"ବିଜୟ ମହାନ୍ତି" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ବାଲ୍ୟଜୀବନ
୧୩ କ ଧାଡ଼ି:
| occupation = ଅଭିନେତା
| spouse = [[ତନ୍ଦ୍ରା ରାୟ]]
| parents = ଆଦିକନ୍ଦ ମହାନ୍ତି <br> ଶାନ୍ତିଲତା ମହାନ୍ତି
| relatives = ଅଜୟ ମହାନ୍ତି (ଭାଇ)
| height =
| awards = ଜୟଦେବ ପୁରସ୍କାର, <br/>ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର (ନାଟକ ଏକାଙ୍କିକା)
Line ୨୩ ⟶ ୨୫:
 
== ବାଲ୍ୟଜୀବନ ଓ ଶିକ୍ଷା ==
'''ବିଜୟ ମହାନ୍ତି''' ୧୯୫୦ ମସିହା ଅପ୍ରେଲ ୮ତାରିଖରେ [[କେନ୍ଦ୍ରାପଡ଼ା ଜିଲ୍ଲା]]ର ପାଣ୍ଡିରି ଗ୍ରାମରେ ଜନ୍ମ ନେଇଥିଲେ । ତାଙ୍କ ପିତାଙ୍କ ନାମ ଆଦିକନ୍ଦ ମହାନ୍ତି ଓ ମାତାଙ୍କ ନାମ ଶାନ୍ତିଲତା ମହାନ୍ତି । ସେମାନେ ୨ ଭାଇ ଓ ୩ ଭଉଣୀ ଥିଲେ । ବିଜୟ ସେମାନଙ୍କ ମଧ୍ୟରେ ବଡ଼ ଥିଲେ । ପିତା ଆଦିକନ୍ଦ [[ବାରିପଦା]]ରେ ସରକାରୀ ବସରେ କଣ୍ଡକ୍ତର ଚାକିରି କରୁଥିବାରୁ,କରୁଥିଲେ ତାଙ୍କ। ବିଜୟଙ୍କ ଶିକ୍ଷାରମ୍ଭ ସେହିଠାରେ ହୋଇଥିଲା ।<ref>{{cite news |title=୯୫ ବର୍ଷୀୟା ମା'ଙ୍କୁ କହି ହେଉ ନଥିଲା ମୃତ୍ୟୁ ଖବର |url=https://sambadepaper.com/imageview_145925_22647277_4_71_22-07-2020_11_i_1_sf.html |accessdate=22 July 2020 |issue=ସମ୍ବାଦ ୨୨/୦୭/୨୦୨୦ ଭୁବନେଶ୍ୱର ସଂସ୍କରଣ ପୃଷ୍ଠା ୧୧ |publisher=ସମ୍ବାଦ}}</ref> [[ମହାରାଜା କୃଷ୍ଣଚନ୍ଦ୍ର ବିଦ୍ୟାଳୟ]]ରେ ଦଶମ ଶ୍ରେଣୀରେ ପଢିଲା ବେଳକୁ, ସ୍କୁଲ ବାର୍ଷିକ ଉତ୍ସବରେ ସେ ପ୍ରଥମ ଥର ଅଭିନୟ କରିଥିଲେ । ମାଟ୍ରିକ ପାସ କଲା ପରେ, ସେ ରାଜ୍ୟ ପରିବହନ ବିଭାଗରେ ଚାକିରି କରିଥିଲେ । ଚାକିରି ସହିତ [[ମହାରାଜା ପୂର୍ଣ୍ଣଚନ୍ଦ୍ର ମହାବିଦ୍ୟାଳୟ]]ରେ ପାଠ ମଧ୍ୟ ପଢୁଥିଲେ । କଲେଜର ପ୍ରଥମ ବର୍ଷରେ କଲେଜ ନାଟକରେ ଅଭିନୟ କରି, ସେ ଶ୍ରେଷ୍ଠ ଅଭିନେତା ପୁରସ୍କାର ଲାଭ କରିଥିଲେ । କ୍ରମାଗତ ଭାବରେ ନାଟକ ଅଭିନୟ କରି କରି, ସେ ସଫଳତା ପାଇଥିଲେ । ସାଙ୍ଗମାନଙ୍କୁ ନେଇ "ଯୁଗେଚ୍ଛା ନାଟ୍ୟ ସଂସ୍ଥା" ନାମକ ଅନୁଷ୍ଠାନ ଗଢି ଅଧିକ ନାଟକ ମଞ୍ଚସ୍ଥ କରିଥିଲେ । ଅଭିନୟ କ୍ଷେତ୍ର ଆଗକୁ ବଢିବା ନିମନ୍ତେ, [[ରାଷ୍ଟ୍ରୀୟ ନାଟ୍ୟ ବିଦ୍ୟାଳୟ]], ଦିଲ୍ଲୀରେ ନାମ ଲେଖାଇଥିଲେ । ସେଠାରେ ସେ ଜାତୀୟ ମେଧା ବୃତ୍ତି ଲାଭ କରିଥିଲେ ।
 
