"ସଳପ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
No edit summary
No edit summary
 
୧ କ ଧାଡ଼ି:
[[File:Bonda man harvesting sap of toddy palm (Caryota urens).webm|thumb|[[ମାଲକାନଗିରି ଜିଲ୍ଲା]]ର [[ମୁଦୁଲିପଡ଼ା]] ଗ୍ରାମରେ ଜଣେ ବଣ୍ଡା ପୁରୁଷ ସଳପ ଗଛରୁ ରସଭରା ଜାର ବାହାର କରୁଛନ୍ତି ।]]
'''ସଳପ''' ([[ଓଡ଼ିଆ ଭାଷା|ଓଡ଼ିଆ]]ରେ '''ସଲପ''', ବା '''ସଡ଼ପ'''<ref>{{cite book |last1=Praharaj |first1=G. C. |title=Purnnacandra Odia Bhashakosha. |date=NaN |url=https://dsal.uchicago.edu/cgi-bin/app/praharaj_query.py?qs=%E0%AC%B8%E0%AD%9C%E0%AC%AA&searchhws=yes |accessdate=15 July 2020}}</ref> ଓ [[ବଣ୍ଡା ଭାଷା]]ରେ '''ସାପୁଂ''' ନାମରେ ଜଣା) ସଳପ ଗଛରୁ ତିଆରି ଏକ ପ୍ରକାର ଦେଶୀ ମଦ । ଏହା [[ଓଡ଼ିଶା]]ର [[କୋରାପୁଟ ଜିଲ୍ଲା|କୋରାପୁଟ]] ଓ [[ମାଲକାନଗିରି ଜିଲ୍ଲା|ମାଲକାନଗିରି]] ଜିଲ୍ଲାରେ ବସବାସ କରୁଥିବା [[ବଣ୍ଡା]] ଓ [[ଗଦବା]] ଆଦି ସମ୍ପ୍ରଦାୟଙ୍କଦ୍ୱାରା ମୁଖ୍ୟତଃ ତିଆରି ଓ ନିୟମିତ ଭାବେ ପାନ କରାଯାଏ ।<ref name="Mahapatra1994">{{cite book|author=L. K. Mahapatra|title=Tribal Development in India: Myth and Reality|url=https://books.google.com/books?id=clfkAAAAMAAJ|date=1 January 1994|publisher=Vikas Publishing House|isbn=978-0-7069-7351-8}}</ref><ref>{{cite book|title=Bulletin of the Department of Anthropology|url=https://books.google.com/books?id=oDBCsnKNAr4C|year=1956|publisher=Manager of Publications}}</ref> ସଳପ ଗଛର ଉପର ଡାଳକୁ ମୋଡ଼ି ସେଥିରେ କଳସୀ ଲଗାଇ [[ତାଡ଼ି]] ସଂଗ୍ରହ କଲାପରେ ସେହି ତାଡ଼ିରୁ [[କିଣ୍ୱନ]] ପଦ୍ଧତିରେ ସଳପ ତିଆରି କରାଯାଏ । ଏଥିରେ ୫-୬% ସୁରାସାର ରହିଥାଏ । ତେଣୁ ଏହା ପାନ କରି ଖୁବ ଅଧିକ ନିଶା ହେବାର ସମ୍ଭାବନା ନଥାଏ ।<ref name="India1956">{{cite book|author=Anthropological Survey of India|title=Bulletin|url=https://books.google.com/books?id=gJQLAAAAIAAJ|year=1956}}</ref> ତେବେ ସଳପ ନିଶାରେ ସଳପ ଗଛ ଉପରେ ନିଜର ମାଲିକାନା ଜାହିର କରିବା ପାଇଁ ଘର-ଘର ଭିତରେ ଓ ଘରଲୋକଙ୍କ ଭିତରେ ମରଣାନ୍ତକ କଳିର ଦୃଷ୍ଟାନ୍ତ ମଧ୍ୟ ରହିଛି ।<ref name="Mahapatra1994" />
 
== ଆଧାର ==
"https://or.wikipedia.org/wiki/ସଳପ"ରୁ ଅଣାଯାଇଅଛି