"ବିଦ୍ୟୁତ ଉତ୍ପାଦନ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
No edit summary
No edit summary
୪ କ ଧାଡ଼ି:
କୌଣସି ଏକ ପ୍ରାଥମିକ ଶକ୍ତି-ଉତ୍ସରୁ [[ବୈଦୁତିକ ଶକ୍ତି]]ର ଉତ୍ପାଦନ କରିବା ପ୍ରକ୍ରିୟା ହେଉଛି '''ବିଦ୍ୟୁତ୍ ଉତ୍ପାଦନ''' । ଶକ୍ତି କମ୍ପାନୀଗୁଡ଼ିକ ପାଇଁ ଏହା [[Electric power transmission|ସରବାରହ]], [[Electric power distribution|ବିତରଣ]] ଏବଂ [[Energy storage|ସଞ୍ଚୟ]]ର ପୂର୍ବବର୍ତ୍ତୀ ସୋପାନ ଅଟେ ।
 
ବିଦ୍ୟୁତ୍ ଶକ୍ତି ପ୍ରଚୁର ପରିମାଣରେ ପ୍ରକୃତିରେ ମୁକ୍ତ ଭାବରେ ଉପଲବ୍ଧ ନୁହେଁ, ତେଣୁ ଏହାକୁ “ଉତ୍ପାଦନ” କରିବାକୁ ପଡ଼େ (ଅର୍ଥାତ୍ ଅନ୍ୟ ଶକ୍ତିକୁ ବିଦ୍ୟୁତରେ ରୂପାନ୍ତରଣ କରିବା) । ଏହି ଉତ୍ପାଦନ ପ୍ରକ୍ରିୟା ପାୱାର ଷ୍ଟେସନରେ କରାଯାଇଥାଏ (ଏହାକୁ “ପାୱାର୍ ପ୍ଲାଣ୍ଟ” ମଧ୍ୟ କୁହାଯାଏ) ଏବଂ ଏଠାରେ ବିଦ୍ୟୁତ-ଯାନ୍ତ୍ରିକ [[ବୈଦୁତିକ ଜନିତ୍ର|ଜନିତ୍ର]] (ଇଲେକ୍ଟ୍ରୋ-ମେକାନିକାଲ୍ ଜେନେରେଟର) ବ୍ୟବହାର କରି ଶକ୍ତି ଉତ୍ପନ୍ନ ହୋଇଥାଏ । ଯଦିଓ ଏହି ଜନିତ୍ରକୁ ଚଳାଇବା ପାଇଁ ମୁଖ୍ୟତଃ ଜାଳେଣି (ଦହନ) କିମ୍ବା ଆଣବିକ ଫିସନ୍ ଦ୍ଵାରା ଚାଳିତ ଉତ୍ତାପ ଇଞ୍ଜିନ୍ ବ୍ୟବହାର କରାଯାଇଥାଏ, କେତେକ କ୍ଷେତ୍ରରେ ପ୍ରବାହିତ ଜଳ ଏବଂ ପବନର [[ଗତିଜ ଶକ୍ତି]]ର ବ୍ୟବହାର ବି ଲୋକପ୍ରିୟ ଅଟେ । ଅନ୍ୟାନ୍ୟ ଶକ୍ତି ଉତ୍ସଗୁଡ଼ିକରେ [[ସୌର ଶକ୍ତି]] ଏବଂ [[ଭୂତାପ ଶକ୍ତି]] ଅନ୍ତର୍ଭୁକ୍ତ ।
 
== ଇତିହାସ ==