"ବିଜୟ ମହାନ୍ତି" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେNo edit summary
ଓଡ଼ିଆରେ ୨୦୨୦ ମସିହା ଜୁଲାଇ ମାସ ୨୦ ତାରିଖ ଏମିତି ଲେଖାଯାଉଥିବାରୁ ଇଂରାଜୀ ତାରିଖ କ୍ରମ ବଦଳାଇ ଓଡ଼ିଆ କ୍ରମରେ ଲେଖାଗଲା
୨୧ କ ଧାଡ଼ି:
}}
 
'''ବିଜୟ ମହାନ୍ତି''' (୧୯୫୦ ଅପ୍ରେଲ ୮, ୧୯୫୦ - ୨୦୨୦ ଜୁଲାଇ ୨୦, ୨୦୨୦) ଜଣେ [[ଓଡ଼ିଆ ଲୋକ|ଓଡ଼ିଆ]] ଅଭିନେତା, ନିର୍ଦ୍ଦେଶକ ଓ ନାଟ୍ୟକାର ଥିଲେ ।<ref name="P.Ram2014">{{cite book|author=P.Ram|title=Life in India|url=http://books.google.com/books?id=OjT4BQAAQBAJ&pg=PA163|date=1 December 2014|publisher=AnVi|pages=163–|id=GGKEY:43NZKK4BRBF}}</ref> ସେ ଚରିତ୍ର ଅଭିନେତାଠାରୁ ଆରମ୍ଭ କରି ହାସ୍ୟ ଅଭିନେତା, ଖଳନାୟକ, ନାୟକ ଆଦି ବିଭିନ୍ନ ଭୂମିକାରେ ଅଭିନୟ କରିଥିଲେ ।<ref>{{cite news |title=ଷ୍ଟାଇଲ ମାଷ୍ଟର ବିଜୟ |url=http://www.odishanewsnitidin.com/files/pdf/2018-04-08/20180407050518.pdf |accessdate=30 August 2018 |work=ନିତିଦିନ |date=8 April 2018}}</ref>
୧୯୭୭ ମସିହାରେ ବିଜୟ ମହାନ୍ତି [[ଚିଲିକା ତୀରେ]] ଚଳଚ୍ଚିତ୍ର ଜରିଆରେ ଅଭିନୟ ଜୀବନ ପ୍ରାରମ୍ଭ କରିଥିଲେ ।<ref>{{Cite web|url=http://sambad.in/metro/renovation-fhf-213140/|title=ପୁନରୁଦ୍ଧାର ହେବ 'ଅଭିମାନ'|date=2018-09-15|website=Sambad|language=en-US|access-date=2019-08-18}}</ref> ଏହି ଚଳଚ୍ଚିତ୍ରଟିକୁ ରାଷ୍ଟ୍ରୀୟ ଚଳଚ୍ଚିତ୍ର ପୁରସ୍କାର ମିଳିଥିଲା ।<ref>{{cite web |title=Veteran Odia actor Bijay Mohanty passes away at 70 |url=https://www.newindianexpress.com/states/odisha/2020/jul/20/veteran-odia-actor-bijay-mohanty-passes-away-at-70-2172479.html |publisher=newindianexpress.com |accessdate=20 July 2020}}</ref>
୨୦୧୪ ମସିହା ଲୋକ ସଭା ନିର୍ବାଚନରେ ସେ ଭୁବନେଶ୍ୱର ଲୋକ ସଭା ନିର୍ବାଚନ ମଣ୍ଡଳୀରୁ କଂଗ୍ରେସ ଟିକେଟରେ ନିର୍ବାଚନ ମଧ୍ୟ ଲଢ଼ିଥିଲେ ।<ref>http://www.telegraphindia.com/1140328/jsp/odisha/story_18126885.jsp#.VlbfQl4wDSg</ref>