"ଥିଓଡ଼ୋଲାଇଟ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେNo edit summary
No edit summary
୧ କ ଧାଡ଼ି:
{{Unreferenced}}
{{short description|Optical surveying instrument}}
{{anchor|Non-Transit|Transit|Seconds|Optical}}
[[File:SovietTheodolite.jpg|thumb|A direct readout theodolite, manufactured in the Soviet Union in 1958 and used for topographic surveying]]
[[File:A student using a Theodolite in field.jpg|thumb|right|A student using a Theodolite in field]]
 
ରାସ୍ତାଘାଟ'''ଥିଓଡ଼ୋଲାଇଟ''' ତିଆରି({{IPAc-en|θ|iː|ˈ|ɒ|d|ə|l|aɪ|t}}) ସମୟରେଏକ ସର୍ଭେଅପ୍ଟିକାଲ କାମଉପକରଣ ପାଇଁଯାହାକି ଗୋଟିଏଭୂସମାନ୍ତର ଯନ୍ତ୍ରଏବଂ ବ୍ୟବହାରଭୂଲମ୍ବ କରାଯାଉଥିବାରସମତଳରେ ଦେଖିବାକୁଥିବା ମିଳେକୌଣସି ଏକ ଦୃଶ୍ୟମାନ ଏହାକୁବିନ୍ଦୁ ଗୋଟିଏମଧ୍ୟରେ ତ୍ରିପଦକୋଣ ଷ୍ଟାଣ୍ଡମାପିବା ଉପରେପାଇଁ ରଖାଯାଇଥାଏବ୍ୟବହାର କରାଯାଏଏହାକୁରାସ୍ତାଘାଟ ତିଆରି ପାଖକିମ୍ବା ସେପାଖ ବା ଉପର ତଳ କରିଜମି ସର୍ଭେ କାମ କରାଯାଉଥାଏ ।ସମୟରେ ଏହି ଯନ୍ତ୍ରଟିଯନ୍ତ୍ରର ହେଉଛିବହୁଳ ଥିଓଡୋଲାଇଟବ୍ୟବହାର କରାଯାଇଥାଏଏହାଏହାକୁ ସାହାଯ୍ୟରେଗୋଟିଏ ଭୂତ୍ରିପଦ ସମାନ୍ତରଷ୍ଟାଣ୍ଡ ଉପରେ ଭୂଲମ୍ବରଖାଯାଇଥାଏ କୋଣଏବଂ ମାପଏହାକୁ କରାଯାଇଥାଏ ପାଖ ସେପାଖ ରାସ୍ତାଘାଟବା ତିଆରିଉପର ବେଳେତଳ କରି ସର୍ଭେ କାମ ପାଇଁ ଏହା ଏକ ମୁଖ୍ୟ ଉପକରଣ କରାଯାଏ । ରାସ୍ତାଟି ଗୋଟିଏ ଦିଗକୁ କେତେ ବେଙ୍କଇ ଯାଇଥାଏ, କେତେ ଉଠାଣି ବା ଗଡ଼ାଣି ହୋଇଥାଏ ତାହା ଏହା ସାହାଯ୍ୟରେ ଜଣାପଡ଼େ । ଟନେଲ ତିଆରି, ସିଭିଲ୍ ଇଞ୍ଜିନିୟରିଂ କାମରେ ମଧ୍ୟ ଏହାର ଆବଶ୍ୟକ ହୁଏ । ଜ୍ୟୋତିର୍ବିଜ୍ଞାନୀମାନେ ଏହାକୁ ବ୍ୟବହାର କରି ମହାକାଶରେ ରହିଥିବା ଦୁଇ ଗୋଟି ପିଣ୍ଡ ମଧ୍ୟରେ କୋଣ ମାପ କରନ୍ତି । ସେଥିରୁ ସେମାନଙ୍କ ମଧ୍ୟରେ ରହିଥିବା ଦୂରତା ଜଣାପଡ଼େ । ପୃଥିବୀରୁ ଚନ୍ଦ୍ରର ଦୂରତା ବି ଏହା ସାହାଯ୍ୟରେ ମାପ କରାଯାଇପାରେ । ମାନଚିତ୍ର ତିଆରି କରିବା ସମୟରେ ଏହାର ଲୋଡ଼ା ପଡ଼େ । ପୃଥିବୀପୃଷ୍ଠରେ ଅବସ୍ଥିତ ଦୁଇଗୋଟି ସ୍ଥାନ ମଧ୍ୟରେ ଦୂରତା ଓ ଦିଗ ଏହା ସାହାଯ୍ୟରେ ନିରୂପଣ କରାଯାଇଥାଏ । ଦୂରରେ ଥିବା ଅଟ୍ଟାଳିକାଟିର ଥିଓଡ଼ୋଲାଇଟ୍ ଯୋଗେ କୌଣିକ ଉନ୍ନତି ମାପ କରି ତାହାର ଉଚ୍ଚତା ଓ ଦୂରତା ନିର୍ଣ୍ଣୟ କରାଯାଇ ପାରିବ <ref>{{cite journal |last1=Thyer |first1=Norman |title=Double Theodolite Pibal Evaluation by Computer |journal=Journal of Applied Meteorology and Climatology |date=March 1962 |volume=1 |issue=1 |page=66–68 |doi=10.1175/1520-0450(1962)001<0066:DTPEBC>2.0.CO;2}}</ref>
 
