"ଦେବଦାସ ଛୋଟରାୟ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେNo edit summary
ଅଧିକ ତଥ୍ୟ
୧୬ କ ଧାଡ଼ି:
}}
 
'''ଦେବଦାସ ଛୋଟରାୟ''' (ଜନ୍ମ ୨୫: ନଭେମ୍ବର ୨୫, ୧୯୪୬) ଜଣେ ଓଡ଼ିଶାଜଣାଶୁଣା ସାହିତ୍ୟ[[ଓଡ଼ିଆ ଏକାଡେମୀ ପୁରସ୍କାର ସମ୍ମାନିତଲୋକ|ଓଡ଼ିଆ]] ଲେଖକ,<ref>{{cite news |title=Odisha Sahitya Akademi award for 18 authors |url=https://www.newindianexpress.com/states/odisha/2020/jul/11/odisha-sahitya-akademi-award-for-18-authors-2168295.html |accessdate=16 July 2020 |publisher=newindianexpress.com}}</ref><ref>{{cite news |last1=Pioneer |first1=The |title=For poet, there is no age, says Chhotray |url=https://www.dailypioneer.com/2014/state-editions/for-poet-there-is-no-age-says-chhotray.html |accessdate=18 July 2020 |work=The Pioneer |language=en}}</ref> କାହାଣୀକାର, ପ୍ରଶାସନିକପ୍ରାଶାସନିକ ଅଧିକାରୀ ଓ ଶିକ୍ଷାବିଦ । ସେ ଓଡ଼ିଶାର [[କଟକ]]ସ୍ଥିତ [[ରେଭେନ୍ସା ବିଶ୍ୱବିଦ୍ୟାଳୟ]]ର ପ୍ରଥମ କୁଳପତି ଥିଲେ । ସେ ଓଡ଼ିଆରେ ୭୫ରୁ ଅଧିକ ଚଳଚ୍ଚିତ୍ର ପାଇଁ ଗୀତ ରଚନା କରିଛନ୍ତି ଏବଂ ପାଞ୍ଚରୁ ଅଧିକ ଥର ଶ୍ରେଷ୍ଠ ଗୀତିକାର ଭାବରେ ରାଜ୍ୟ ପୁରସ୍କାର ଅର୍ଜନ କରିଛନ୍ତି । ତାଙ୍କର ସାହିତ୍ୟିକ ରଚନା ପାଇଁ ତାଙ୍କୁ [[ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର]] ମିଳିଥିଲା ।<ref name="ravenshawuniversity">{{cite web |title=Ravenshaw University: Former Vice Chancellor |url=http://www.ravenshawuniversity.ac.in/FormerVc.php |website=www.ravenshawuniversity.ac.in |accessdate=18 July 2020}}</ref>
 
== ବୃତ୍ତି ==
=== ଗୀତ ରଚନା ===
[[ଅକ୍ଷୟ ମହାନ୍ତି]]ଙ୍କ ସହ ୧୯୬୦ ଦଶକରୁ ଆରମ୍ଭ କରି ମହାନ୍ତିଙ୍କ ମୃତ୍ୟୁ ପର୍ଯ୍ୟନ୍ତ ତାଙ୍କର ମୁଖ୍ୟ ଗୀତିକାର ଭାବେ ଦେବଦାସ ଛୋଟରାୟ ଚଳଚ୍ଚିତ୍ର ଏବଂ ରେଡ଼ିଓ ଭଳି ଅଣ-ଚଳଚ୍ଚିତ୍ର ରଚନା କରିଥିଲେ । ତାଙ୍କ ବ୍ୟତୀତ ସେ ବିଭିନ୍ନ ପ୍ରସିଦ୍ଧ ଗାୟକ-ଗାୟିକା [[ସନ୍ଧ୍ୟା ମୁଖାର୍ଜୀ]], [[ନିର୍ମଳା ମିଶ୍ର]], [[ଉଷା ଉଥୁପ]], [[ସୁରେଶ ୱାଡ଼େକର]], [[ଉଦିତ ନାରାୟଣ]], [[କବିତା କୃଷ୍ଣମୂର୍ତ୍ତି]] ଏବଂ [[ସୁନୀଧି ଚୌହାନ]] ପ୍ରମୁଖ ତାଙ୍କ ରଚିତ ଗୀତ ପରିବେଷଣ କରିଛନ୍ତି । ତାଙ୍କର ଅଧିକାଂଶ ଅଣ-ଚଳଚ୍ଚିତ୍ର ବ୍ୟାବସାୟିକ ଗୀତଗୁଡ଼ିକ [[ସାରେଗାମା (ସଂଗୀତ କମ୍ପାନୀ)|ସାରେଗାମା]]ଦ୍ୱାରା (ଆଗରୁ HMV ନାମରେ ଜଣା) ରେକର୍ଡ଼ କରାଯାଇଥିଲା । ଟେଲିଭିଜନ ପାଇଁ ମଧ୍ୟ ସେ ଗୀତିନାଟ୍ୟ ରଚନା କରିଛନ୍ତି । <ref name="ravenshawuniversity"/>
 
