"ବିଦ୍ୟୁତ୍ ଶକ୍ତି" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
"ପ୍ରତି ୟୁନିଟ ସମୟରେ ଏକ ପରିପଥ ଦେ..." ନାଆଁରେ ପୃଷ୍ଠାଟିଏ ତିଆରିକଲେ
(କିଛି ବଦଳିନାହିଁ)

୦୮:୧୪, ୨୦ ଜୁଲାଇ ୨୦୨୦ ଅନୁସାରେ କରାଯାଇଥିବା ବଦଳ

ପ୍ରତି ୟୁନିଟ ସମୟରେ ଏକ ପରିପଥ ଦେଇ ବୈଦୁତିକ ଊର୍ଜାର ସ୍ଥାନନ୍ତରଣ 'ହାର'କୁ ବିଦ୍ୟୁତ୍ ଶକ୍ତି କୁହାଯାଏ । SI ମାନକରେ ଶକ୍ତିର ଏକକ ହେଉଛି ୱାଟ (watt), ଏକ ଜୁଲ୍ (joule) ପ୍ରତି ସେକେଣ୍ଡ

ବିଦ୍ୟୁତ ଶକ୍ତି ମୁଖ୍ୟତଃ ବୈଦୁତିକ ଜନିତ୍ର (ଜେନେରେଟର) ଦ୍ଵାରା ଉତ୍ପାଦନ କରାଯାଏ, ଏହା ସହ ବୈଦୁତିକ ବ୍ୟାଟେରୀ ପରି ଉତ୍ସର ବହୁଳ ପ୍ରଚାଳନ ମଧ୍ୟ ହୋଇଥାଏ । ଏହା ସାଧାରଣତଃ ଆବାସିକ ଏବଂ ବ୍ୟବହାସାୟିକ ଅନୁଷ୍ଠାନଗୁଡ଼ିକୁ ବୈଦୁତିକ ଶକ୍ତି ଶିଳ୍ପ ଦ୍ୱାରା ବିଦ୍ୟୁତ୍ ଗ୍ରୀଡ଼ ମାଧ୍ୟମରେ ଯୋଗାଇ ଦିଆଯାଏ । ବହୁ ଦୂରରେ ଥିବା ବୈଦୁତିକ ଭାର (ଲୋଡ୍) ଗୁଡ଼ିକ ପାଇଁ ଟ୍ରାନ୍ସମିସନ୍ ଲାଇନ୍ ଦ୍ଵାରା ବିଦ୍ୟୁତ୍ ଶକ୍ତି ପ୍ରେରଣ କରାଯାଇଥାଏ ।[୧]

  1. Smith, Clare (2001). Environmental physics. London, United Kingdom: Routledge. ISBN 0-415-20191-8.