== କଥାଚିତ୍ର ଜୀବନ ==
[[ନ୍ୟାସନାଲରାଷ୍ଟ୍ରୀୟ ସ୍କୁଲନାଟ୍ୟ ଅଫ ଡ୍ରାମାବିଦ୍ୟାଳୟ]], ନୂଆଦିଲ୍ଲୀରେ ଶିକ୍ଷାପ୍ରାପ୍ତ ବିଜୟ ମହାନ୍ତି, ୧୯୭୭ ମସିହାରେ ସେ ଚିଲିକା ତୀରେ କଥାଚିତ୍ରରୁ ଅଭିନେତା ଜୀବନ ଆରମ୍ଭ କରି, ୧୯୦ରୁ ଅଧିକ [[ଓଡ଼ିଆ ସିନେମା|ଓଡ଼ିଆ]] ଚଳଚ୍ଚିତ୍ରରେ ଅଭିନୟ କରିବା ସହ ଗୋଟିଏ ଓଡ଼ିଆ କଥାଚିତ୍ରର ନିର୍ଦ୍ଦେଶନା ଦେଇଥିଲେ ।
 
ରାଷ୍ଟ୍ରୀୟ ନାଟ୍ୟ ବିଦ୍ୟାଳୟରେ ପଢୁଥିବା ସମୟରେ କାହାଣୀକର ବସନ୍ତ ମହାପାତ୍ରଙ୍କ ଡାକରାରେ "ସଂକଳ୍ପ" ଚଳଚ୍ଚିତ୍ରରେ ଅଭିନୟ କରି [[କଟକ]] ଚାଲି ଆସିଥିଲେ । କିନ୍ତୁ ଚଳଚ୍ଚିତ୍ରଟି ସମ୍ପୂର୍ଣ୍ଣ ହୋଇପାରିନଥିଲା । ୧୯୭୭ ମସିହା ଜାନୁଆରୀ ୧୪ତାରିଖରେ, ସେ [[ଉତ୍କଳ ସଙ୍ଗୀତ ମହାବିଦ୍ୟାଳୟ]]ରେ ନାଟକ ବିଭାଗର ଅଧ୍ୟାପକ ଭାବରେ ଯୋଗ ଦେଇଥିଲେ । ସେହି ବର୍ଷ [[ବିପ୍ଳବ ରାୟଚୌଧୁରୀ]]ଙ୍କ ନିର୍ଦ୍ଦେଶନାରେ ଚିଲିକା ତୀରେରେ ସେ ଅଭିନୟ କରିଥିଲେ । ଚିଲିକା ତୀରେ ତାଙ୍କ ଅଭିନୀତ ପ୍ରଥମ କଥାଚିତ୍ର ହୋଇଥିଲେ ମଧ୍ୟ, [[ନାଗଫାସ]] ପ୍ରଥମେ ମୁକ୍ତିଲାଭ କରିଥିଲା । ନାଗଫାସର ଖଳନାୟକ ଚରିତ୍ର ଦେଖି ତାଙ୍କୁ ଅଧିକରୁ ଅଧିକ କାମ ମିଳିବାକୁ ଲାଗିଲା । ୧୯୮୩ ମସିହାର [[କାବେରୀ (୧୯୮୩ର କଥାଚିତ୍ର)|କାବେରୀ]] ଚଳଚ୍ଚିତ୍ରରେ ତାଙ୍କୁ ସକାରାତ୍ମକ ଭୂମିକାରେ ଦେଖିବାକୁ ମିଳିଲା ।<ref>{{cite book|title=Orissa reference: glimpses of Orissa|url=http://books.google.com/books?id=1RBuAAAAMAAJ|year=2001|publisher=TechnoCAD Systems}}</ref> ଏହାପରେ ବହୁ ଚଳଚ୍ଚିତ୍ରରେ ମୁଖ୍ୟ ଭୂମିକାରେ ଆସି ସେ ନିଜ ବହୁମୁଖୀ ଅଭିନୟ ଦକ୍ଷତା ସାବ୍ୟସ୍ତ କରିପାରିଥିଲେ । ୧୯୮୭ରେ [[ଭୁଲି ହୁଏନା]] ଚଳଚ୍ଚିତ୍ର ମାଧ୍ୟମରେ ସେ ନିର୍ଦ୍ଦେଶନାକୁ ଓହ୍ଲାଇଥିଲେ ।<ref>{{cite book|title=Orissa reference: glimpses of Orissa|url=http://books.google.com/books?id=1RBuAAAAMAAJ|year=2001|publisher=TechnoCAD Systems}}</ref> ସେ ଚଳଚ୍ଚିତ୍ର ସଫଳ ହୋଇପାରିନଥିଲା । ଦୂରଦର୍ଶନରେ ବହୁ ନାଟକରେ ମଧ୍ୟ ସେ ଅଭିନୟ କରିଥିଲେ ।
Line ୩୪ ⟶ ୩୬:
 
