"ରାଷ୍ଟ୍ରୀୟ ନାଟ୍ୟ ବିଦ୍ୟାଳୟ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
Created by translating the page "National School of Drama"
୧ କ ଧାଡ଼ି:
 
{{ଛୋଟ|National School of Drama}}
{{Infobox university|name=ରାଷ୍ଟ୍ରୀୟ ନାଟ୍ୟ ବିଦ୍ୟାଳୟ|head=|website={{URL|https://www.nsd.gov.in}}|affiliations=ସଙ୍ଗୀତ ନାଟକ ଏକାଡେମୀ|campus=|country=ଭାରତ|state=|city=[[ନୂଆ ଦିଲ୍ଲୀ]]|doctoral=|postgrad=|undergrad=|students=|staff=|faculty=|head_label=|image_name=NSD logo 2017.gif|director=[[ସୁରେଶ ଶର୍ମା]] (ସେପ୍ଟେମ୍ବର ୨୦୧୮ -)|chairman=[[ଅର୍ଜୁନ ଦେଓ ଚରଣ]] (୨୦୧୮-)|principal=|president=|affiliation=|type=ଜାତୀୟ|established=୧୯୫୯|mottoeng=|motto=|caption=|image_alt=Stylized image of a mask surrounded by flames|image_size=|footnotes=}} '''ରାଷ୍ଟ୍ରୀୟ ନାଟ୍ୟ ବିଦ୍ୟାଳୟ''' (କିମ୍ବା '''NSD''' ) ହେଉଛି [[ଭାରତ|ଭାରତର]] [[ନୂଆ ଦିଲ୍ଲୀ|ନୂଆଦିଲ୍ଲୀରେ]] ଅବସ୍ଥିତ ଏକ ନାଟ୍ୟ ତାଲିମ ପ୍ରତିଷ୍ଠାନ । ଏହା [[ଭାରତ ସରକାର|ଭାରତ ସରକାରଙ୍କ]] ସଂସ୍କୃତି ମନ୍ତ୍ରଣାଳୟ ଅଧୀନରେ ଥିବା ଏକ ସ୍ୱୟଂଶାସିତ ସଂଗଠନ । ସଙ୍ଗୀତ ନାଟକ ଏକାଡେମୀଦ୍ୱାରା ଏହି ଅନୁଷ୍ଠାନ ୧୯୫୯ ମସିହାରେ ସ୍ଥାପିତ ହୋଇଥିଲା । ୧୯୭୫ ମସିହାରେ ଏହା ଏକା ସ୍ୱତନ୍ତ୍ର ଶିକ୍ଷାନୁଷ୍ଠାନ ଭାବରେ ମାନ୍ୟତା ପାଇଥିଲା ।<ref>[https://books.google.com/books?id=qYfH1tOwsHcC&pg=PA676&dq=%22national+school+of+drama%22&lr=&as_brr=0 Training - National School of Drama]''The Columbia encyclopedia of modern drama'', by Gabrielle H. Cody, Evert Sprinchorn. Columbia University Press, 2007. {{ISBN|0-231-14422-9}}. ''Page 766''.</ref> ୨୦୦୫ରେ ଏହାକୁ ଡିମଡି ବିଶ୍ୱବିଦ୍ୟାଳୟର ମାନ୍ୟତା ପ୍ରଦାନ କରାଯାଇଥିଲା ଓ ୨୦୧୧ରେ ଏହି ମାନ୍ୟତା ପ୍ରତ୍ୟାହର କରା ଯାଇଥିଲା ।
{{Infobox university
 