ପ୍ରଥମେ ୧୫୭୧ ମସିହାରେ ଇଂରେଜ ଗଣିତଜ୍ଞ ଲିଓନାର୍ଡ଼ ଡିଗେସ୍ ସର୍ଭେ ଉପରେ ଗୋଟିଏ ପୁସ୍ତକ ଲେଖିଥିଲେ । ସେଥିରେ ସେ ଥିଓଡୋଲାଇଟ୍ ଉପରେ ଧାରଣା ଦେଇଥିଲେ <ref name="daumas">Daumas, Maurice, ''Scientific Instruments of the Seventeenth and Eighteenth Centuries and Their Makers'', Portman Books, London 1989 {{ISBN|978-0-7134-0727-3}}</ref><ref>[http://www.searchgodsword.org/lex/grk/view.cgi?number=2300 Theaomai - Greek Lexicon<!-- Bot generated title -->]</ref> ତେବେ ୧୫୭୬ ମସିହାରେ ଜର୍ମାନୀର ଜୋଶୁଆ ହାବେର୍ମେଲ ପ୍ରଥମେ ଗୋଟିଏ ଥିଓଡୋଲାଇଟ୍ ବାହାର କରିଥିଲେ । ଏହି [[ଯନ୍ତ୍ର]]<nowiki/>ଟିରେ ଅନେକ ପରିବର୍ନପରିବର୍ତ୍ତନ ଆଣିବା ପରେ ଆଧୁନିକ ଥିଓଡୋଲାଇଟ୍ ସମ୍ଭବ ହେଲା । ଏହି ଯନ୍ତ୍ରର ମୁଖ୍ୟ ଅଂଶ ହେଉଛି ଗୋଟିଏ ଟେଲିସ୍କୋପ । ଏହାକୁ ଗୋଟିଏ ଘୂର୍ଣ୍ଣନଶୀଳ ଚକତି ଉପରେ ପ୍ରତିଷ୍ଠା କରାଯାଇଥାଏ । ଏହା ଚକତିଟି ଉଭୟ ଭୂସମାନ୍ତର ଓ ଭୂ-ଲମ୍ବ ଭାବରେ ଘୂରିପାରୁଥାଏ । ଟେଲିସ୍କୋପଟିକୁ ନିର୍ଭୁଲ ଭାବେ ସମତଳ କରି ରଖିବା ପାଇଁ ସ୍ପିରିଟ୍ ଲେବଲ ବ୍ୟବହାର କରାଯାଇଥାଏ । ଥିଓଡୋଲାଇଟ୍ରେ ଦୁଇଗୋଟି ସ୍କେଲ ବ୍ୟବହାର କରାଯାଇଥାଏ । ଗୋଟିଏ ସ୍କେଲ ଭୂଲମ୍ବ କୋଣ ମାପରେ ଲାଗିଥାଏ । ଅନ୍ୟ ସ୍କେଲଟି ଭୂସମାନ୍ତର କୋଣ ମାପ ପାଇଁ ବ୍ୟବହୃତ ହୁଏ । ଟେଲିସ୍କୋପଟିର ଘୂର୍ଣ୍ଣନ ପରିମାଣରୁ ଭୂଲମ୍ବ ଓ ଭୂସମାନ୍ତର କୋଣ ମାପ କରାଯାଇଥାଏ । ଜ୍ୟାମିତିକ ସୂତ୍ର ବ୍ୟବହାର କରି ଏଥିରୁ ଦୂରତା ଓ ଅନ୍ୟାନ୍ୟ ମାପ କରାଯାଏ । ଏହି ଥିଓଡୋଲାଇଟ୍ରେ ଆଲୋକ ରଶ୍ମି ବ୍ୟବହାର କରାଯାଇଥାଏ । ମାତ୍ର ଆଜିକାଲି ଅତ୍ୟାଧୁନିକ ଥିଓଡୋଲାଇଟ୍ରେ ଆଲୋକ ବଦଳରେ ଲେଜର ରଶ୍ମି ବ୍ୟବହାର କରାଯାଉଛି । ଏହା ସାହାଯ୍ୟରେ ଅତି ନିର୍ଭୁଲ ଭାବରେ ଭୂଲମ୍ବ କୋଣ ଓ ସମାନ୍ତରାଳ କୋଣ ମାପ କରାଯାଇଥାଏ । ଏହାକୁ ମୁଖ୍ୟତଃ ରକେଟ ଉତ୍କ୍ଷେପଣଉତ୍‌କ୍ଷେପଣ, ପାଣିପାଗ ପର୍ଯ୍ୟବେକ୍ଷଣ କାର୍ଯ୍ୟରେ ବ୍ୟବହାର କରାଯାଇଥାଏ
 
 
== ଆଧାର ==
{{ଆଧାର}}
 
== ବାହାର ଲିଙ୍କ ==
*{{Commonscat-inline|Theodolites}}
 
[[ଶ୍ରେଣୀ:ବୈଦୁତିକ ଯନ୍ତ୍ର]]