"ବିଦ୍ୟୁତ୍ ଶକ୍ତି" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
"ପ୍ରତି ୟୁନିଟ ସମୟରେ ଏକ ପରିପଥ ଦେ..." ନାଆଁରେ ପୃଷ୍ଠାଟିଏ ତିଆରିକଲେ
 
No edit summary
୩ କ ଧାଡ଼ି:
ବିଦ୍ୟୁତ ଶକ୍ତି ମୁଖ୍ୟତଃ [[ବୈଦୁତିକ ଜନିତ୍ର]] (ଜେନେରେଟର) ଦ୍ଵାରା ଉତ୍ପାଦନ କରାଯାଏ, ଏହା ସହ ବୈଦୁତିକ ବ୍ୟାଟେରୀ ପରି ଉତ୍ସର ବହୁଳ ପ୍ରଚାଳନ ମଧ୍ୟ ହୋଇଥାଏ । ଏହା ସାଧାରଣତଃ ଆବାସିକ ଏବଂ ବ୍ୟବହାସାୟିକ ଅନୁଷ୍ଠାନଗୁଡ଼ିକୁ [[Electric power industry|ବୈଦୁତିକ ଶକ୍ତି ଶିଳ୍ପ]] ଦ୍ୱାରା [[Electrical grid|ବିଦ୍ୟୁତ୍ ଗ୍ରୀଡ଼]] ମାଧ୍ୟମରେ ଯୋଗାଇ ଦିଆଯାଏ । ବହୁ ଦୂରରେ ଥିବା [[ବୈଦୁତିକ ଭାର]] (ଲୋଡ୍) ଗୁଡ଼ିକ ପାଇଁ [[Electric power transmission|ଟ୍ରାନ୍ସମିସନ୍ ଲାଇନ୍]] ଦ୍ଵାରା ବିଦ୍ୟୁତ୍ ଶକ୍ତି ପ୍ରେରଣ କରାଯାଇଥାଏ ।<ref name="smith-2001">
{{cite book | last1 = Smith | first1 = Clare | title = Environmental physics | date = 2001 | publisher = [[Routledge]] | location = London, United Kingdom | isbn = 0-415-20191-8}}</ref>
 
== ସଂଜ୍ଞା ==
ଯାନ୍ତ୍ରିକ ଶକ୍ତି ପରି ବୈଦୁତିକ ଶକ୍ତି ବି ହେଉଛି କାର୍ଯ୍ୟ କରିବାର ହାର, ଏହାକୁ [[Watt|ୱାଟ]] ଏକକରେ ମାପ କରାଯାଏ ଏବଂ ଲାଟିନ ଅକ୍ଷର ''P'' ଅକ୍ଷର ଦ୍ୱାରା ସୁଚାଯାଏ । ସାଧାରଣ ଭାଷାରେ ''ୱାଟେଜ୍'' ଶବ୍ଦର ଅର୍ଥ ହେଉଛି "କେତେ ୱାଟ ବିଦ୍ୟୁତି ଶକ୍ତି ଖର୍ଚ ହୁଏ" । ଯଦି Q କୁଲମ୍ବ [[Electric charge|ଚାର୍ଜ]] ବିଶିଷ୍ଟ [[Electric current|ବିଦ୍ୟୁତ୍ ସ୍ରୋତ]] ''I'' ପ୍ରତି ''t'' ସେକେଣ୍ଡରେ [[ବିଦ୍ୟୁତ ବିଭବ]] ପାର୍ଥକ୍ୟ ([[Voltage|ଭୋଲ୍ଟେଜ୍]]) ''V'' ଦେଇ ପ୍ରବାହିତ ହୁଏ, ତେବେ ଉତ୍ପନ୍ନ ହେଉଥିବା ବିଦ୍ୟୁତ ଶକ୍ତି (ୱାଟରେ) ହେବ:
 
:<math>P = \text{work done per unit time} = \frac {VQ}{t} = VI \,</math>
ଯେଉଁଠାରେ,
:''Q'' ହେଉଛି [[Electric charge|ବୈଦୁତିକ ଚାର୍ଜ]], [[Coulomb|କୁଲମ୍ବ]]ରେ
:''t'' ହେଉଛି ସମୟ, [[Second|ସେକେଣ୍ଡ]]ରେ
:''I'' ହେଉଛି ବିଦ୍ୟୁତ୍ ସ୍ରୋତ, [[ampere|ଅମ୍ପିଅର]]ରେ
:''V'' ହେଉଛି ବିଦ୍ୟୁତ ବିଭାବାନ୍ତର ବା ଭୋଲଟେଜ, [[volt|ଭୋଲ୍ଟ]]ରେ
 
 
== ଆଧାର ==
{{ଆଧାର}}