|name = ରାଷ୍ଟ୍ରୀୟ ନାଟ୍ୟ ବିଦ୍ୟାଳୟ
== ଇତିହାସ ==
|native_name = राष्ट्रीय नाट्य विद्यालय
ବିଦ୍ୟାଳୟର ଜନ୍ମ ୧୯୫୪ ମସିହାର ଏକ ଆଲୋଚନାରୁ ଜାଣିହେବ, ଯେଉଁଠାରେ ନାଟକ ପାଇଁ ଏକ କେନ୍ଦ୍ରୀୟ ଅନୁଷ୍ଠାନର ପ୍ରସ୍ତାବ ଆସିଥିଲା । ୧୯୫୫ ମସିହାରେ ଏକ ଡ୍ରାଫ୍ଟ ସ୍କିମ୍ ପ୍ରସ୍ତୁତ କରାଯାଇଥିଲା ଏବଂ ସଂଗୀତ ନାଟକ ଏକାଡେମୀ, ଏଥି ପାଇଁ ଯୋଜନା ଆରମ୍ଭ କରିଥିଲା । <nowiki>''</nowiki>ଭାରତୀୟ ନାଟ୍ୟ ସଂଘ<nowiki>''</nowiki> ୧୯୫୮ ଜାନୁଆରୀ ୨୦ ତାରିଖରେ ୟୁନେସ୍କୋ ସହାୟତାରେ <nowiki>''</nowiki>ଏସିଆନ ଥିଏଟର ଇନଷ୍ଟିଚୁଟ<nowiki>''</nowiki> ନାମକ ଅନ୍ୟ ଏକ ଅନୁଷ୍ଠାନ ପ୍ରତିଷ୍ଠା କରିଥିଲେ । ୧୯୫୮ ଜୁଲାଇ ମାସରେ ସଙ୍ଗୀତ ନାଟକ ଏକାଡେମୀ ଏହି ଅନୁଷ୍ଠାନକୁ ନିଜ ଅକ୍ତିଆରକୁ ନେଇଥିଲା ।<ref>[http://www.tribuneindia.com/2009/20090315/spectrum/main1.htm National School of Drama ..over the past 50 years] [[The Tribune (Chandigarh)|The Tribune]] 15 March 2009.</ref> <ref name="ns">[http://www.nsd.gov.in/Annual_Report_2005-06.pdf NSD Genesis] {{Webarchive|url=https://web.archive.org/web/20110718213711/http://www.nsd.gov.in/Annual_Report_2005-06.pdf|date=2011-07-18}} NSD website</ref>
|image_name = <!--NSD logo.jpg-->
 
|image_size = 115px
୧୯୫୯ ମସିହାରେ ଏହି ଅନୁଷ୍ଠାନଟିର ନୂତନ ଭାବେ ସ୍ଥାପିତ ରାଷ୍ଟ୍ରୀୟ ନାଟ୍ୟ ବିଦ୍ୟାଳୟ ସହିତ ବିଲୟ ଘଟିଥିଲା । ପ୍ରାରମ୍ଭରେ ଏହି ଅନୁଷ୍ଠାନଟିର ନାମ ଥିଲା <nowiki>''</nowiki>ରାଷ୍ଟ୍ରୀୟ ନାଟ୍ୟ ବିଦ୍ୟାଳୟ ଏବଂ ଏସୀୟ ନାଟ୍ୟ ଅନୁଷ୍ଠାନ<nowiki>''</nowiki> ଓ ଏହା ଦକ୍ଷୀଣ ନିଜାମୁଦ୍ଦିନଠାରେ କାର୍ଯ୍ୟକ୍ଷମ ଥିଲା । ଏହି ଅନୁଷ୍ଠାନରୁ ପ୍ରଥମ ବ୍ୟାଚର ପିଲାମାନେ ୧୯୬୧ ମସିହାରେ ଉତ୍ତୀର୍ଣ୍ନ ହୋଇଥିଲେ । ଇବ୍ରାହିମ୍ ଅଲକାଜୀ (୧୯୬୨-୧୯୭୭) ଅଧ୍ୟକ୍ଷ ଥିବା ସମୟରେ ଏହି ଅନୁଷ୍ଠାନର ବ୍ୟାପକ ଉନ୍ନତି ହୋଇଥିଲା । ସିଲାବସ ପରିବର୍ତ୍ତନ, ନିଜସ୍ୱ କାମ୍ପସକୁ ସ୍ଥାନାନ୍ତରଣ ଓ ନୂତନ ପ୍ରେକ୍ଷାଳୟ ପ୍ରତିଷ୍ଠା ଆଦି ତାଙ୍କରି ଅଧ୍ୟକ୍ଷତା ସମୟରେ ହୋଇଥିଲା ।<ref name="hin">{{Cite news|url=http://www.hindu.com/mag/2008/02/24/stories/2008022450160500.htm|title=Theatre is revelation (Interview)|date=24 February 2008|work=[[The Hindu]]}}</ref> <ref name="ns">[http://www.nsd.gov.in/Annual_Report_2005-06.pdf NSD Genesis] {{Webarchive|url=https://web.archive.org/web/20110718213711/http://www.nsd.gov.in/Annual_Report_2005-06.pdf|date=2011-07-18}} NSD website</ref> <ref>[https://books.google.com/books?id=COkXM9n7KUcC&pg=PA168&dq=%22National+School+of+Drama%22#PPA168,M1 National School of Drama] ''The World Encyclopedia of Contemporary Theatre: Asia/Pacific'', by Don Rubin. Published by Taylor & Francis, 2001. {{ISBN|0-415-26087-6}}. Page 168.</ref>
|image_alt = Stylized image of a mask surrounded by flames
 
