା ମାର୍ଚ୍ଚ ୧୬ ତାରିଖରେ [[ଭାରତ ସରକାର]] ଏହି ଅନୁଷ୍ଠାନକୁ ବିଶ୍ୱବିଦ୍ୟାଳୟର ମାନ୍ୟତା ପ୍ରଦାନ କରିଥିଲେ । <ref>[http://pib.nic.in/release/rel_print_page1.asp?relid=7814 National School of Drama gets Deemed University Status][[Ministry of Human Resource Development (India)|Ministry of Human Resource Development]] 16 March 2005."The Government has declared the National School of Drama, New Delhi as Deemed to be University with immediate effect."</ref> <ref>[http://www.deccanherald.com/deccanherald/mar162005/update11.asp ''NSD declared deemed university''] [[Deccan Herald]] 16 March 2005.</ref> କିନ୍ତୁ ୨୦୧୦ରେ ଏହି ଅନୁଷ୍ଠାନ ନିଜର ସ୍ୱେଚ୍ଛାଚାରୀତା, ନମନିୟତା ଓ ବୈଷୟିକ ପ୍ରଶିକ୍ଷଣ ଆଦି କ୍ଷୁର୍ଣ୍ଣ ନକରିବା ପାଇଁ ନିଜର ଡିମଡ ମାନ୍ୟତା ପ୍ରତ୍ୟାହାର କରିବା ପାଇଁ ସରକାରଙ୍କ ପାଖରେ ନିବେଦନ କରିଥିଲା । ୨୦୧୧ ଅକ୍ଟୋବର ମାସରେ ଅନୁଷ୍ଠାନର ଅନୁରୋଧ କ୍ରମେ ଏହି ଡିମଡ ମାନ୍ୟତା ପ୍ରତ୍ୟାହାର କରା ଯାଇଥିଲା ।
 
୪୭ କ ଧାଡ଼ି:
[[ଫାଇଲ:NSD_at_Anugoonj_2011.png|ଡାହାଣ|thumb|250x250_ପିକସେଲ| ରେପର୍ଟୋରୀଦ୍ୱାରା ୨୦୧୧ରେ ପ୍ରସ୍ତୁତ ଏକ ନାଟକ ]]
ରାଷ୍ଟ୍ରୀୟ ନାଟ୍ୟ ବିଦ୍ୟାଳୟର ବୃତ୍ତିଗତ ପ୍ରଦର୍ଶନ ୱିଙ୍ଗ, 'ନ୍ୟାସନାଲ୍ ସ୍କୁଲ୍ ଅଫ୍ ଡ୍ରାମା' ରେପର୍ଟୋରୀ କମ୍ପାନୀ ୧୯୬୪ ମସିହାରେ ପ୍ରତିଷ୍ଠା କରାଯାଇଥିଲା । ଏହାର ପ୍ରଥମ ଅଧ୍ୟକ୍ଷ ଥିଲେ ଓମ ପୁରୀ ।
 
=== ସଂସ୍କାର ରଙ୍ଗ ଟୋଲୀ ===
୧୯୮୯ରେ ରାଷ୍ଟ୍ରୀୟ ନାଟ୍ୟ ବିଦ୍ୟାଳୟ, 'ସଂସ୍କାର ରଙ୍ଗ ଟୋଲୀ' ନାମକ 'ଥିଏଟର-ଇନ୍-ଏଜୁକେସନ୍ କମ୍ପାନୀ' (TIE) ପ୍ରତିଷ୍ଠା କରିଥିଲା । ଏହା ୮ରୁ ୧୬ବର୍ଷ ବୟସର ପିଲାମାନଙ୍କୁ ନାଟକ ବାବଦରେ ପ୍ରଶିକ୍ଷଣ ଦେଇଥାଏ | କମ୍ପାନୀ ନିୟମିତ ଭାବରେ ବିଦ୍ୟାଳୟ ଏବଂ ବୟସ୍କ ଦର୍ଶକଙ୍କ ପାଇଁ ନାଟକ ପରିବେଷଣ କରିଥାଏ । 'ଜଶନ୍-ଇ-ବଚପନ' ଏବଂ 'ବାଲ ସଙ୍ଗମ' ନାମରେ ଏହି କମ୍ପାନୀ ନିଜର ବାର୍ଷିକ ନାଟ୍ୟ ଉତ୍ସବ ପରିବେଶଣ କରିଥାଏ ।
Line ୬୯ ⟶ ୭୦:
== ରାଷ୍ଟ୍ରୀୟ ନାଟ୍ୟ ବିଦ୍ୟାଳୟର ନିର୍ଦ୍ଦେଶକ ==
୧୯୫୯ରେ ପ୍ରତିଷ୍ଠା ହେବା ପରଠାରୁ ଏହି ବିଦ୍ୟାଳୟର ୧୧ ଜଣ ନିର୍ଦ୍ଦେଶକ ରହିଛନ୍ତି ।<ref>[http://www.nsd.gov.in/nsd_pdirectors.htm Previous Directors] {{Webarchive|url=https://web.archive.org/web/20071227081550/http://nsd.gov.in/nsd_pdirectors.htm|date=2007-12-27}} National School of Drama, Official website.</ref>
 
* ସତୁ ସେନ (୧୯୫୯-୬୧)
* ଇବ୍ରାହିମ ଅଲକାଜୀ (୧୯୬୨-୯୯)
* ବି ଭି କାରନ୍ଥ (୧୯୭୭-୮୨)
* ବି ଏମ ଶାହା (୧୯୮୨-୮୪)
* ମୋହନ ମହର୍ଷି (୧୯୮୪-୮୬)
* ରତନ ଥିୟମ (୧୯୮୭-୮୮)
* କିର୍ତ୍ତୀ ଜୈନ (୧୯୮୮-୯୫)
* ରାମ ଗୋପାଳ ବଜାଜ (୧୯୯୫- ୨୦୦୧)
* ଦେବେନ୍ଦ୍ର ରାଜ ଅଙ୍କୁର (୨୦୦୧ - ୨୦୦୭)
* ଅନୁରାଧା କପୁର (ଜୁଲାଇ ୨୦୦୭- ଜୁଲାଇ ୨୦୧୩)
* ୱମନ କେନ୍ଦ୍ରେ (ଅଗଷ୍ଟ ୨୦୧୩- ୨୬ ସେପ୍ଟେମ୍ବର ୨୦୧୮)
* ସୁରେଶ ଶର୍ମା (ସେପ୍ଟେମ୍ବର ୨୦୧୮ - )<ref>https://nsd.gov.in/delhi/index.php/the-director/</ref>
 
== ଆଧାର ==
{{ଆଧାର}}
 
== ଆଗକୁ ପଢିବା ==
* ''ରଙ୍ଗ ଯାତ୍ରା: ନ୍ୟାସନାଲ୍ ସ୍କୁଲ୍ ଅଫ୍ ଡ୍ରାମା'' ଦ୍ୱାରା ନ୍ୟାସନାଲ୍ ସ୍କୁଲ୍ ଅଫ୍ ଡ୍ରାମା ''ରେପର୍ଟୋରୀ କମ୍ପାନୀର ପଚିଶ ବର୍ଷ'' । ନ୍ୟାସନାଲ୍ ସ୍କୁଲ୍ ଅଫ୍ ଡ୍ରାମା, ୧୯୯୨ଦ୍ୱାରା ପ୍ରକାଶିତ ।
 
== ବାହ୍ୟ ଲିଙ୍କ ==