"ବିଜୟ ମହାନ୍ତି" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ବାଲ୍ୟଜୀବନ
ଟିକେNo edit summary
୨୮ କ ଧାଡ଼ି:
 
== କଥାଚିତ୍ର ଜୀବନ ==
[[ରାଷ୍ଟ୍ରୀୟ ନାଟ୍ୟ ବିଦ୍ୟାଳୟ]], ନୂଆଦିଲ୍ଲୀରେନୂଆଦିଲ୍ଲୀରୁ ଶିକ୍ଷାପ୍ରାପ୍ତ୧୯୭୬ ମସିହାରେ ଶିକ୍ଷା ସମାପ୍ତ କରି ବିଜୟ ମହାନ୍ତି, ୧୯୭୭ ମସିହାରେ ସେ ଚିଲିକା ତୀରେ କଥାଚିତ୍ରରୁ ଅଭିନେତା ଜୀବନ ଆରମ୍ଭ କରି,କରିଥିଲେ । ସେ ୧୯୦ରୁ ଅଧିକ [[ଓଡ଼ିଆ ସିନେମା|ଓଡ଼ିଆ]] ଚଳଚ୍ଚିତ୍ରରେ ଅଭିନୟ କରିବା ସହ ଗୋଟିଏ ଓଡ଼ିଆ କଥାଚିତ୍ରର ନିର୍ଦ୍ଦେଶନା ଦେଇଥିଲେ ।
 
ରାଷ୍ଟ୍ରୀୟ ନାଟ୍ୟ ବିଦ୍ୟାଳୟରେ ପଢୁଥିବା ସମୟରେ କାହାଣୀକର ବସନ୍ତ ମହାପାତ୍ରଙ୍କ ଡାକରାରେ "ସଂକଳ୍ପ" ଚଳଚ୍ଚିତ୍ରରେ ଅଭିନୟ କରି [[କଟକ]] ଚାଲି ଆସିଥିଲେ । କିନ୍ତୁ ଚଳଚ୍ଚିତ୍ରଟି ସମ୍ପୂର୍ଣ୍ଣ ହୋଇପାରିନଥିଲା । ୧୯୭୭ ମସିହା ଜାନୁଆରୀ ୧୪ତାରିଖରେ, ସେ [[ଉତ୍କଳ ସଙ୍ଗୀତ ମହାବିଦ୍ୟାଳୟ]]ରେ ନାଟକ ବିଭାଗର ଅଧ୍ୟାପକ ଭାବରେ ଯୋଗ ଦେଇଥିଲେ । ସେହି ବର୍ଷ [[ବିପ୍ଳବ ରାୟଚୌଧୁରୀ]]ଙ୍କ ନିର୍ଦ୍ଦେଶନାରେ ଚିଲିକା ତୀରେରେ ସେ ଅଭିନୟ କରିଥିଲେ । ଚିଲିକା ତୀରେ ତାଙ୍କ ଅଭିନୀତ ପ୍ରଥମ କଥାଚିତ୍ର ହୋଇଥିଲେ ମଧ୍ୟ, [[ନାଗଫାସ]] ପ୍ରଥମେ ମୁକ୍ତିଲାଭ କରିଥିଲା । ନାଗଫାସର ଖଳନାୟକ ଚରିତ୍ର ଦେଖି ତାଙ୍କୁ ଅଧିକରୁ ଅଧିକ କାମ ମିଳିବାକୁ ଲାଗିଲା । ୧୯୮୩ ମସିହାର [[କାବେରୀ (୧୯୮୩ର କଥାଚିତ୍ର)|କାବେରୀ]] ଚଳଚ୍ଚିତ୍ରରେ ତାଙ୍କୁ ସକାରାତ୍ମକ ଭୂମିକାରେ ଦେଖିବାକୁ ମିଳିଲା ।<ref>{{cite book|title=Orissa reference: glimpses of Orissa|url=http://books.google.com/books?id=1RBuAAAAMAAJ|year=2001|publisher=TechnoCAD Systems}}</ref> ଏହାପରେ ବହୁ ଚଳଚ୍ଚିତ୍ରରେ ମୁଖ୍ୟ ଭୂମିକାରେ ଆସି ସେ ନିଜ ବହୁମୁଖୀ ଅଭିନୟ ଦକ୍ଷତା ସାବ୍ୟସ୍ତ କରିପାରିଥିଲେ । ୧୯୮୭ରେ [[ଭୁଲି ହୁଏନା]] ଚଳଚ୍ଚିତ୍ର ମାଧ୍ୟମରେ ସେ ନିର୍ଦ୍ଦେଶନାକୁ ଓହ୍ଲାଇଥିଲେ ।<ref>{{cite book|title=Orissa reference: glimpses of Orissa|url=http://books.google.com/books?id=1RBuAAAAMAAJ|year=2001|publisher=TechnoCAD Systems}}</ref> ସେ ଚଳଚ୍ଚିତ୍ର ସଫଳ ହୋଇପାରିନଥିଲା । ଦୂରଦର୍ଶନରେ ବହୁ ନାଟକରେ ମଧ୍ୟ ସେ ଅଭିନୟ କରିଥିଲେ ।