|caption =
୧୯୭୫ ମସିହରେ ଏହି ଅନୁଷ୍ଠାନଟି ଅଟୋନୋମସ ହୋଇ କେବଳ <nowiki>''</nowiki>ରାଷ୍ଟ୍ରୀୟ ନାଟ୍ୟ ବିଦ୍ୟାଳୟ<nowiki>''</nowiki> ନାମରେ ନାମିତ ହୋଇଥିଲା । ୧୯୭୫ରେ ଏହା ନିଜସ୍ୱ କାମ୍ପସ <nowiki>''</nowiki>ମଣ୍ଡି ହାଉସ<nowiki>''</nowiki>କୁ ସ୍ଥାନାନ୍ତରିତ ହୋଇଥିଲା ।<ref name="ns">[http://www.nsd.gov.in/Annual_Report_2005-06.pdf NSD Genesis] {{Webarchive|url=https://web.archive.org/web/20110718213711/http://www.nsd.gov.in/Annual_Report_2005-06.pdf|date=2011-07-18}} NSD website</ref> ୧୯୯୯ ମସିହାରେ, ଏହି ବିଦ୍ୟାଳୟ ଏହାର ପ୍ରଥମ ଜାତୀୟ ଥିଏଟର ଫେଷ୍ଟିଭାଲ୍ 'ଭାରତ ରଙ୍ଗ ମହୋତ୍ସବ' ଆୟୋଜନ କରିଥିଲା । ଏହା ଏବ ମଧ୍ୟ ପ୍ରତିବର୍ଷ ଜାନୁଆରୀ ଦ୍ୱିତୀୟ ସପ୍ତାହରେ ଅନୁଷ୍ଠିତ ହୁଏ ।
|motto =
 
|mottoeng =
୨୦୦୮ ମସିହାରେ, ଏହି ଅନୁଷ୍ଠାନ ନିଜର ସୁବର୍ଣ୍ଣ ଜୟନ୍ତୀ ପାଳନ କରିଥିଲା ।<ref>[http://economictimes.indiatimes.com/Features/Culture_Cauldron/National_School_of_Drama_celebrates_golden_jubilee_in_style/rssarticleshow/2694072.cms National School of Drama celebrates golden jubilee in style] [[The Economic Times]], 12 January 2008.</ref> <ref>{{Cite news|url=http://www.expressindia.com/latest-news/the-graduates/255144/|title=The Graduates|date=28 December 2007|work=The Indian Express|access-date=2 April 2010|archive-url=https://web.archive.org/web/20121004221012/http://www.expressindia.com/latest-news/the-graduates/255144/|archive-date=4 October 2012}}</ref>
|established = 1959
 