=== କାହାଣୀ ରଚନା ===
ଚଳଚ୍ଚିତ୍ର କାହାଣୀକାର ଭାବେ ତାଙ୍କ ରଚିତ ''[[ଇନ୍ଦ୍ରଧନୁର ଛାଇ]]'' ୧୯୯୫ ମସିହାରେ [[କାନ୍ସ ଫିଲ୍ମ ଫେଷ୍ଟିଭାଲ]]ରେ ପ୍ରଦର୍ଶିତ ହୋଇଥିଲା । ସେହି ବର୍ଷ ଋଷର [[କିନୋଟାଭର]]<!--Kinotavr--> ଚଳଚ୍ଚିତ୍ର ମହୋତ୍ସବରେ ଶ୍ରେଷ୍ଠ ଚଳଚ୍ଚିତ୍ର ଭାବରେ ପୁରସ୍କାର ପାଇଥିଲା । ତାଙ୍କର ଅନ୍ୟ ଏକ ଚଳଚ୍ଚିତ୍ର ''[[ବିଶ୍ୱପ୍ରକାଶ]]'' ୨୦୦୦ ମସିହାରେ [[ଜାତୀୟ ଚଳଚ୍ଚିତ୍ର ମହୋତ୍ସବ]]ରେ ଶ୍ରେଷ୍ଠ ଆଞ୍ଚଳିକ ଚଳଚ୍ଚିତ୍ର ଭାବେ ବିବେଚିତ ହୋଇଥିଲା ଏବଂ ଏହା [[ଭାରତୀୟ ପାନୋରାମା]]ରେ ପ୍ରଦର୍ଶିତ ହୋଇଥିଲା । <ref name="ravenshawuniversity"/>
 
=== ପଦବୀ ===
ସେ ଓଡ଼ିଶା ଚଳଚ୍ଚିତ୍ର ବିକାଶ ନିଗମର ନିର୍ଦ୍ଦେଶକଭାବେ ୧୯୮୩-୧୯୮୯ ଯାଏ କାର୍ଯ୍ୟକରିଥିଲେ । ୧୯୮୭ ମସିହାରେ ସେ [[ପଞ୍ଚମ ଅନ୍ତର୍ଜାତୀୟ ଶିଶୁ ଚଳଚ୍ଚିତ୍ର ମହୋତ୍ସବ]]ର ପ୍ରକାଶନ କମିଟି ସଭାପତି ଭାବେ ଏବଂ ପରେ ୧୯୯୯ ମସିହାରୁ ୨୦୦୧ ପର୍ଯ୍ୟନ୍ତ [[ପୁଣେ]]ସ୍ଥିତ [[ଇନଷ୍ଟିଚ୍ୟୁଟ ଅଫ ଇଣ୍ଡିଆ]] ପରିଚାଳନା ପରିଷଦର ଉପାଧ୍ୟକ୍ଷ ଭାବେ କାର୍ଯ୍ୟ କରିଥିଲେ ।<ref name="ravenshawuniversity"/>
 
===ପୁରସ୍କାର ଓ ସମ୍ମାନ===
ଦେବଦାସ ଛୋଟରାୟ ଚାରି ଦଶନ୍ଧି ଧରି କବିତା ଏବଂ ଗୀତ ରଚନା ପାଇଁ ଜଣାଶୁଣା ଓ ତାଙ୍କ ରଚନାଗୁଡ଼ିକ ଅନେକ ଭାରତୀୟ ଏବଂ ବିଦେଶୀ ଭାଷାରେ ଅନୁବାଦ କରାଯାଇଛି । ସେ ୨୦୧୬ ମସିହାରେ [[ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର]] ଲାଭ କରିଥିଲେ । ତାଙ୍କର ରଚନାର ଅନୁବାଦ [[ସୁନୀଲ ଗାଙ୍ଗୋପାଧ୍ୟାୟ]]ଙ୍କ ସମ୍ପାଦିତ ''କୃତିବାସ''ରେ ପ୍ରକାଶିତ ହୋଇଛି । ସେ କବିତା ପାଇଁ [[ପ୍ରଜାତନ୍ତ୍ର ବିଶୁବ ମିଳନ ପୁରସ୍କାର]], [[ଉତ୍କଳ ସମାଜ ଶତବାର୍ଷିକୀ ପୁରସ୍କାର]] ([[ଗଙ୍ଗାଧର ମେହେର ସମ୍ମାନ]]) ଏବଂ ୨୦୦୮ [[ରାଜଧାନୀ ପୁସ୍ତକ ମେଳା ପୁରସ୍କାର]] ପାଇଥିଲେ । ୨୦୦୯ ମସିହା ମାର୍ଚ୍ଚ ୧୫ ତାରିଖରେ ତାଙ୍କର ଓଡ଼ିଆ କବିତା ପାଇଁ ଅନୁବାଦ ନିମନ୍ତେ ସେ [[ଭାନୁଜୀ ରାଓ ମେମୋରିଆଲ ପୁରସ୍କାର]] ପାଇବାକୁ ତାଙ୍କୁ ମନୋନୀତ ହୋଇଥିଲେ ।<ref name="ravenshawuniversity"/>
 
==ରଚନାବଳୀ==
=== ଗଳ୍ପ ===
* ରମାକୁ ମାରିବାର ପାଞ୍ଚଟି ଉପାୟ
* ମଲ୍ଲିକା, ୨୦୧୪<ref>http://www.dharitri.com/sahityayan/140516/p8.htm</ref>
 
==ପୁରସ୍କାର ଓ ସମ୍ମାନ==
* [[ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର]], ୨୦୧୬
== ଆଧାର ==
{{ଆଧାର}}
 
{{ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର (କ୍ଷୁଦ୍ରଗଳ୍ପ)}}
{{Authority control}}
 
[[ଶ୍ରେଣୀ:୧୯୫୫ ଜନ୍ମ]]
[[ଶ୍ରେଣୀ:ଜୀବିତ ବ୍ୟକ୍ତି]]