"ହୃଦାନନ୍ଦ ପାଣିଗ୍ରାହୀ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେNo edit summary
ଟ୍ୟାଗସବୁ: ଭିଜୁଆଲ ସମ୍ପାଦନା ମୋବାଇଲ ସମ୍ପାଦନା ମୋବାଇଲ ୱେବ ବଦଳ
ରୁ, ଠାରୁ, ମାନଙ୍କ, ମାନଙ୍କଠାରୁ, ର, ଙ୍କର, ମାନଙ୍କ, ମାନଙ୍କର, ଦ୍ୱାରା ଆଦି ସବୁବେଳେ ମୂଳ ଶବ୍ଦ ସହ ଲାଗିକି ରହିବ । ଛାଡ଼ିକି ନୁହେଁ ।
୪୪ କ ଧାଡ଼ି:
}}
 
'''ହୃଦାନନ୍ଦ ପାଣିଗ୍ରାହୀ''', ଜଣେ [[ଓଡ଼ିଆ ଭାଷା|ଓଡ଼ିଆ]] ସାହିତ୍ୟିକ । ସେ ୧୯୫୫ ମସିହା ଅଗଷ୍ଟ ୬ ତାରିଖରେ [[ଓଡ଼ିଶା]]ର [[ଭଦ୍ରକ ଜିଲ୍ଲାରଜିଲ୍ଲା]]ସ୍ଥିତ [[ଝାଡ଼ପଟା ଗ୍ରାମ ରେ]]ଠାରେ ଜନ୍ମଗ୍ରହଣ କରିଥିଲେ ।<ref>{{cite news|title=ସୃଜନ ଆଳାପ|url=http://www.dharitri.com/e-Paper/sahityayan/100118/p6.htm|accessdate=10 January 2018|newspaper=ଧରିତ୍ରୀ ସାହିତ୍ୟାୟନ ଜାରୁଆରୀ ୧୦-୨୩ ପୃଷ୍ଠା ୬}}</ref><ref name="PaniDas1988">{{cite book|author1=Subas Pani|author2=H. C. Das|author3=Indu Bhusan Kar|title=Glimpses of History and Culture of Balasore|url=http://books.google.com/books?id=im1DAAAAYAAJ|year=1988|publisher=Orissa State Museum}}</ref> ସେ ଭଦ୍ରକ ମହାବିଦ୍ୟାଳୟ ରୁମହାବିଦ୍ୟାଳୟରୁ ସ୍ନାତକ ଏବଂ ଉତ୍କଳ ବିଶ୍ୱବିଦ୍ୟାଳୟ ରୁବିଶ୍ୱବିଦ୍ୟାଳୟରୁ ଓଡ଼ିଆ ସାହିତ୍ୟରେ ସ୍ନାତକୋତ୍ତର କରିଥିଲେ । ୧୯୭୯ ମସିହାରୁ ଚମ୍ପୁଆ ସ୍ଥିତ ଚନ୍ଦ୍ରଶେଖର ମହାବିଦ୍ୟାଳୟରୁ ମୁଖ୍ୟ ଅଧ୍ୟାପକ ଭାବରେ ନିଜ ବୃତ୍ତିଗତ ଜୀବନ ଆରମ୍ଭ କରି, ୨୦୧୫ ମସିହାରେ ପାଳିଆବିନ୍ଧା ସ୍ଥିତ ବିରଞ୍ଚି ନାରୟଣ ମାଧବ-ଅର୍ଜ୍ଜୁନ ମହାବିଦ୍ୟାଳୟ ର ଓଡ଼ିଆ ବିଭାଗର ବରିଷ୍ଠ ପ୍ରାଧ୍ୟାପକ ଏବଂ ବିଭାଗୀୟ ମୁଖ୍ୟଭାବେ ସେବାନିବୃତଅବସର ହୋଇଥିଲେ।ଗ୍ରହଣ କରିଥିଲେ ।
 
ହୃଦାନନ୍ଦ ମୁଖ୍ୟତଃ ଜଣେ କବି। ସେ ଉତ୍ତର ଆଧୁନିକ କବିତାରେ ଗୋଟେ ବିଶେଷ ଧାରାକୁ ପ୍ରତିନିଧିତ୍ୱ କରନ୍ତି। ସାମ୍ପ୍ରତିକ ଜୀବନ ଯନ୍ତ୍ରଣା ଏବଂ ଗ୍ରାମୀଣ ଜୀବନବୋଧ ତାଙ୍କ କବିତାରେ ପରିସପୁଟ ହୁଏ।