|type = [[Public university|Public]]
=== ଡିମଡ ବିଶ୍ୱବିଦ୍ୟାଳୟର ମାନ୍ୟତା ===
|affiliation =
୨୦୦୫ ମସିହା ମାର୍ଚ୍ଚ ୧୬ ତାରିଖରେ [[ଭାରତ ସରକାର]] ଏହି ଅନୁଷ୍ଠାନକୁ ବିଶ୍ୱବିଦ୍ୟାଳୟର ମାନ୍ୟତା ପ୍ରଦାନ କରିଥିଲେ। <ref>[http://pib.nic.in/release/rel_print_page1.asp?relid=7814 National School of Drama gets Deemed University Status][[Ministry of Human Resource Development (India)|Ministry of Human Resource Development]] 16 March 2005."The Government has declared the National School of Drama, New Delhi as Deemed to be University with immediate effect."</ref> <ref>[http://www.deccanherald.com/deccanherald/mar162005/update11.asp ''NSD declared deemed university''] [[Deccan Herald]] 16 March 2005.</ref> ୨୦୧୦ରେ ଏହି ଅନୁଷ୍ଠାନ ନିଜର ସ୍ୱେଚ୍ଛାଚାରୀତା, ନମନିୟତା ଓ ବୈଷୟିକ ପ୍ରଶିକ୍ଷଣ ଆଦି କ୍ଷୁର୍ଣ୍ଣ ନକରିବା ପାଇଁ ନିଜର ଡିମଡ ମାନ୍ୟତା ପ୍ରତ୍ୟାହାର କରିବା ପାଇଁ ସରକାରଙ୍କ ପାଖରେ ନିବେଦନ କରିଥିଲା । ୨୦୧୧ ଅକ୍ଟୋବର ମାସରେ ଅନୁଷ୍ଠାନର ଅନୁରୋଧ କ୍ରମେ ଏହି ଡିମଡ ମାନ୍ୟତା ପ୍ରତ୍ୟାହାର କରା ଯାଇଥିଲା ।
|president =
 
|principal =
== ପ୍ରଦର୍ଶନକାରୀ ବିଭାଗ ==
|chairman =[[Amal Allana]] (2005-present
 
|director =Anuradha Kapur (July 2007-present)
=== ରେପର୍ଟୋରୀ କମ୍ପାନୀ ===
|head_label =
[[ଫାଇଲ:NSD_at_Anugoonj_2011.png|ଡାହାଣ|thumb|250x250_ପିକସେଲ| ରେପର୍ଟୋରୀଦ୍ୱାରା ୨୦୧୧ରେ ପ୍ରସ୍ତୁତ ଏକ ନାଟକ ]]
|head =
ରାଷ୍ଟ୍ରୀୟ ନାଟ୍ୟ ବିଦ୍ୟାଳୟର ବୃତ୍ତିଗତ ପ୍ରଦର୍ଶନ ୱିଙ୍ଗ୍, 'ନ୍ୟାସନାଲ୍ ସ୍କୁଲ୍ ଅଫ୍ ଡ୍ରାମା' ରେପର୍ଟୋରୀ କମ୍ପାନୀ ୧୯୬୪ ମସିହାରେ ପ୍ରତିଷ୍ଠା କରାଯାଇଥିଲା ।ଏହାର ପ୍ରଥମ ଅଧ୍ୟକ୍ଷ ଥିଲେ ଓମ ପୁରୀ ।
|faculty =
 
|staff =
=== ସଂସ୍କାର ରଙ୍ଗ ଟୋଲୀ ===
|students =
୧୯୮୯ରେ ରାଷ୍ଟ୍ରୀୟ ନାଟ୍ୟ ବିଦ୍ୟାଳୟ, 'ସଂସ୍କାର ରଙ୍ଗ ଟୋଲୀ' ନାମକ 'ଥିଏଟର-ଇନ୍-ଏଜୁକେସନ୍ କମ୍ପାନୀ' (TIE) ପ୍ରତିଷ୍ଠା କରିଥିଲା । ଏହା ୮ରୁ ୧୬ବର୍ଷ ବୟସର ପିଲାମାନଙ୍କୁ ନାଟକ ବାବଦରେ ପ୍ରଶିକ୍ଷଣ ଦିଏ | କମ୍ପାନୀ ନିୟମିତ ଭାବରେ ବିଦ୍ୟାଳୟ ଏବଂ ବୟସ୍କ ଦର୍ଶକଙ୍କ ପାଇଁ ନାଟକ ପରିବେଷଣ କରିଥାଏ । 'ଜଶନ୍-ଇ-ବଚପନ' ଏବଂ 'ବାଲ ସଙ୍ଗମ' ନାମରେ ଏହି କମ୍ପାନୀ ନିଜର ବାର୍ଷିକ ନାଟ୍ୟ ଉତ୍ସବ ପରିବେଶଣ କରିଥାଏ ।
|undergrad =
 
