"ଓଡ଼ିଶାରେ କୋଭିଡ-୧୯ ମହାମାରୀ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
୪୪୬ କ ଧାଡ଼ି:
* ଜୁଲାଇ ୧୭ ତାରିଖ ୨୦୨୦ ପୂର୍ବାହ୍ନ ୧୦.୩୦ ସୁଦ୍ଧା ରାଜ୍ୟର ମୋଟ କରୋନା ପଜିଟିଭ ୧୬,୧୧୦ ହେବା ସହ ମୃତ ବ୍ୟକ୍ତିଙ୍କ ସଂଖ୍ୟା ବୃଦ୍ଧି ପାଇ ୮୩ ହେବା ସହ ଆରୋଗ୍ୟ ବ୍ୟକ୍ତିଙ୍କ ସଂଖ୍ୟା ବୃଦ୍ଧି ପାଇ ୧୦,୮୭୭ ଏବଂ ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ୫୧୨୪ ହୋଇଛି । ଏଥିସହ କୋରୋନା ଆକ୍ରାନ୍ତ ବ୍ୟକ୍ତି କରୋନାରୁ ସୁସ୍ଥ ହୋଇ ଅନ୍ୟ ରୋଗରେ ମୃତ୍ୟୁବରଣ କରିବା ସଂଖ୍ୟା ବୃଦ୍ଧି ପାଇ ୨୬ ହୋଇଛି<ref name="CovidDashBoard"></ref>।
* ଜୁଲାଇ ୧୯ ତାରିଖ ୨୦୨୦ ସଂଧ୍ୟା ୭.୪୪ ସୁଦ୍ଧା ରାଜ୍ୟର ମୋଟ କରୋନା ପଜିଟିଭ ୧୭,୪୩୭ ହେବା ସହ ମୃତ ବ୍ୟକ୍ତିଙ୍କ ସଂଖ୍ୟା ବୃଦ୍ଧି ପାଇ ୯୧ ହେବା ସହ ଆରୋଗ୍ୟ ବ୍ୟକ୍ତିଙ୍କ ସଂଖ୍ୟା ବୃଦ୍ଧି ପାଇ ୧୨,୪୫୩ ଏବଂ ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ୪୮୬୫ ହୋଇଛି । ଏଥିସହ କୋରୋନା ଆକ୍ରାନ୍ତ ବ୍ୟକ୍ତି କରୋନାରୁ ସୁସ୍ଥ ହୋଇ ଅନ୍ୟ ରୋଗରେ ମୃତ୍ୟୁବରଣ କରିବା ସଂଖ୍ୟା ବୃଦ୍ଧି ପାଇ ୨୮ ହୋଇଛି<ref name="CovidDashBoard"></ref>।
* ଜୁଲାଇ ୨୦ ତାରିଖ ୨୦୨୦ ସଂଧ୍ୟା ୮.୩୦ ସୁଦ୍ଧା ରାଜ୍ୟର ମୋଟ କରୋନା ପଜିଟିଭ ୧୮,୧୧୦ ହେବା ସହ ମୃତ ବ୍ୟକ୍ତିଙ୍କ ସଂଖ୍ୟା ବୃଦ୍ଧି ପାଇ ୯୭ ହେବା ସହ ଆରୋଗ୍ୟ ବ୍ୟକ୍ତିଙ୍କ ସଂଖ୍ୟା ବୃଦ୍ଧି ପାଇ ୧୨,୯୧୦ ଏବଂ ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ୫୦୭୫ ହୋଇଛି । ଏଥିସହ କୋରୋନା ଆକ୍ରାନ୍ତ ବ୍ୟକ୍ତି କରୋନାରୁ ସୁସ୍ଥ ହୋଇ ଅନ୍ୟ ରୋଗରେ ମୃତ୍ୟୁବରଣ କରିବା ସଂଖ୍ୟା ୨୮ରେ ସୀମିତ ରହିଛି<ref name="CovidDashBoard"></ref>।
 
== ସ୍ୱତନ୍ତ୍ର ଡାକ୍ତରଖାନା ==