== ବ୍ୟକ୍ତିଗତ ଜୀବନ ==
ସେ ଅଭିନେତ୍ରୀ [[ତନ୍ଦ୍ରା ରାୟ]]ଙ୍କୁ ବିବାହ କରିଛନ୍ତିକରିଥିଲେ ଓ ତାଙ୍କର ଗୋଟିଏ ଝିଅ ଅଛି ।
 
== ମୃତ୍ୟୁ ==
୨୦ ଜୁଲାଇ ୨୦୨୦ରେ ଭୁବନେଶ୍ୱର ସ୍ଥିତ ଏକ ଘରୋଇ ଡାକ୍ତରଖାନାରେ ବିଜୟ ମହାନ୍ତିଙ୍କର ୭୦ ବର୍ଷ ବୟସରେ ଶାରୀରିକ ଅସୁସ୍ଥତା ଯୋଗୁଁ ପରଲୋକ ଘଟିଥିଲା ।<ref>https://www.dharitri.com/veteran-odia-actor-bijay-mohanty-passed-away/</ref>
 
=== ଅଭିନୀତ ଓଡ଼ିଆ କଥାଚିତ୍ର ===
Line ୮୯ ⟶ ୯୪:
* [[ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର]], ୨୦୦୯ (ନାଟକ 'ଅଜାତି' ନିମନ୍ତେ)<ref>{{cite web |title=ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କୃତ ପୁସ୍ତକ ଓ ଲେଖକ |url=http://odishasahityaakademi.org/sahitya-award12.php |publisher=ଓଡ଼ିଶା ସାହିତ୍ୟ ଏକାଡେମୀ |accessdate=26 September 2018}}</ref>
 
== ମୃତ୍ୟୁ ==
୨୦ ଜୁଲାଇ ୨୦୨୦ରେ ଭୁବନେଶ୍ୱର ସ୍ଥିତ ଏକ ଘରୋଇ ଡାକ୍ତରଖାନାରେ ବିଜୟ ମହାନ୍ତିଙ୍କର ୭୦ ବର୍ଷ ବୟସରେ ଶାରୀରିକ ଅସୁସ୍ଥତା ଯୋଗୁଁ ପରଲୋକ ଘଟିଥିଲା ।<ref>https://www.dharitri.com/veteran-odia-actor-bijay-mohanty-passed-away/</ref>
 
==ଆଧାର==