|postgrad =
== ପ୍ରେକ୍ଷାଳୟ ==
|doctoral =
ବିଦ୍ୟାଳୟ କ୍ୟାମ୍ପସରେ ତିନୋଟି ପ୍ରେକ୍ଷାଳୟ ଅଛି:
|city = [[New Delhi]]
 
|state =
* ଅଭିମଞ୍ଚ ପ୍ରେକ୍ଷାଳୟ
|country = [[India]]
* ସମ୍ମୁଖ ପ୍ରେକ୍ଷାଳୟ
|coor =
* ବହୁମୁଖ ପ୍ରେକ୍ଷାଳୟ
|campus = [[Urban area|Urban]]
 
|affiliations = [[Sangeet Natak Akademi]]
== ଆଞ୍ଚଳିକ କେନ୍ଦ୍ର ==
|website = [http://www.nsd.gov.in nsd.gov.in]
ରାଷ୍ଟ୍ରୀୟ ନାଟ୍ୟ ବିଦ୍ୟାଳୟ ବିଭିନ୍ନ ଆଞ୍ଚଳିକ କେନ୍ଦ୍ର ରହିଛି । ପ୍ରଥମ ଆଞ୍ଚଳିକ କେନ୍ଦ୍ର [[ବେଙ୍ଗାଳୁରୁ]]<nowiki/>ଠାରେ ପ୍ରତିଷ୍ଠା କରାଯାଇଥିଲା । ୧୯୯୪ରେ [[ବାରଣାସୀ]]<nowiki/>ରେ ଏକ କେନ୍ଦ୍ର ମଧ୍ୟ ପ୍ରତିଷ୍ଠା କରାଯାଇଥିଲା ।<ref name="ns">[http://www.nsd.gov.in/Annual_Report_2005-06.pdf NSD Genesis] {{Webarchive|url=https://web.archive.org/web/20110718213711/http://www.nsd.gov.in/Annual_Report_2005-06.pdf|date=2011-07-18}} NSD website</ref>
|logo =
 
|footnotes =
== ଭାରତ ରଙ୍ଗ ମହୋତ୍ସବ ==
}}
ରାଷ୍ଟ୍ରୀୟ ନାଟ୍ୟ ବିଦ୍ୟାଳୟର ବାର୍ଷିକ ଉତ୍ସବ, <nowiki>''</nowiki>ଭାରତ ରଙ୍ଗ ମହୋତ୍ସବ<nowiki>''</nowiki> ୧୯୯୯ରୁ ଆରମ୍ଭ କରାଯାଇଥିଲା । ଏହା ପ୍ରତିବର୍ଷ [[ନୂଆ ଦିଲ୍ଲୀ]]<nowiki/>ଠାରେ ପାଳନ କରାଯାଏ । ଏହାକୁ [[ଏସିଆ|ଏସିଆର]] ସର୍ବ ବୃହତ ଥିଏଟର ମହୋତ୍ସବ ଭାବରେ ସ୍ୱୀକୃତି ଦିଆଯାଇଛି ।<ref name="bh">{{Cite news|url=http://www.financialexpress.com/news/11th-bharat-rang-mahotsav-to-begin-from-jan-7/406807/|title=11th Bharat Rang Mahotsav to begin from Jan 7|date=5 January 2009|publisher=[[The Financial Express (India)|Financial Express]]}}</ref>
 
== ଉଲ୍ଲେଖନୀୟ ପ୍ରାକ୍ତନ ଓଡ଼ିଆ ଛାତ୍ର ==
 
== ରାଷ୍ଟ୍ରୀୟ ନାଟ୍ୟ ବିଦ୍ୟାଳୟର ନିର୍ଦ୍ଦେଶକ ==
{| class="toccolours" cellpadding="0" cellspacing="0" style="float: right; margin-left: 1em; font-size: 85%; background:#ffffcc; color:black; width:20em; max-width: 85%;"
! style="background-color:#cccccc;" | NSD ର ଅଧ୍ୟକ୍ଷ
|-
| style="text-align: left;" |
* କେପିଏସ୍ ମେନନ୍ - 1976-ଫେବୃଆରୀ .1978 |
* - ମାର୍ଚ୍ଚ-Nov.1978
* LM Singhvi - ନଭେମ୍ବର 1978-82
* ଶାନ୍ତ ଗାନ୍ଧୀ - 1982-84
* ସୁରେଶ ଆୱସ୍ତି - 1984-86 |
* [[ବିଜୟା ମେହେଟା|ବିଜୟ ଏଫ ମେହେଟ୍ଟା]] - 1988-92
* PC ଯୋଶୀ - 1992-96
* ଚନ୍ଦ୍ରଶେଖରା କାମ୍ବରା - 1996-ନଭେମ୍ବର 2000 |
* ଅମାଲ ଆଲାନା - ମେ 2005 - ଉପସ୍ଥିତ <ref>[http://www.nsd.gov.in/nsd_pchairperson.htm NSD chairperson] {{Webarchive|url=https://web.archive.org/web/20101206232923/http://nsd.gov.in/nsd_pchairperson.htm|date=6 December 2010}} NSD website.</ref>
|}
୧୯୫୯ରେ ପ୍ରତିଷ୍ଠା ହେବା ପରଠାରୁ ଏହି ବିଦ୍ୟାଳୟର ୧୧ ଜଣ ନିର୍ଦ୍ଦେଶକ ରହିଛନ୍ତି ।<ref>[http://www.nsd.gov.in/nsd_pdirectors.htm Previous Directors] {{Webarchive|url=https://web.archive.org/web/20071227081550/http://nsd.gov.in/nsd_pdirectors.htm|date=2007-12-27}} National School of Drama, Official website.</ref>
 
== ଆଧାର ==
{{ଆଧାର}}
 
== ଆଗକୁ ପଢିବା ==
== ବାହାର ଆଧାର ==
 
{{commons category}}
* ''ରଙ୍ଗ ଯାତ୍ରା: ନ୍ୟାସନାଲ୍ ସ୍କୁଲ୍ ଅଫ୍ ଡ୍ରାମା'' ଦ୍ୱାରା ନ୍ୟାସନାଲ୍ ସ୍କୁଲ୍ ଅଫ୍ ଡ୍ରାମା ''ରେପର୍ଟୋରୀ କମ୍ପାନୀର ପଚିଶ ବର୍ଷ'' । ନ୍ୟାସନାଲ୍ ସ୍କୁଲ୍ ଅଫ୍ ଡ୍ରାମା, ୧୯୯୨ଦ୍ୱାରା ପ୍ରକାଶିତ ।
* [http://www.nsd.gov.in Official website of the NSD]
 
* [http://www.nsdtheatrefest.com/indexenglish.html Bharat Rang Mahotsav, Official website]
== ବାହ୍ୟ ଲିଙ୍କ ==
<!-- * [http://hindustantimes.com/htsite/StoryPage/StoryPage.aspx?id=0f0c5861-b6ba-4dd7-b10d-daab21ad8c5b&&Headline=High+drama] Link not functional-->
* [http://nationalschoolofdrama.blogspot.com/ NSD Alumni - Activities and Associations]
 
* [http://www.nsd.gov.in ଅଫିସିଆଲ୍ '''NSD''' (ନ୍ୟାସନାଲ୍ ସ୍କୁଲ୍ ଅଫ୍ ଡ୍ରାମା) ୱେବସାଇଟ୍ |]
[[ଶ୍ରେଣୀ:ଦିଲ୍ଲୀ]]
* [https://web.archive.org/web/20100102071553/http://www.nsdtheatrefest.com/indexenglish.html ସରକାରୀ ଭରତ ରଙ୍ଗ ମହୋତ୍ସବ ୱେବସାଇଟ୍ |]
[[ଶ୍ରେଣୀ:ଭାରତ]]
* [http://nationalschoolofdrama.blogspot.com/ NSD ଆଲୁମିନି - କାର୍ଯ୍ୟକଳାପ ଏବଂ ଆସୋସିଏସନ୍ |]